Browsing Category

Featured

ବ୍ଲେଡଡ୍ରେସ ପିନ୍ଧି ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ: କହିଲେ ହାତ ଲଗାଇଲେ କଟି ଯିବେ

ନୂଆଦିଲ୍ଲୀ: ନିଜର ଅତରଙ୍ଗୀ ପୋଷାକ ପାଇଁ ସର୍ବଦା ଚର୍ଚ୍ଚାରେ ଥାଆନ୍ତି ଉର୍ଫି ଜାଭେଦ । କେତେବେଳେ କାଚ ତ କେତେବେଳେ ସେଫ୍ଟିପିନ ଆଉଟଫିଟ ପାଇଁ ଗ୍ଲାମର ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଉର୍ଫି ।…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ, ଗସ୍ତକୁ ନେଇ ମିଳିନି କୌଣସି ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ବିଦେଶ ଯାତ୍ରା କରିଛନ୍ତି । ତାଙ୍କର ବିଦେଶ ଗସ୍ତ ଏପରି ସମୟରେ ହୋଇଛି ଯେତେ ବେଳେ ମାତ୍ର ଆଉ କିଛିଦିନ ପରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ସାଙ୍ଗକୁ ସଂସଦର…

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ହରମନପ୍ରୀତ ଓ ଆଥାପାଥୁଙ୍କ ରାଙ୍କିଂରେ ଉନ୍ନତି

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଓ ଶ୍ରୀଲଙ୍କା ମହିଳା ଦଳ ଅଧିନାୟିକା ଚାମିରା ଆଥାପାଥୁ ନିକଟରେ ଅନୁଷ୍ଠିତ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ଆଇସିସି ଦିନିକିଆ ବ୍ୟାଟିଂ…

(Video) ଦେହ ସୁସ୍ଥ କରିବା ବାହାନାରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ: ଭଣ୍ଡ ବାବାକୁ ବାନ୍ଧିନେଲା ପୋଲିସ

ବରଗଡ଼(ଓଡ଼ିଶା ଭାସ୍କର): ଦେହ ସୁସ୍ଥ କରିଦେବା ବାହାନାରେ ନବ ବିବାହିତା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭଣ୍ଡବାବା ଗିରଫ । ଏଭଳି ଏକ ଲଜ୍ଜାଜନକ ଘଟଣା ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କର୍ଲା ଝୁରୀ…

ଆଠଗଡ଼ରେ ମହିଳାଙ୍କୁ ଏସିଡ୍ ମାଡ଼: ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

ଆଠଗଡ଼(ଓଡ଼ିଶା ଭାସ୍କର): ପୋଲିସର ଅନେକ ପଦକ୍ଷେପ ପରେ ବି ମହିଳାମାନେ ଆଜି ବି ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଜଣେ ମହିଳାଙ୍କୁ ହୋଇଛି…

୨ହଜାର ଫୁଟ ଉଚ୍ଚରେ ନିର୍ମାଣ ହେବ କାଚର ଝୁଲନ୍ତା ସୁଇମିଂ ପୁଲ୍‌, ୩୬୦ ଡିଗ୍ରୀ ଦୃଶ୍ୟ ଦେଖି ପ୍ରକୃତିର ମଜା ଉଠାଇପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ: ଦକ୍ଷିଣ ନରୱେରେ ୨ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି । ତୁର୍କିର ଆର୍କିଟେକ୍ଚରାଲ୍‌ ଡିଜାଇନ୍‌ ଷ୍ଟୁଡିଓ ‘ହାୟରି ଅତାକ୍‌’ ଏହି ହୋଟେଲ୍‌ ଡିଜାଇନ୍‌ କରୁଛି । ଏଇଟି ଚାରି…

ନୂଆ ପାର୍ଲାମେଣ୍ଟ ଭବନ ଅଶୋକ ସ୍ତମ୍ବ ସିଂହକୁ ନେଇ ବିବାଦ, ଜାତୀୟ ପ୍ରତୀକକୁ ବିକୃତ କରିଛନ୍ତି କେନ୍ଦ୍ର ସରକାର: ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକସ୍ତମ୍ବର ଉନ୍ମୋଚନ କରିଥିଲେ । କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି । ପ୍ରଥମେ…

ଓଡ଼ିଶାରେ ସାଙ୍ଘାତିକ ସ୍ଥିତି: ଦିନକରେ ବାହାରିଲେ ୭୪୩ କରୋନା ପଜିଟିଭ, ଜାଣନ୍ତୁ ଖୋର୍ଦ୍ଧାରୁ କେତେ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜିକାଲି ଦୈନିକ କରୋନା ସଂକ୍ରମଣ ୭ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଡିଜିଟାଲ୍‌ ଡେବ୍ୟୁ କରିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ‘ଦହାଡ଼’ରେ ଦେଖିବାକୁ ମିଳିବ ଦବଙ୍ଗ ଗିରି

ମୁମ୍ବାଇ: ବଲିଉଡ୍‌ରେ ୨୦୧୦ରେ ‘ଦବଙ୍ଗ’ଫିଲ୍ମ ମାଧ୍ୟମରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ପରେ ‘ରାଉଡ଼ି ରାଠୋର’, ‘ସନ୍‌ ଅଫ୍‌ ସର୍ଦ୍ଦାର’, ‘ଦବଙ୍ଗ-୧ଓ ୨’, ‘ଲୁଟେରା’ ଭଳି ଅନେକ ଗୁଡ଼ିଏ ସଫଳ…