Browsing Category

Featured

ମୁହାଁମୁହିଁ ଧକ୍କା ହେଲା ୨ ବସ୍, ପବନରେ ଉଡ଼ିଗଲା ଡ୍ରାଇଭର: ଦେଖନ୍ତୁ ଦୁର୍ଘଟଣାର ଛାତିଥରା CCTV ଫୁଟେଜ୍

ସଲେମ: ତାମିଲନାଡ଼ୁର ସଲେମ ଜିଲ୍ଲାରେ ୨ଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ୧୦ ମେ’ ତାରିଖ ସନ୍ଧ୍ୟାରେ ହୋଇଥିଲା । ୩୦ ଜଣ ଯାତ୍ରୀଙ୍କୁ ଇଦାପଦିରୁ ଯାତ୍ରା…

ନୁଆ ଫିଚର୍ସ ଆଣିଲା ହ୍ୱାଟ୍ସଆପ୍, ଏହି ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା

ନୁଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର ପାଇଁ କରିବାକୁ ପଡ଼ିବ ସବସ୍କ୍ରିପସନ । ଏହା ଦ୍ୱାରା ୟୁଜର୍ସଙ୍କୁ ଅନେକ ଫିଚର୍ସ ବ୍ୟବହାର କାରିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ସବସ୍କ୍ରିପସନ ମଡେଲ ହ୍ୱାଟ୍ସଆପ୍ ବିଜନେସ୍…

କୁକୁର ନେଇ କେଦାରନାଥ ପହଞ୍ଚିଗଲେ ଶ୍ରଦ୍ଧାଳୁ, ମନ୍ଦିର କମିଟି କ୍ଷୁବ୍ଧ, ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

କେଦାରନାଥ: ମହଙ୍ଗା ପଡିଲା ନିଜର ପୋଷା କୁକୁରକୁ ନେଇ କେଦାରନାଥ ମନ୍ଦିର ଦର୍ଶନ କରିବା। ଉକ୍ତ ବ୍ୟକ୍ତି ଉପରେ କ୍ଷୁବ୍ଧ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି। ଭାଇରାଲ୍ ଭିଡିଓ ଆଧାରରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ…

ଶୀନା ବୋରା ହତ୍ୟାକାଣ୍ଡରେ ବଡ ନିଷ୍ପତ୍ତି, ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୀନା ବୋରା ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟ ବୁଧବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ…

ଉତ୍ତରପ୍ରଦେଶରେ ମାଦ୍ରାସାକୁ ଆଉ ମିଳିବନି ଅନୁଦାନ, ମୁଖ୍ୟମନ୍ତ୍ରୀ ଯୋଗୀ ବଦଳାଇଲେ ଅଖିଳେଶଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ଏବେ ସ୍ଥାୟୀ ମାନ୍ୟତା ପ୍ରାପ୍ତ ମାଦ୍ରାସାକୁ ଅନୁଦାନ ଦେବେ ନାହିଁ । ମଙ୍ଗଳବାର ବସିଥିବା ଖ୍ୟାବିନେଟ ବୈଠକରେ ଅଳ୍ପସଂଖ୍ୟକ କଲ୍ୟାଣ ବିଭଅଗ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଉପରେ ଏହି…

IPL 2022 ଛାଡି ନ୍ୟୁଜିଲାଣ୍ଡ ଫେରିଗଲେ କେନ ଓ୍ଵିଲିୟମସନ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ଓ୍ଵିଲିୟମସନ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁତ୍ଵପୂର୍ଣ୍ଣ ବିଜୟ ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡର ଅଧିନାୟକ ଓ୍ଵିଲିୟମସନ…

ସାଙ୍ଗ ସହ ଭିଡିଓ କଲରେ ଚାଲିଥିଲା କଥା: ଅଚାନକ୍ ଫ୍ୟାନରେ ଝୁଲିପଡ଼ିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ନିକଟରେ ଅନେକ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ନିକଟରେ ଜଣେ କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କର ସର୍ଜରୀ ସମୟରେ ମୃତ୍ୟୁ ହୋଇଥିଲା । ଏବେ ଖବର ମିଳିଛି କି ଆଉ ଜଣେ ସାଉଥ ଇଣ୍ଡିଆନ୍ ସିନେମା…

ବ୍ରଜରାଜନଗର ଉପନିର୍ବାଚନ: କେବେଠୁ ପ୍ରଚାର ଆରମ୍ଭ କରିବ BJP? ଜାଣନ୍ତୁ ତାରିଖ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି ରଣନୀତି । ବିଜେଫି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସହ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା ହୋଇଛି । ଅନ୍ୟପଟେ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ପେରିବଲନଙ୍କୁ ଛାଡ଼ିବାକୁ ଆଦେଶ

ନୁଆଦିଲ୍ଲୀ: ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାରେ ଆଜୀବନ ସଜା କାଟୁଥିବା ଦୋଷୀଙ୍କ ମଧ୍ୟରୁ ଏଜି ପେରିବାଲାନଙ୍କୁ ମୁକ୍ତ…

ରୁଷକୁ ବଡ ଝଟକା, ନାଟୋରେ ସାମିଲ୍ ହେବାକୁ ଆବେଦନ କଲେ ଫିନଲାଣ୍ଡ ଓ ସ୍ଵିଡେନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷକୁ ଲାଗିଲା ଜୋରଦାର ଝଟକା। ଫିନଲାଣ୍ଡ ଏବଂ ସ୍ଵିଡେନ ମେ ୧୮ରେ ନାଟୋରେ ସାମିଲ୍ ହେବା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଛନ୍ତି। ୟୁକ୍ରେନ ଉପରେ ରୁଷର…