Browsing Category

Featured

ଅର୍ଥିକ ସଙ୍କଟ ମଧ୍ୟରେ ମିଳିଲା ଆଶ୍ବସ୍ତି, ଏଫଏଟିଏଫର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନ

ନୁଆଦିଲ୍ଲୀ: ପାକିସ୍ତାନକୁ ମିଳିଲା ଖୁସି ଖବର । ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ…

ଧନୀ ହେବା ପାଇଁ ଶନିବାର କରନ୍ତୁ ଏହି କାର୍ଯ୍ୟ, ପୂରଣ ହେବ ସବୁ ଆଶା

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଶନିବାର ଦିନଟି ଭଗବାନ ଶନି ଦେବଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭଗବାନ ଶନିଙ୍କୁ ବିଧି ଅନୁଯାୟୀ ପୂଜା କଲେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଆଶାଢ଼ ମାସ କୃଷ୍ଣ ପକ୍ଷର ପଞ୍ଚମ…

ଟିଭି ପରଦା ନୁହେଁ ଏଥର ବଡ଼ ପରଦାକୁ ଫେରୁଛି ୯୦ ଦଶକର ସୁପରହିରୋ, ୩ଶହ କୋଟି ଟଙ୍କାରେ ନିର୍ମାଣ ହେବ ‘ଶକ୍ତିମାନ’

ମୁମ୍ବାଇ: ୯୦ ଦଶକର ଟିଭି ପରଦାରେ ‘ଶକ୍ତିମାନ’ ଧାରାବାହିକ ପିଲାମାନଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏହି ସୁପରହିଟ୍‌ ସୋ’ରେ ଅଭିନେତା ମୁକେଶ ଖାନ୍ନା ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିଥିଲେ । ଗତ କିଛି ଦିନ ହେବ…

ପ୍ରେମ ନାଁରେ କଳଙ୍କ: ସାଙ୍ଗମାନଙ୍କ ସହ ନାବାଳିକା ଗର୍ଲଫ୍ରେଣ୍ଡକୁ ଦୁଷ୍କର୍ମ କଲା ପ୍ରେମିକ, ପରେ Video ଦେଖାଇ…

ନୂଆଦିଲ୍ଲୀ: ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ବନ୍ଧୁତା ଓ ପ୍ରେମକୁ କଳଙ୍କିତ କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ଯୁବକ ନିଜ ନାବାଳିକା ପ୍ରେମିକାକୁ ଘରକୁ ଡାକି ସାଙ୍ଗମାନଙ୍କ ସହ ଗଣଦୁଷ୍ମର୍ମ କରିଥିବା…

ରାଜ୍ୟଗୋଷ୍ଠୀ କ୍ରୀଡା଼ରେ ଭାରତୀୟ ଦଳର ନେତୃତ୍ବ ନେବେ ନୀରଜ, ଭାରତୀୟ ଦଳରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପକ୍କା

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ୱ ନେବେ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦ରୁ ବିଦେଶ ଗସ୍ତ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶନିବାର ଅପରାହ୍ନ ସାଢ଼େ ୧ଟାରେ…

ମଇଁଷି ଚିକିତ୍ସା ପାଇଁ ଆସିଥିଲେ ପଶୁ ଡାକ୍ତର, ନିଶା ଦେଇ ଜୋର ଜବରଦସ୍ତି ଯୁବତୀଙ୍କ ସହ ବିବାହ କରାଇଦେଲେ ଲୋକେ

ବିହାର: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ । ହେଲେ ହଠାତ୍‌ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ । ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି । ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ…

ରାଶିଫଳ(ଶନିବାର,୧୮ ଜୁନ,୨୦୨୨)

ମେଷ - ଆଜି ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ…

(Video)ଜଳେଶ୍ୱର BDOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି କର୍ମଚାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଳେଶ୍ୱର ବିଡିଓ…

ଭବାନୀପାଟଣାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ସ୍କୁଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ମାଗଣାରେ ପାଠ ପଢିବେ ୧୨ଶହ ଛାତ୍ରଛାତ୍ରୀ, ମିଳିବ ସ୍ମାର୍ଟ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି । ଏହି…