Browsing Category
Featured
ପାକିସ୍ତାନ ସହିତ କାଶ୍ମୀରକୁ ନେଇ ଭାରତର ଏହି ପଦକ୍ଷେପ ଉପରେ ଆପତ୍ତି ଉଠାଇଲା ଚୀନ୍
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଗାମୀ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏହାକୁ ଭାରତ ଜାମ୍ମୁ-କାଶ୍ମୀରରେ ଅୟୋଜିତ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଚୀନ୍ ପାକିସ୍ତାନ ସହ ଏହାର ସ୍ୱର ମିଶାଇ…
ଓଡ଼ିଶାରେ କରୋନାର ସାଙ୍ଘାତିକ ପରିସ୍ଥିତି: ୨୦୦ ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭାଇରସ୍ ପୁଣି ଥରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୪ କରୋନା ସଂକ୍ରମିତ ଚିହ୍ନଟ…
ପୁରୀ ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ
ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ସାରା ଓଡ଼ିଶା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ…
କମିଲା ଏଲପିଜି ଦର: ଜାଣନ୍ତୁ ଏବେ କେତେରେ ମିଳିବ ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ: ଏଲପିଜି ସିଲଣ୍ଡରର ଦର କମିବାରୁ ସାଧାରଣ ଲୋକଙ୍କ ମହଙ୍ଗା ମାଡ଼ରୁ ସାମାନ୍ୟ ଆସ୍ୱସ୍ଥି ମିଳିଛି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି ।…
ଶନିବାରଠୁ ବିଧାନସଭା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁରକ୍ଷା…
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ…
ରଥଯାତ୍ରାର ଉତ୍ପତ୍ତି: ଜାଣନ୍ତୁ ପୌରାଣିକ କାହାଣୀ
ଆଦ୍ୟ ଆଷାଢ଼ର ମେଘମେଦୁର ଆକାଶକୁ ସକ୍ରୃଷ୍ଣ ନୟନରେ ପ୍ରତୀକ୍ଷା କରି ରହିଥାଏ ଉକ୍ରଳ ଭୂଇଁ । ଏହି ଆଷାଢ଼ ମାସ ହିଁ ତା ପାଇଁ ଏକମାତ୍ର ଗର୍ବ ଓ ଗୌରବର ସମୟ । ଏହି ସମୟରେ ଉକ୍ରଳର ପ୍ରାଣକେନ୍ଦ୍ର ଓ ତା’ର ଧର୍ମପ୍ରାଣ…
ଓଡ଼ିଶା ପାଇଁ ଗୌରବ: ଆଇଏଫ୍ଏସ୍ ପରୀକ୍ଷାରେ କୋରାପୁଟର ନାଗାରାଜୁଙ୍କ ସଫଳତା
କୋରାପୁଟ, (ଭାସ୍କର ନ୍ୟୁଜ୍): ଭାରତୀୟ ବନସେବା (ଆଇଏଫ୍ଏସ୍) ପରୀକ୍ଷା ୨୦୨୧ରେ କୋରାପୁଟର ପୁଅ କେ. ନାଗାରାଜୁ (୨୯)ଙ୍କୁ ସଫଳତା ମିଳିଛି । ସେ ୪୦ତମ ର୍ୟାଙ୍କରେ ରହି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମଙ୍ଗଳବାର…
ଇଂଲଣ୍ଡ ବିପକ୍ଷ ଟି୨୦, ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ସମସ୍ତ ଦଳର ଅଧିନାୟକ, ଅର୍ଶଦୀପଙ୍କୁ ଦିନିକିଆରେ ପ୍ରଥମ ସୁଯୋଗ
ଓଡ଼ିଶା ଭାସ୍କର: ଆଗାମୀ ଇଂଲଣ୍ଡ ବିପକ୍ଷ ସିମିତ ଓଭର ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ୭ ଜୁଲାଇରୁ ସିମିତ ଓଭର ସିରିଜ ଆରମ୍ଭ ହୋଇ ୧୭…
(Video) ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ପହଣ୍ଡି ବିଜେ କରୁଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ
ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ସୁନ୍ଦର ପୁଷ୍ପମାଳାର ଭବ୍ୟ ତୋରଣ ସଦୃଶ ସାଜସଜ୍ଜିତ ଶ୍ରୀମନ୍ଦିରର ସିଂହଦ୍ୱାର । ସଜ ହୋଇଥିଲେ ବି ମନଉଣା କରୁଛି…
ରାଶିଫଳ(ଶୁକ୍ରବାର,୦୧ ଜୁଲାଇ,୨୦୨୨)
ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…