
Browsing Category
Featured
ଗାଡ଼ି ଚାଳକମାନେ ହୋଇଯାଆନ୍ତୁ ସାବଧାନ, ଖୁବଶୀଘ୍ର ରାଜରାସ୍ତାରେ କାର୍ଯ୍ୟକାରୀ ହେବ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ । ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ଖସି ପାରିବେ ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି…
ବରଫ ଝଡର ସାମନା କରି ହାମ୍ପତା ପାସ ଆରୋହଣ କଲେ ୨୪ ଓଡିଆ
ନୂଆଦିଲ୍ଲୀ: ହାଡ ଭଙ୍ଗା ଶୀତ ସହିତ ବରଫ ଝଡ । ତା ଉପରେ ମାଇନସ ୫ଡିଗ୍ରୀରୁ ମାଇନସ ୧୦ଡିଗ୍ରୀ ସେଲସିୟସ ତାପମାତ୍ରାର ପାରଦ । ଏତେ ସବୁ ଅସୁବିଧାର ଆରପାରିରେ ରହିଛି ସେମାନଙ୍କର ଲକ୍ଷ୍ୟ, ହାମ୍ପତା ପାସ ପାହାଡ । ଯାହାର…
ଚଳିତ ବର୍ଷ ଜମିବ କଟକର ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲାପାଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକର ଐତିହାସିକ ବାଲିଯାତ୍ରା କଥା ପଡ଼ିଲେ ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ନାଚିଉଠେ । ବାଲିଯାତ୍ରାକୁ ଯିଏ ଥରେ ଯାଇଛି ସିଏ ଜାଣିଛି ତା’ର ଅସଲ ମଜା । ତେବେ କୋଭିଡ-୧୯ କାରଣରୁ ଗତ…
ଆଉ କିଛି ଘଣ୍ଟା ପରେ ଉଦ୍ଧାର ହେବ ରାହୁଲ: ୪ ଦିନ ଧରି ୮୦ ଫୁଟର ବୋରୱେଲରେ ଫସି ରହିଛି ୧୦ ବର୍ଷର ବାଳକ
ନୂଆଦିଲ୍ଲୀ: ୮୦ ଫୁଟର ବୋରୱେଲରେ ଖସି ପଡ଼ିଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ରାହୁଲକୁ ନେଇ ଆଶ୍ୱସ୍ତିକର ଖବର ଆସିଛି । ଇତିମଧ୍ୟରେ ପ୍ରଶାସନ ପକ୍ଷରୁ ସ୍ପେଶାଲ ଅପରେସନ ଆରମ୍ଭ କରାଯାଇଛି । ତେବେ ରେସକ୍ୟୁ ଟିମ୍ ରାହୁଲ…
ରାସ୍ତା ମଝିରେ ହଠାତ ହେଲା ଟଙ୍କାବର୍ଷା, ଉଡିଲା ୫୦୦ ଟଙ୍କିଆ ନୋଟ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ପ୍ରାୟତଃ ବାହାଘର କିମ୍ବା କୌଣସି ପାର୍ଟିରେ ଟଙ୍କା ଉଡାଇବାର ଦୃଶ୍ୟ ଆପଣମାନେ ଦେଖିଥିବେ । ତେବେ ସେମାନେ ଅଧିକାଂଶ ୧୦,୨୦ କିମ୍ବା ୫୦ ବା ୧୦୦ ଟଙ୍କିଆ ନୋଟ ହିଁ ଫିଙ୍ଗିଥାନ୍ତି । କିନ୍ତୁ ଥରେ ଚିନ୍ତା…
ସୁଦାନରେ ଜାତୀୟ ହିଂସାର ଭୟାନକ ପରିସ୍ଥିତି: ସପ୍ତାହକ ମଧ୍ୟରେ ୧୦୦ ଜଣଙ୍କ ମୃତ୍ୟୁ, ନିଆଁରେ ଜଳିଗଲେ ୬୨ ଜଣ
ନୂଆଦିଲ୍ଲୀ: ସୁଦାନରୁ ଏକ ଭୟଙ୍କର ଖବର ଆସିଛି । ଦେଶରେ ହିଂସା ଲାଗି ରହିଥିବା ବେଳେ ଏହାଦ୍ୱାରା ସେଠାକାର ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି । ଗତ ସପ୍ତାହରେ ଜାତୀୟ ହିଂସାରେ ପାଖାପାଖି ୧୦୦ ଜଣ ଲୋକ ପ୍ରାଣ…
ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ପାଇଲେ ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ
ନୂଆଦିଲ୍ଲୀ: ସଂକଟ ସମୟରେ ଦମଦାର ପାଳି ପାଇଁ ସୁନ୍ଦର ଉପହାର ପାଇଛନ୍ତି ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ । ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ପ୍ଲେୟର ଅଫ ଦ ମନ୍ଥ ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
୧୭ରୁ ୧୮ ତାରିଖ ଭିତରେ ୟୁପିରେ ପାଦ ରଖିବ ମୌସୁମୀ ବାୟୁ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । କିନ୍ତୁ କିଛି ଦିନ ମଧ୍ୟରେ ଏହି ପାଣିପାଗରେ ପରିବର୍ତ୍ତନ ଆସିବାକୁ ଯାଉଛି । ଖୁବଶୀଘ୍ର ୟୁପିରେ ହେବାକୁ ଯାଉଛି ମୌସୁମୀର ଏଣ୍ଟ୍ରି । ବିହାରର…
ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଯାହାକୁ ପାଇଲା ତାକୁ ହାଣିଲା!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ…