Browsing Category
Featured
ଆଜି ହେରା ପଞ୍ଚମୀ : ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବ ନନ୍ଦିଘୋଷ, ରାଗରେ ରଥର କାଠ ଖଣ୍ଡିଏ ଭାଙ୍ଗି ମାଆ
ପୁରୀ (ଭାସ୍କର ନ୍ୟୁଜ୍): ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିର ଉତ୍ସବକୁ ହେରା ପଞ୍ଚମୀ ବା ଲକ୍ଷ୍ମୀ ବିଜୟ ଉତ୍ସବ କୁହାଯାଏ । ଏବେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେବ ହେରା ପଞ୍ଚମୀ ନୀତି ।…
ଫିଲ୍ମ ‘ଲାଇଗର’ ପାଇଁ ଉଲଗ୍ନ ହେଲେ ବିଜୟ ଦେବରାକୋଣ୍ଡା, ଖୁବ୍ଶୀଘ୍ର ଆସିବ ଟ୍ରେଲର
ଚେନ୍ନାଇ: ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ ‘ଲାଇଗର’ ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଅନନ୍ୟା ପାଣ୍ଡେ ଫିମେଲ ଲିଡ୍ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ମକରନ୍ଦ ପାଣ୍ଡେ ମଧ୍ୟ ଗୁରୁତ୍ୱୂପର୍ଣ୍ଣ…
ଦେଶରେ ପୁଣି ଆରମ୍ଭ ହେଲାଣି କାରନା ପ୍ରକୋପ: ଚିହ୍ନଟ ହେଲା ୯ ପ୍ରକାରର ନୂଆ ଭାରିଆଣ୍ଟ
ନୂଆଦିଲ୍ଲୀ: କରୋନା ଭାଇରସରେ ଦେଖାଯାଇଛି ନୂଆ ପରିବର୍ତ୍ତନ। ନୂଆଦିଲ୍ଲୀସ୍ଥିତ ଆଇଜିଆଇବିର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ମତ ଅନୁସାରେ ଦୀର୍ଘ ମାସ ପରେ କରୋନା ଭାଇରସରେ ପରିବର୍ତ୍ତନ ଦେଖାଯାଇଛି। କରୋନା ଭାଇରସ…
ଚୋରା ମଦ କାରବାର ବେଳେ ଚଢ଼ଉ କଲା ସ୍ପେସାଲ୍ ସ୍କ୍ୱାଡ୍: ୧୭ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ବାଲିପାଟଣା,(ଭାସ୍କର ନ୍ୟୁଜ): ବାଲିପାଟଣା ଥାନା ଅନ୍ତର୍ଗତ ବଦଳାର ପଶ୍ଚିମଖଣ୍ଡ ଗ୍ରାମରୁ ଚାଲିଥିଲା ଚୋରା ମଦ କାରବାର। ହଠାତ୍ ଚଢ଼ଉ କରି ଜଣେକ ବ୍ୟକ୍ତିକୁ ବାଲିପାଟଣା ଥାନା ପୋଲିସ ଗିରଫ୍ କରିଥିବା ଥାନା…
ଆଦିତ୍ୟ ଠାକରେଙ୍କ ବ୍ୟତୀତ ୧୪ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ
ମୁମ୍ବାଇ(ଓଡ଼ିଶା ଭାସ୍କର): ସୋମବାର ଫ୍ଲୋର ଟେଷ୍ଟ ପରେ ଶିବସେନାର ନୂତନ ବିଧାୟକ ଦଳ ନେତା ଭରତ ଗୋଗାଭାଲେ ଉଦ୍ଧବ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳର ଅନୁଶାସନ ଉଲ୍ଲଂଘନ…
ରାଶିଫଳ(ମଙ୍ଗଳବାର,୦୫ ଜୁଲାଇ,୨୦୨୨)
ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ମିତ୍ରମାନଙ୍କ ଏବଂ…
୨୦୨୪ ନିର୍ବାଚନ ପାଇଁ ଲକ୍ଷ୍ୟ ମିଶନ ସାଉଥ୍ : ବିଜେପି ପାଇଁ ବ୍ରହ୍ମାସ୍ତ୍ର ପାଲଟିବେ ଚିରଞ୍ଜିବୀ !
ଅମରାବତୀ: ସୋମବାର ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ଖାସ୍ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ୍ ରାଜୁଙ୍କ ପ୍ରତିମୂତ୍ତି ଅନାବରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ…
ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ: ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୪ରୁ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ…
ପୁଣି ଆମେରିକାରେ ଗୁଳିକାଣ୍ଡ, ପରେଡରେ ଭିଡ଼ ଉପରକୁ ଆଖିବୁଜା ଗୁଳିମାଡ଼
ନୂଆଦିଲ୍ଲୀ: ଆମେରିକାରେ ପୁଣିଥରେ ହୋଇଛି ଗୁଳିକାଣ୍ଡ । ଆମେରିକାର ଇଲିନୋଇସ ସହରର ଏକ ହାଇଲ୍ୟାଣ୍ଡ୍ ପାର୍କରେ ଏକ ପରେଡ ଉପରକୁ ଗୁଳିମାଡ଼ କରିଛି ଜଣେ ଦୁର୍ବୁତ୍ତ । ଆମେରିକାରେ ୪ ଜୁଲାଇକୁ ସ୍ୱତନ୍ତ୍ରତା ଦିବସ ସମାରୋହ…
(Video) ଅପୂର୍ବ ସେ କାଳିଆର ଲୀଳା, ବୃଦ୍ଧା ମାଉସୀଙ୍କୁ ଦର୍ଶନ କରାଇଲେ ପୋଲିସ୍ କର୍ମୀ
ପୁରୀ(ଓଡ଼ିଶା ଭାସ୍କର): କୁହାଯାଏ କାଳିଆର ଲୀଳା ସମସ୍ତଙ୍କୁ ଅଛପା । କାଳିଆର ଡୋରି ନଲାଗିଲେ ଦର୍ଶନ କରିହୁଏନା । କିନ୍ତୁ ଯେତେବେଳେ କାଳିଆ ଚାହେ ତ' ଭକ୍ତକୁ ଦେଖିବାକୁ ଭିଡ଼ ଭିତରୁ ଟାଣି ହୋଇଆସେ ଭକ୍ତ । ଏବେ ଏଭଳି…