Browsing Category
Featured
ରାଶିଫଳ(ଗୁରୁବାର,୨୬ ମେ,୨୦୨୨)
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ…
ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବିରାଜ ଦାଶଙ୍କ ପରଲୋକ । ଦୀର୍ଘ ୪ ମାସ ଧରି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲଙ୍ଗ୍ସ କ୍ୟାନସରରେ ପୀଡ଼ିତ ଥିଲେ ବିରାଜ ଦାଶ । ସିନେମା, ଟେଲିଭିଜନ ଓ…
ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ର, ଶ୍ରଦ୍ଧାଳୁଙ୍କୁ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରିବ ପ୍ରଶାସନ
ନୂଆଦିଲ୍ଲୀ : ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ । ଅମରନାଥଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ଡ୍ରୋନ୍ ଏବଂ ସିସିଟିଭି କ୍ୟାମେରା ଜରିଆରେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଶୁଣନ୍ତୁ କ’ଣ କହିଲେ ନିଶ୍ଚଳାନନ୍ଦ ସରସ୍ୱତୀ
ପୁରୀ: ଐତିହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣି ଥରେ ମତ ରକିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ଏହି ପ୍ରସଙ୍ଗ ଉପରେ ସମର୍ତକ ଏବଂ ବିରୋଧୀମାନଙ୍କ ସହ ଆଲୋଚନା କରିବା ପରେ ଏହି ମନ୍ତବ୍ୟ ରଖିଛନ୍ତି…
ଭାରତର ଆଭ୍ୟନ୍ତରୀଣ ମାମଲାରେ କାହିଁକି ମୁଣ୍ଡ ପୂରାଉଛି ପାକିସ୍ତାନ? ୟାସିନକୁ ଆଜୀବନ କାରାଦଣ୍ଡ ହେବା ପରେ କମ୍ପି ଉଠିଲେ ପାକିସ୍ତାନ…
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଲିବରେଶନ ଫ୍ରଣ୍ଟ ମୁଖ୍ୟ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ହେବା ପରେ ପାକିସ୍ତାନରେ କମ୍ପନ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲାର ବିଚାର କରି ଜାତୀୟ ତଦନ୍ତକାରୀ ସଂସ୍ଥା…
କୋଲକାତାରେ ରଜତଙ୍କ ରାଜୁତି: ଧୂଆଁଧାର ଶତକ ସହ ୨୦୮ ରନର ବିଶାଳ ଲକ୍ଷ୍ୟ ଦେଲା RCB
କୋଲକାତା: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରାହୁଲଙ୍କର ବିଫଳ ହୋଇଛି । ୨୦ ଓଭରରେ ୨୦୭ ରନର ଏକ ବିଶାଳ ସ୍କୋର ଛିଡା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ସପଳତା ହାସଲ କରିଥିବା ସୁପର ଜିଆଣ୍ଟସର…
ପାହାଡ଼ ଭିତରୁ ମିଳିଲା ୩୦ ଫୁଟ ଲମ୍ବର ଡେଣା ଥିବା ବିଶାଳକାୟ ଜୀବ: ଉକ୍ତ ସ୍ଥାନରୁ ମିଳିଥିଲା ଡାଇନୋସରର ଜୀବାଶ୍ମ
ନୂଆଦିଲ୍ଲୀ: ପୃଥିବୀପୃଷ୍ଠରୁ ଏକ ବିଶାଳକାଳୟ ଜୀବର ସନ୍ଧାନ ମିଳିଛି । ତେବେ ଏହି ଜୀବର ଡେଣାର ଲମ୍ବ ୩୦ ଫୁଟ ରହିଥିବା ବେଳେ ସେ ଉଡ଼ିପାରୁଥିବା ନେଇ ତା’ର ଜୀବାଶ୍ମରୁ ସ୍ପଷ୍ଟ ହୋଇଛି । ତେବେ ଉକ୍ତ ପଶୁଟି ଟେରୋସର…
ବିସିସିଆଇର ବଡ ନିଷ୍ପତ୍ତି: ଭାରତୀୟ ଦଳରେ ଏହି ଖେଳାଳିଙ୍କୁ ମିଳିଲା ରାହୁଲ ଦ୍ରାବିଡଙ୍କ ସ୍ଥାନ
ନୂଆଦିଲ୍ଲୀ: ଆଇପିଏଲ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଉଭୟ ସିରିଜ ଏକା ସମୟରେ ଖେଳାଯିବାର ସୂଚୀ…
ଏଲଜି ଲଞ୍ଚ କଲା ନିଆରା ମାସ୍କ: ମୂଲ୍ୟ ୧୫,୦୦୦ଟଙ୍କା
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତା ସହିତ ହ୍ରାସ ପାଉଛି ମାସ୍କର ବ୍ୟବହାର । କିନ୍ତୁ କମୁନି ମାସ୍କର ଦାମ । ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ବେଳେ ଆଜି ଏହାର ଦାମ ପହଞ୍ଚିଛି ୧୫ ହଜାର ଟଙ୍କାରେ ।…
ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ: NDAର ଭୋଟ ୪୮.୯ ପ୍ରତିଶତ, ବିରୋଧୀଙ୍କ ଭୋଟ ୫୧.୧ ପ୍ରତିଶତ, ଆଞ୍ଚଳିକ ଦଳ ହିଁ BJPର ଏକମାତ୍ର ଭରସା
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବା ବେଳେ ଏନେଇ ଦିଲ୍ଲୀ ଦରବାରରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚଳିତ ରାଷ୍ଟ୍ରପତି ନିର୍ବାଚନରେ…