Browsing Category
Featured
ଆଜିଠାରୁ ବଣ୍ଟାଯିବ ମାଗଣା ରାସନ: ୩ କିଲୋ ଗହମ ଓ ୨ କିଲୋ ଚାଉଳ ପାଇଁ ନିର୍ଦ୍ଦେଶ
ଲଖନଉ: ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନା ଅଧିନରେ ଏପ୍ରିଲ ୨ରୁ ଏପ୍ରିଲ୧୦ ପର୍ଯ୍ୟନ୍ତ ରାସନ ବଣ୍ଟାଯିବ । ରାସନ କାର୍ଡଧାରୀଙ୍କୁ ପୋର୍ଟେବିଲିଟି ଅଧୀନରେ ରାସନ ପାଇବା ପାଇଁ ସୁବିଧା ରହିବ ଏବଂ ପୋର୍ଟେବିଲିଟି…
ଓସ୍କାର ମଞ୍ଚରେ ଚାପୁଡା ଘଟଣା: ଇସ୍ତଫା ଦେଲେ ୱିଲ ସ୍ମିଥ୍, କହିଲେ ଏମିତି
ନୂଆଦିଲ୍ଲୀ: ଓସ୍କାର ମଞ୍ଚ ଉପରେ ଶୋର ଆଙ୍କରଙ୍କୁ ଚାପୁଡା ମାରିବା ଘଟଣାକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତା ୱିଲ ସ୍ମିଥ୍ । ଆଙ୍କର କ୍ରିସ୍ ରକଙ୍କୁ ଚାପୁଡା ମାରିବା କାରଣରୁ ସ୍ମିଥ୍ ଓସ୍କାର ଏକାଡେମୀର ସଦସ୍ୟ ପଦରୁ…
ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ: ଭାରତର ଜିଏସ୍ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍ ରେଫରି ଦାୟିତ୍ବ
ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି…
ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳ ଉତ୍ତରଦାୟୀ ରହିବେ, ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସଡ଼କ ଦୁର୍ଘଟଣା ପାଇଁ ଏଣିକି ଜିଲ୍ଲାପାଳମାନେ ଉତ୍ତରଦାୟୀ ରହିବେ । ଜିଲ୍ଲାର ସଡ଼କ ଦୁର୍ଘଟଣାଗୁଡ଼ିକର ତଦାରଖ କରିବେ ଜିଲ୍ଲାପାଳ । ଓଡ଼ିଶା ସମେତ ଅନ୍ୟ ସମସ୍ତ…
ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ବ୍ରାଭୋ, ଆଇପିଏଲ୍ରେ ସର୍ବାଧିକ ୱିକେଟ ହାସଲ କଲେ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ସର୍ବାଧିକ ୱିକେଟ ହାସଲ କରିଥିବା ଶ୍ରୀଲଙ୍କାର ପୂର୍ବତନ ପେସ୍ ବୋଲର ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିଲେ ଡ୍ୱାନେ ବ୍ରାଭୋ । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ…
ଶ୍ରୀଲଙ୍କାରେ ଅବସ୍ଥା ଗମ୍ଭୀର: ରାଷ୍ଟ୍ରପତି ଘୋଷଣା କଲେ ଜରୁରୀକାଳୀନ ପରିସ୍ଥିତି
ନୂଆଦିଲ୍ଲୀ: ସ୍ୱାଧରନତା ପରଠାରୁ ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲଗାତାର ହେଉଥିବା ଆନ୍ଦୋଳନ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି…
ଆଜିଠୁ ଆରମ୍ଭ ହେଲା ଚୈତ୍ର ନବରାତ୍ରି: ଏହି ସବୁ ପ୍ରସାଦ ଲଗାଇଲେ ପ୍ରସନ୍ନ ହେବେ ମା’ ଦୁର୍ଗା
ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଚୈତ୍ର ନବରାତ୍ରୀ । ହିନ୍ଦୁ ନବବର୍ଷର ପ୍ରାରମ୍ଭ ଅନୁସାରେ ଏହି ପର୍ବ ବେଶ ଗୁରୁତ୍ୱ ବହନ କରିଥାଏ । ବିଭିନ୍ନ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ମଧ୍ୟ ପରିଲକ୍ଷିତ ହେଉଛି ।…
ଖୋଲିଲା ଦୁନିଆର ସବୁଠୁ ଲମ୍ୱା ଝୁଲନ୍ତା ପୋଲ, ଦୁଇଟି ମହାଦେଶ ସହ ସଂଯୋଗ କରୁଛି ବ୍ରିଜ
ନୂଆଦିଲ୍ଲୀ: ଏବେ ଦୁନିଆର ସବୁଠାରୁ ଲମ୍ୱା ସସ୍ପେନ୍ସ ବ୍ରିଜ ସାଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆର କମ୍ପାନୀ…
ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ
ବାଲିପାଟଣା, (ଭାସ୍କର ନ୍ୟୁଜ୍) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…
ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ଦର ଯୋଗୁଁ ଲୋକମାନେ ଚିନ୍ତାରେ ପଡିଛନ୍ତି । ତେଲ ଦର କମିବାର ନାଁ ନେଉନାହିଁ । ଭାରତୀୟ ତୈଳ କମ୍ପାନୀଗୁଡ଼ିକ କେବଳ ୧ ଏପ୍ରିଲକୁ ବାଦ୍ ଦେଇ ଆଜି ପୁଣି ରେଟ୍…