Browsing Category

Featured

ଚୀନ ଆବିଷ୍କାର କଲା ନୂଆ ଦୁନିଆ: ପୃଥିବୀ ପରି ଅନ୍ୟ ଦୁନିଆରେ ଜୀବନ ସମ୍ଭବ

ଓଡ଼ିଶା ଭାସ୍କର: ଚୀନର ନାଁ ଶୁଣିଲେ ସମସସ୍ତଙ୍କ ମନକୁ କେବଳ ଗୋଟିଏ କଥା ଆସିଥାଏ କଣ ଆବିଷ୍କାର କଲା ଚୀନ । ଅଜବ ଆବିଷ୍କାର ଓ ଖାଦ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ ଚୀନ କରିଛି ଆଉ ଏକ ନୂଆ ଆବିଷ୍କାର । ପୃଥିବୀ ବ୍ୟତୀତ ସୌର…

ୟୁପିରେ ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ନିୟମ ଅନୁସାରେ ଭଙ୍ଗାଯାଉ ନିର୍ମାଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହିଂସାରେ ସଂପୃକ୍ତ ଅଭିଯୁକ୍ତଙ୍କ ବେଅାଇମ ନିର୍ମାଣ ଉଚ୍ଛେଦ ଉପରେ ଆସନ୍ତା ସପ୍ତାହ ଯାଏଁ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଏହି ମାମଲାରେ ଉତ୍ତର…

ତାତିରୁ ମିଳିବ ତ୍ରାହି: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି…

ATMରୁ ବାହାରିଲା ୫ଗୁଣା ଅଧିକ ଟଙ୍କା, ଖବର ପାଇଁ ଲୋକେ ଲଗାଇଲେ ଲମ୍ବା ଲାଇନ

ନାଗପୁର(ଓଡ଼ିଶା ଭାସ୍କର): କେମିତି ହୁଅନ୍ତା ଆପଣ ATMରୁ ଟଙ୍କା ଉଠାଇବାକୁ ଯାଇଛନ୍ତି ଆଉ ପାଞ୍ଚଗୁଣା ଅଧିକ ଟଙ୍କା ବାହାରି ଆସିବ। ଏପରି ସ୍ଥଳେ ଆପଣ ନିହାତି ଖୁସି ହେବେ। ଏହିପରି କିଛି ଘଟିଛି ମହାରାଷ୍ଟ୍ରର ନାଗପୁର…

ରଣଜୀ ଟ୍ରଫିରେ ଚମକିଲେ କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ଵାରୀ, ସେମି ଫାଇନାଲରେ ମାରିଲେ ଶତକ

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ନକଆଉଟ୍ ପର‌୍ୟ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ଵାରୀ। ମଧ୍ୟ ପ୍ରଦେଶ ବିପକ୍ଷରେ ଖେଳାଯାଉଥିବା ସେମି ଫାଇନାଲ୍ ମୁକାବିଲାରେ ଶତକ ଅର୍ଜନ କରି…

ପାକିସ୍ତାନରେ ଗୋଟିଏ ଝଟକାରେ ୫୯ ଟଙ୍କା ମହଙ୍ଗା ହେଲା ଡିଜେଲ୍, ୨୩୩ରେ ବିକ୍ରି ହେଉଛି ପେଟ୍ରୋଲ

ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି। ଏହାର ପରିଣାମ ଜନତାଙ୍କୁ ଭୋଗିବାକୁ ପଡୁଛି। ପୂର୍ବରୁ ଆକାଶଛୁଆଁ ରହିଥିବା ପେଟ୍ରୋଲ ଏବଂ ଡିଜେଲ୍ ଏବେ ପୁଣି ଥରେ ମହଙ୍ଗା…

ଆପଣ ଏପରି ଚାକିରୀ କରିବାକୁ ଚାହୁଁଛନ୍ତି କି? କେବଳ ଠିଆ ହେବା ପାଇଁ ଘଣ୍ଟା ପ୍ରତି ଦୁଇ ହଜାର ଟଙ୍କା ମିଳିବ

ଓଡ଼ିଶା ଭାସ୍କର: ଆଜି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସମୟ ଅଛି କିନ୍ତୁ ଟଙ୍କା ନାହିଁ। ଆଉ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ଟଙ୍କା ଅଛି କିନ୍ତୁ ସମୟ ନାହିଁ। ତଥାପି, ଆପଣ କଣ ବିଶ୍ୱାସ କରନ୍ତି…

ହିଂସକ ହେଲା ‘ଅଗ୍ନିପଥ’ ଆନ୍ଦୋଳନ, ଟ୍ରେନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ, ବସ୍ ଭଙ୍ଗାରୁଜା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ଆରମ୍ଭ ହୋଇ ଯାଇଛି। ବିହାରରେ ଜାରି ବିକ୍ଷୋଭ ପ୍ରଦର୍ଶନ ସଂପ୍ରତି ହିଂସାର ରୂପ ନେଇଛି। ରାଜ୍ୟର କୈମୁର…

ଧାର୍ମିକ ପୀଠ ପଞ୍ଚଲିଙ୍ଗେଶ୍ୱରର ରହସ୍ୟ ଏବଂ ଲୋକକଥା

ଓଡ଼ିଶା ଭାସ୍କର: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମଧ୍ୟରୁ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅନ୍ୟତମ । ବାଲେଶ୍ୱରର ନୀଳଗିରି ପର୍ବତମାଳାରେ ଅବସ୍ଥିତ ଏହି ଶୈବପୀଠର ଭିନ୍ନ ରହସ୍ୟ ରହିଛି । ୫ଟି ଶିବଲିଙ୍ଗ ଥିବାରୁ…

ଆମେରିକାର ଟପ୍ କରୋନା ଏକ୍ସପଟ ଡାକ୍ତରଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ଟପ୍ କରୋନା ଡାକ୍ତର ଏକ୍ସପଟ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଏନ୍ଥୋନୀ ଫାଉସୀ କରୋନାରେ ସଂକ୍ରମିତ…