fbpx
Browsing Category

Featured

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କଲା କ୍ରାଇମବ୍ରାଞ୍ଚ, ଆସିଲା ବଡ଼ ତଥ୍ୟ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଆହୁରି ବଢ଼ିପାରେ । ଏବେ ମୁମ୍ବାଇ କ୍ରାଇମବ୍ରାଞ୍ଚର ନଜରରେ ରହିଛି ପଞ୍ଜାବ ନ୍ୟାସନାଲ…

ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହେଲେ କଂଗ୍ରେସ ଓ ଟିଏମସି, ଏବେ ଜମିବ ଖେଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଥିବା ଅହି ନକୁଳ ସମ୍ପର୍କ ବିଷୟରେ କାହାକୁ ବା ଅଜଣା । ତେବେ ମମତା ଦିଲ୍ଲୀ ରାଜନୀତିରେ ପ୍ରବେଶ ନେଇ ପୂର୍ବରୁ ବହୁବାର ଚର୍ଚ୍ଚା ହେଉଥିଲା…

ହଜିଯାଇଛି କି ଭୋଟର ଆଇଡି କାର୍ଡ ? ମାତ୍ର ୧ ମିନିଟରେ ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ଭୋଟର ଆଇଡି କାର୍ଡ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯଦି ଆପଣଙ୍କ କାର୍ଡ ହଜିଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆପଣ ଏହି କାର୍ଡକୁ ପୁଣି ଥରେ ଡାଉନଲୋଡ କରିପାରିବେ ।…

ଏଣିକି ପୁରୀରେ ୨୪ ଘଣ୍ଟା ମିଳିବ ଟ୍ୟାପ୍ ପାଣି

ପୁରୀ(ଓଡ଼ିଶା ଭାସ୍କର): ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ । ପୁରୀବାସୀଙ୍କୁ ସିଧାସଳଖ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏଣିକି ୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ…

Reliance Jio ଲଞ୍ଚ କଲା ଶାନଦାର ପ୍ଲାନ୍, ୩୬୫ ଦିନ ପର୍ଯ୍ୟନ୍ତ ଦୈନିକ ୩ GB ଡାଟା ଓ ମାଗଣା କଲିଂ

ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟର ଚାହିଦା ବହୁତ ବଢ଼ିଯାଇଥିବାରୁ ସମସ୍ତେ ଅଧିକାଂଶ ସମୟରେ ଶସ୍ତା ପ୍ଲାନ ଖୋଜିଥାନ୍ତି । ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଶାନଦାନ ଅଫର ଆସିଯାଇଛି…

ଶ୍ରାବଣ ମାସର ପ୍ରଥମ ସୋମବାରର କ’ଣ ରହିଛି ମହତ୍ତ୍ୱ? ଜାଣନ୍ତୁ ପୂଜାବିଧି

ପୂରା ଶବଚ୍ଚ ମାସ ଜପ, ତପ ଓ ଧ୍ୟାନ ପାଇଁ ଉତ୍ତମ ହୋଇଥାଏ, କିନ୍ତୁ ଏହାର ସୋମବାରର ବିଶେଷ ମହତ୍ତ୍ୱ ରହିଛି । ସୋମବାର ଦିନ ଚନ୍ଦ୍ର ଗ୍ରହର ଦିନ ହୋଇଥାଏ ଓ ଚନ୍ଦ୍ରର ନିୟନ୍ତ୍ରକ ହୋଇଥାନ୍ତି ଭଗବାନ ଶିବ । ଏହି ଦିନ ପୂଜା…

କାଜାଖସ୍ତାନକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ଚତୁର୍ଥ ଦିବସରେ ଭାରତ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି । ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କାଜାଖସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳରେ…

ଓଡ଼ିଶାରୁ ୬୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ ଗଲା ୪୨ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ହାଇଦରକୁ କାହିଁକି ହେଲା ଏନକାଉଣ୍ଟର? ଜାଣନ୍ତୁ ଏହା ପୂର୍ବରୁ ସେ କ’ଣ କହିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କାହିଁକି ଏନକାଉଣ୍ଟର କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ଖୁଲାସା କରିଛନ୍ତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…