Browsing Category

Featured

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ପାଇଁ ବଢ଼ିବ ଟେନସନ! ରାଜସ୍ଥାନ କଂଗ୍ରେସରେ ଜାରି ରହିଛି ଅର୍ନ୍ତକନ୍ଦଳ

ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ସେପଟେ କିନ୍ତୁ ରାଜ୍ୟର କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି…

‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଦର୍ଶନୀ ଦେଖି ହେଲେ ବିମୋହିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର…

ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଏବଂ ଲାପଟପ୍ ବ୍ୟବହାର କଲେ ପୁରୁଷଙ୍କଠାରେ ବଢୁଛି ଶକ୍ତିହୀନତା

ଅନେକ ବିବାହିତ ପୁରୁଷ ସେମାନଙ୍କର ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି କାରଣ ଅଳ୍ପ ବୟସରେ ସେମାନେ ଶକ୍ତିହୀନତାର ଶିକାର ହୁଅନ୍ତି, ଯେଉଁଥିପାଇଁ ସେମାନଙ୍କୁ ପିତା ହେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଏପରି…

କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ

ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ…

ରୋକିପାରିଲାନି ବନ୍ୟା, ଡଙ୍ଗାରେ ଗାଁରେ ପହଞ୍ଚିଲେ, କାଦୁଅ ପଶି ଲୋକଙ୍କ ସମସ୍ୟା ଶୁଣିଲେ IAS ଅଧିକାରୀ

ଆସାମ: ବହୁତ୍ କମ୍ ଦେଖିବାକୁ ମିଳେ କି ଜଣେ ଆଇଏଏସ ଅଫିସର ନିଜର କର୍ତ୍ତବ୍ୟ ଆଗରେ କୌଣସି ବି ପରିସ୍ଥିତିକୁ ସାମ୍ନା କରିବାକୁ ଆଗେଇ ଅସିବେ। ଏବେ ଆସାମରେ ବନ୍ୟା ଓ ଭୂସ୍ଖଳନ ହେତୁ ସେଠାକାର ଲୋକଙ୍କ ଜୀବନ ଖରାପ…

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy M13 ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସୀ ଏମ ୧୩ କୁ ଭାରତରେ ଲଞ୍ଚ କରିଛି । ଏହି ନୂଆ ଫୋନ୍ ସାମସଙ୍ଗ ଏମ ୧୨ ର ଅପଗ୍ରେଡ ଭର୍ଜନ । ଗାଲାକ୍ସୀ ଏମ ୧୩ ରେ ଅକ୍ଟାକୋର ଏକ୍ସିନୋସ୍ ଚିପସେଟ୍…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଗୌହାଟୀ: ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ…

ଓଡ଼ିଶାରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ମୂଲ୍ୟ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩,୬୦ ଟଙ୍କା ରେକର୍ଡ ହୋଇଥିବା ବେଳେ ଡିଜେଲ ମୂଲ୍ୟ ୯୫.୧୫ ଟଙ୍କା ରହିଛି । ଏହା ପୁର୍ବରୁ…

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାଇରାଲ କଲେ ଅନୁଭବ, କୋର୍ଟରେ ପହଞ୍ଚିଲେ ବର୍ଷା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ବିବାଦ ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭୁିନେତ୍ରୀ ବର୍ଷା ପ୍ରିୟଦର୍ଶିିନି । ସାମାଜିକ ଗଣମାଧ୍ୟମରେ…

ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା, ଟ୍ରାନ୍ସଫର ହେଲେ IAS ଦମ୍ପତି

ନୂଆଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ…