Browsing Category

Featured

ପିଲାଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନ ଉପରେ କଠୋର ହେଲେ ସରକାର, ହୋଇପାରେ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଫଳରେ ବିଭ୍ରାନ୍ତିକର ବିଜ୍ଞାପନ ଦ୍ୱାରା ପ୍ରସାରିତ ହେଉଥିବା ବାର୍ତ୍ତାଦ୍ୱାରା ପ୍ରଭାବିତ…

ଗାଡି ଚାଳକ ଭୁଲରେ ବି କରନ୍ତୁ ନାହିଁ ଏମିତି କାମ: ନହେଲେ ଲାଗିବ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: ରାସ୍ତାରେ ଯାତାୟତ ସମୟରେ ବିଭିନ୍ନ ନିୟମର ପାଳନ କରିବା ଆବଶ୍ୟକ । ଏହି ସବୁ ନିୟମକୁ ଅବମାନନା କଲେ ଚାଲାଣ କଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହି ନିୟମ ଗୁଡିକ ସହିତ ଏବେ ଆଉଏକ ନିୟମ ଯୋଡି ହୋଇଛି…

ତିନି ଗୁଣା ବୃଦ୍ଧି ହେବ EPFO ଗ୍ରାହକଙ୍କ ପେନସନ ରାଶି! ଖୁବଶୀଘ୍ର ମିଳିବ ଏକ ଶାନଦାର ଉପହାର

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଏକ ସୁଖବର ଆସିଛି । ଇପିଏଫଓ ପକ୍ଷରୁ ଗ୍ରାହକଙ୍କୁ ଖୁବଶୀଘ୍ର ମିଳିପାରେ ଏକ ଶାନଦାର ଉପହାର । ଗ୍ରାହକଙ୍କ ସର୍ବନିମ୍ନ ପେନସନ…

ନୂଆ ରୂପରେ ବିରାଟ କୋହଲି: ପତ୍ନୀଙ୍କ ସହ ଭାଙ୍ଗଡା କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ସିରିଜରୁ ବିଶ୍ରାମ ନେଇ ପରିବାର ସହ ବିରାଟ ଏବେ ଖୁସି ମନାଉଛନ୍ତି । ପତ୍ନୀ ଅନୁଷ୍କା ଏବଂ ଝିଅ ବାମୀକାଙ୍କ ସହ ମାଳଦୀବରେ ଛୁଟି କାଟୁଛନ୍ତି ବିରାଟ । କେବଳ ସେତିକି ନୁହେଁ ଛୁଟି ସମୟର…

୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଥିଲା ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଫଳରେ ଦୁଇଟି…

ଆକାଉଣ୍ଟ ଖାଲି କରିଦେଇଥାନ୍ତେ ଲୁଟେରା, ବଞ୍ଚାଇ ଦେଲା ମାତ୍ର ୧ ଟଙ୍କା!

ନୂଆଦିଲ୍ଲୀ: ଆଜିର ସମୟରେ ୧ ଟଙ୍କାରେ କିଛି ବି ହେବନାହିଁ । କିନ୍ତୁ ଏହି ୧ ଟଙ୍କାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ଏକ ଟଙ୍କା ଜଣେ ବ୍ୟକ୍ତିଙ୍କୁ ୧୦…

ଆପଣଙ୍କ ଆଖି ପାଇଁ ଗୋଲାପ ଜଳ କୌଣସି ବରଦାନ ଠାରୁ କମ୍ ନୁହେଁ

ଆଜିକାଲି ଅଧିକାଂଶ ଲୋକ କମ୍ପ୍ୟୁଟର ଓ ସ୍ମାର୍ଟଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକଙ୍କ ଠାରେ ଏହି କାରଣରୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଦେଉଛି । ଏହି…

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ଝିଅ: ଦେଖିଦେଲେ ବାପା, ଆଉ ତା ପରେ….

ନୂଆଦିଲ୍ଲୀ: ମେ ୨୮ ତାରିଖରେ ଜଣେ ଯୁବତୀଙ୍କ ହତ୍ୟା ନେଇ ହୋଇଥିବା ଅଭିଯୋଗର ଖୁଲାସା କରିଛି ପୋଲିସ । ପୋଲିସର ସୂଚନା ମୁତାବକ ୧୬ ବର୍ଷୀୟ ନାବାଳିକାଙ୍କୁ ପ୍ରେମିକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଉତ୍ୟକ୍ତ ହୋଇ…

ଚାକିରିରୁ ବିଦା ହେଲେ Vigilance ଇନ୍ସପେକ୍ଟର: ପଡ଼ିଥିଲେ ଖୋଦ୍ ଭିଜିଲାନ୍ସ ହାବୁଡ଼ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ଏବେ ଚାକିରିରୁ ହେଲେ ବହିଷ୍କୃତ । ଲାଞ୍ଚ ନେଇ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ଅବସ୍ଥା ସଙ୍କଟାପନ୍ନ

ବିଦେଶୀ ଗଣମାଧ୍ୟମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପରଭେଜ ମୁସାରଫଙ୍କ ଦେହାନ୍ତ ହୋଇଯାଇଥିବା ନେଇ ଖବର ପ୍ରକାଶ ପରେ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ପରଭେଜ ମୁସାରଫଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ…