
Browsing Category
Featured
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ରାଜନୀତିରେ ଯୋଗଦେବେ କି ଅଦାନୀ: ଆରମ୍ଭ ହେଲା ଜୋରଦାର ଚର୍ଚ୍ଚା, ଜାଣନ୍ତୁ ଏନେଇ କ’ଣ କହିଲେ ଗୌତମ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀ ବ୍ୟକ୍ତି ଗୌତମ ଅଦାନୀ ରାଜନୀତିରେ ଏଣ୍ଟ୍ରି ମାରିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି । ଅଦାନୀ ପରିବାରର କୌଣସି ସଦସ୍ୟଙ୍କୁ ରାଜ୍ୟସଭା ପଠାଯିବ ବୋଲି କିଛି ମହଲରେ ଆଲୋଚନା…
ଅକ୍ଷୟ କୁମାର ଦ୍ୱିତୀୟ ଥର କୋଭିଡ୍ ପଜିଟିଭ୍: ମିସ୍ କରିବେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍
ନୂଆଦିଲ୍ଲୀ:ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଗତ ବର୍ଷ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିବା ଅକ୍ଷୟ ଆଉଥରେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍…
ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା: ରାଜ୍ୟର ହୋଟେଲ, ଶିକ୍ଷାନୁଷ୍ଠାନ, ସିନେମା ହଲ, ହସ୍ପିଟାଲ ଆଦିରେ ଆରମ୍ଭ ହେବ ଯାଞ୍ଚ ପ୍ରକିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳଷ୍ଟେସନ ନିକଟରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୯ ଜଣ ନିଖୋଜ, ବହୁ ଆହତ ହୋଇଥିବା ବେଳେ ୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ତେବେ ରାଷ୍ଟ୍ରୀୟ…
କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ: ଦୁଇ ଥର ଜିତିଛନ୍ତି ବିଶ୍ୱକପ୍
ନୂଆଦିଲ୍ଳୀ: ଶେନ୍ ୱାର୍ଣ୍ଣ ଏବଂ ରଡ୍ ମାର୍ଶଙ୍କ ପରେ ପ୍ରାଣ ହରାଇଛନ୍ତି ଆଉ ଜଣେ କ୍ରିକେଟର । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । ଶନିବାର ବିଳମ୍ବିତ ରାତିରେ…
ଆସନ୍ତା ଜୁଲାଇରେ B.Ed ପ୍ରବେଶିକା ପରୀକ୍ଷା, OSSBକୁ ଉଚ୍ଚଶିକ୍ଷା ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସରେ ୨୦୨୨-୨୪ ଶିକ୍ଷାବର୍ଷ ପାଇଁ ବିଏଡ, ବିଏଚଏଡ ଓ ଏମଏଡ ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଷ୍ଟେଟ ସିଲେକ୍ସନ ବୋର୍ଡ…
ତାଲିବାନୀର ନୂଆ ନିୟମ: ଏକାଠି ଭୋଜନ କରିପାରିବେନି ସ୍ୱାମୀ-ସ୍ତ୍ରୀ, ଅଲଗା ଅଲଗା ଦିନ ଯିବେ ପାର୍କ
ହେରାତ୍ : ଆଫଗାନିସ୍ତାନର ପଶ୍ଚିମ ହେରାତ ପ୍ରାନ୍ତରରେ ଲିଙ୍ଗଗତ ଭେଦଭାବକୁ ନେଇ ତାଲିବାନ୍ ଏକ ନୂଆ ଯୋଜନା ଲାଗୁ କରିଛି । ଏହି ନିୟମ ଅନୁଯାୟୀ ଫ୍ୟାମିଲି ରେଷ୍ଟୁରାଣ୍ଟରେ ପରିବାର ସଦସ୍ୟଙ୍କ ସହ ପୁରୁଷମାନେ ଭୋଜନ…
୧୫ଥର ଟାଇଟଲ ବିଜେତା ଚୀନକୁ ହରାଇ କୋରିଆ, ୧୨ ବର୍ଷ ପରେ ହାସଲ କଲା ଉବର କପ୍ ଚାମ୍ପିଅନ
ବ୍ୟାକଂକ(ଥାଇଲାଣ୍ଡ): ଦକ୍ଷିଣ କୋରିଆ ଜିତିଲା ସମ୍ମାନ ଜନକ ମହିଳା ଟିମ ଚାମ୍ପିଅନଶି୍ ଉବର କପ ବ୍ୟାଡମିଣ୍ଟନ ଟାଇଟଲ । ଶନିବାର ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗତ ଥରର ଚାମ୍ପିଅନ୍ ତଥା ୧୫ଥର ଟାଇଟଲ ବିଜେତା ଚୀନକୁ…
ମୋବାଇଲ ଗେମ୍ ହେଲା କାଳ, ରୁମ୍ ଭିତରୁ ଉଦ୍ଧାର ହେଲା ଯୁକ୍ତ ୩ରେ ପଢ଼ୁ୍ଥିବା ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଜଗତସିଂହପୁର(ଭାସ୍କର ନ୍ୟୁଜ) : ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀ ରେ ଯୁକ୍ତ ତିନି ବର୍ଷର ଛାତ୍ର ର ଆତ୍ମହତ୍ୟା । ସୂଚନା ମୁତାବକ ଜୟବଡ଼ ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ…
ଫେସବୁକ୍ରୁ ପ୍ରେମ,ଶାରୀରିକ ସମ୍ପର୍କ ପରେ ପ୍ରତାରଣା: ଥାନାରେ ଏତଲା ଦେଲେ ପ୍ରେମିକା…
କରଞ୍ଜିଆ, (ଭାସ୍କର ନ୍ୟୁଜ୍) : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗଇଲି ଗ୍ରାମର ପ୍ରିୟରଞ୍ଜନ ବେହେରା ଛତିଶଗଡ଼ ରାଜ୍ୟର ଭିଲାଇ ଅଞ୍ଚଳର ଯୁବତୀଙ୍କ ସହିତ ୨୦୧୮ମସିହାରେ ପ୍ରଥମେ ଫେସବୁକରୁ ସମ୍ପର୍କ ସ୍ଥାପନ…