Browsing Category
Featured
ଆଇପିଏଲ ମିଡିଆ ରାଇଟ ନିଲାମ ୪୩ ହଜାର କୋଟି ପାର୍, ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ
ମୁମ୍ବାଇ: ଆଗାମୀ ପାଞ୍ଚ ବର୍ଷ ପାଇଁ ଅରଇପିଏଲର ଟିଭି ଓ ଡିଜିଟାଲ ରାଇଟ ହାସଲ ପାଇଁ ବଡ ବଡ ସଂସ୍ଥା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବା ବେଳେ ଇ-ନିଲାମର ପ୍ରଥମ ଦିନରେ ଏହା ୪୩ ହଜାର କୋଟି ଛୁଇଁଛି । ତେବେ ୨୦୧୭ରେ ଏହି…
ରାଶିଫଳ(ସୋମବାର,୧୩ ଜୁନ,୨୦୨୨)
ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…
ନ୍ୟାସନାଲ ହେରାଲ୍ଡ ମାମଲା: ଆଜି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ-ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଚୁକ୍ତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଇଡିରେ ହାଜର ହେବେ । ରାଜନୈତିକ ଉଦ୍ଦେଶ୍ୟ ରଖି ଇଡି ଜରିଆରେ…
ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା ବାଇକ, ଘଟଣାସ୍ଥଳରେ ଚାଲିଗଲା ୩ ଯୁବକଙ୍କ ଜୀବନ
କୁଚିଣ୍ଡା,(ଭାସ୍କର ନ୍ୟୁଜ୍) : କୁଚିଣ୍ଡା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ନିକଟ ଘନସରା ଓ ରବଗାଁ ମଝି ରାସ୍ତାରେ ଏକ ବାଇକ୍ ରାସ୍ତାକଡ଼ ଗଛରେ ପିଟିହେବା ଫଳରେ ସେଥିରେ ବସିଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ଦ୍ୱିତୀୟ ଟି-୨୦ରେ ଭାରତକୁ ଶକ୍ତ ଧକ୍କା, ଦକ୍ଷିଣ ଆଫ୍ରିକାର ଦମ୍ଦାର ବିଜୟ : ଓଡ଼ିଶା କ୍ରିକେଟ ପ୍ରେମୀ ନିରାଶ
କଟକ,(ଭାସ୍କର ନ୍ୟୁଜ୍) : ଓଡ଼ିଶା କ୍ରିକେଟ ପ୍ରେମୀଙ୍କୁ ନିରାଶ କଲା ଟିମ୍ ଇଣ୍ଡିଆ । ରବିବାର ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ କ୍ରିକେଟ ସିରିଜର ଦ୍ୱିତୀୟ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ସୋମବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୩ଟି ଜିଲ୍ଳାରେ କାଳବୈଶାଖୀର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପଞ୍ଜାବରୁ ଏକ ଦୁଃଖଦ ଖବର ଆସିଛି । ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ପିଜିଆଏମଇଆରରେ…
ହ୍ୟାକ ହେଲା ଡିଜିଟାଲ ନ୍ୟୁଜ ଚ୍ୟାନେଲ: ଲାଇଭ ଶୋ’ରେ ଉଡିଲା ପାକିସ୍ତାନୀ ପତାକା
ଆସାମ: ଆସାମର ଏକ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ'ରେ ଦେକିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଶୋ' ମଝିରେ ପାକିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ…
ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରିପାରିବ, କିନ୍ତୁ ମାନିବାକୁ ପଡ଼ିବ ନିର୍ବାଚନ ଆୟୋଗଙ୍କର ଏହିସବୁ…
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ତେବେ ଦେଶର ପ୍ରଥମ ନାଗରିକଙ୍କ ଚୟନ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ରାଷ୍ଟ୍ରପତି…
କଟକରେ କ୍ଲାସେନଙ୍କ କ୍ଲାସିକ ପାଳି: ୪ ୱିକେଟରେ ଆଫ୍ରିକାର ଦ୍ୱିତୀୟ ବିଜୟ
କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦିଲ୍ଲୀର ପରିସ୍ଥିତି ଦେହାରାଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ମଧ ହାତଛଡା କରିଛି ପନ୍ତ ପାୱାର । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦକ୍ଷିଣ…
