
Browsing Category
Featured
ଆଇପିଏଲ ମିଡିଆ ରାଇଟ୍ସ ମୁକାବିଲାରେ ମୁକେଶ ଅମ୍ବାନୀଙ୍କ ବିଜୟ, ସୋନି-ଡିଜନେ୍ ପଡ଼ିଲେ ପଛରେ
ମୁମ୍ବାଇ(ଓଡ଼ିଶା ଭାସ୍କର): ରିଲିଏନ୍ସ ଇଣ୍ଡଷ୍ଟ୍ରୀ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛି। ମୁକେଶ ଅମ୍ବାନୀଙ୍କ ମିଡିଆ ଭେଞ୍ଚର ଡିଜନେ୍ ଏବଂ ସୋନୀଭଳି…
ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ନାଗରିକ କାହିଁକି ଭୋଟ ଦେଇପାରିବେ ନାହିଁ, ଏଥିରେ କାହିଁକି ହୁଏନି ଇଭିଏମର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…
ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଭାରତବର୍ଷରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ଭୋଟରେ ଇଭିଏମ୍ ନୁହେଁ, ବରଂ ବାଲାଟ ପେପରର ବ୍ୟବହାର କରାଯିବ । ତେବେ ଅନେକ ଲୋକ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ବହୁତ…
ଏବେ ଗ୍ରାଜୁଏସନ ପରେ Ph.D କରିପାରିବେ ବିଦ୍ୟାର୍ଥୀ, ଜାଣନ୍ତୁ କେଉଁ ଛାତ୍ରଙ୍କୁ ମିଳିବ ଏହି ସୁଯୋଗ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବର୍ତ୍ତମାନ ଯେଉଁ ବିଦ୍ୟାର୍ଥୀମାନେ ଚାରି ବର୍ଷ ସ୍ନାତକ ସମାପ୍ତ କରିବେ ସେମାନେ ମଧ୍ୟ ପିଏଚଡି ପାଇବାକୁ ଯୋଗ୍ୟ ହେବେ। ଏଥିପାଇଁ ସେମାନଙ୍କୁ ସ୍ନାତକୋତ୍ତରରେ ଅତିକମରେ ୭.୫ CGPA ସ୍କୋର…
୧୮ରୁ ୪୦ ବର୍ଷର ଲୋକଙ୍କ ପାଇଁ ଶାନଦାର ପେନସନ୍ ସ୍କିମ: ୨୧୦ ଟଙ୍କା ନିବେଶ କଲେ ପ୍ରତ୍ୟେକ ମାସରେ ପାଇବେ ୫ ହଜାର
ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ମାନ ପ୍ରଣୟନ କରିଥାନ୍ତି । ଅଧିକାଂଶ ଲୋକ ସରକାରଙ୍କର ଅନେକ ଲୋଭନୀୟ ଯୋଜନା ବିଷୟରେ ଅଜ୍ଞାତ ଥାଆନ୍ତି । ଏଭଳି ଏକ ଯୋଜନାରେ ଆପଣ ୬୦…
ଆପଣଙ୍କର ଶରୀରର ତାପମାତ୍ରା ଠାରୁ ମସ୍ତିଷ୍କର ତାପମାତ୍ରା ବହୁତ ଅଧିକ, ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ
ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷର ଶରୀରର ସାମାନ୍ୟ ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ସେଲସିୟସ୍ (ସି) ବା ୯୮.୬ ଡିଗ୍ରୀ ଫାରେନହାଇଟ୍ (ଏଫ) ହୋଇଥାଏ । ମାତ୍ର ଏହି ତାପମାତ୍ରା ମଣିଷର ମସ୍ତିଷ୍କର ନୁହେଁ । ତେବେ ମଣିଷର…
ଶୁଟିଂ ସମୟରେ ବଢିଗଲା ଦୀପିକାଙ୍କ ହାର୍ଟବିଟ୍, ହସପିଟାଲ୍ରେ ଭର୍ତ୍ତି
ହାଇଦ୍ରାବାଦ୍(ଓଡ଼ିଶା ଭାସ୍କର): ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଜଡ଼ିତ ଏକ ବଡ଼ ଖବର ଆସିଛି। ଶୁଟିଂ ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲ୍ ନିଆଯାଇଛି।…
ଦ୍ୱିତୀୟ ଦିନରେ ରାହୁଲଙ୍କୁ ଇଡିର ଜେରା, ସେପଟେ ବିଜେପି କହିଲା କଂଗ୍ରେସ ନେତା ପ୍ରଥମେ ଦୁର୍ନିତି କରୁଛନ୍ତି ପୁଣି ଡ୍ରାମା କରୁଛନ୍ତି
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ସୋମବାର ରାହୁଲଙ୍କ ପ୍ରାୟ…
କାହିଁକି ବିଳମ୍ବ ହେଉଛି ଅପରେସନ, ଏହା ପଛର କାରଣ କଣ, ରାହୁଲକୁ ନେଇ ବଢ଼ୁଛି ଆଶଙ୍କା
ନୂଆଦିଲ୍ଲୀ: ୮୦ ଫୁଟର ବୋରୱେଲରେ ଖସି ପଡ଼ିଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ରାହୁଲକୁ ନେଇ ଆଶଙ୍କା ହଟିନାହିଁ । ଗତକାଲି ରାହୁଲ ନିକଟରେ ପହଞ୍ଚିବାକୁ ମାତ୍ର ୬ ଫୁଟ ଦୂରତା ରହିଥିବା କୁହାଯାଉଥିଲା । ମାତ୍ର ଇତିମଧ୍ୟରେ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୩ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ଦେଶର ୫୦୦ ୱେବସାଇଟ୍ ଉପରେ ସାଇବର ଆଟାକ୍, ମାଲେସିଆ ଏବଂ ଇଣ୍ଡୋନେସିଆ ହ୍ୟାକରଙ୍କ ଉପରେ ସନ୍ଦେହ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ୍ ପରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଲାଗି ରହିଛି । ଏହାରି ପରେ ହ୍ୟାକର୍ମାନେ ଅନେକ ୱେବସାଇଟ୍ ହ୍ୟାକ୍ କରି ଏହା ପ୍ରତିଶୋଧ…