Browsing Category

Featured

ଟିଭି ବିତର୍କରେ ଉପସ୍ଥାପନ କରାଯାଉଛି ପ୍ରମାଣ: କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ, ମିଡିଆ ଓ ପୋଲିସକୁ କଡା ଚେତାବନୀ

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକରେ ବଡ ବଡ ସମ୍ବେଦନଶୀଳ ମାମଲାରେ ବିତର୍କ ହୋଇଥାଏ। ଆଉ ଚ୍ୟାନେଲ ଠୋସ୍ ପ୍ରମାଣ ଦେଖାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥାନ୍ତି। ତେବେ ଅପରାଧିକ ମାମଲାରେ ପ୍ରମାଣକୁ ଟିଭି ଚ୍ୟାନେଲରେ…

ଦୋକାନରେ ହେଲା ବିସ୍ଫୋରଣ: ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଯାଇଛି ଏକ ଅଘଟଣ । ଏକ ଦୋକାନରେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇ ପଡିଛନ୍ତି । ଧାମରା ବଜାରରେ ଥିବା ଏକ କବାଡିଆ ଦୋକାନରେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା । ଏକ…

୮ ମାସ ପର୍ଯ୍ୟନ୍ତ ୮୦ ଜଣ କଲେ ବଳାତ୍କାର: ପୀଡିତା ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରୁ ଆସିଛି ଏକ ଛାତିଥରା ହୃଦୟ ବିଦାରକ ଘଟଣା । ଜଣେ ନାବାଳିକାଙ୍କୁ ୮୦ ଜଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ଗଟଣା ଗୋଯିଏ ଦିନର ନୁହେଁ, ଦୀର୍ଘ ୮ ମାସ ଧରି ନାବାଳିକାକୁ…

ଜଳୁଛି ସୋନପୁର ସହର, ରାଜ୍ୟର ସବୁଠୁ ଅଧିକ ତାପମାତ୍ରାରେ ଛଟପଟ ହେଉଛନ୍ତି ଲୋକେ

ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଆସନ୍ତା ଦୁଇ ତିନିଦିନ ରାଜ୍ୟରେ ତାପମାତ୍ରା ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…

କମିଶନରେଟ ପୋଲିସରେ ଅଦଳବଦଳ: ବଦଳି ତାଲିକାରେ ସାମିଲ ରହିଛି ଜଣେ ଏସିପିଙ୍କ ନାଁ

ଭୁବନେଶ୍ୱର: ଓଡିଶା କମିଶନରେଟ ପୋଲିସରେ ହୋଇଛି ଏକ ବଡ ଅଦଳବଦଳ । ସବଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରଙ୍କ ସମେତ ଜଣେ ଏସିପିଙ୍କୁ ମଧ୍ୟ ଏହି ବଦଳି ତାଲିକାରେ ସାମିଲ କରାଯାଇଛି । ଏସିପି ସତ୍ୟରଞ୍ଜନ ମଲ୍ଲିକଙ୍କୁ କଟକ…

ମୁଦ୍ରାସ୍ଫୀତି ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବୟାନ, ସରକାରଙ୍କୁ ରକ୍ଷା କରିବାକୁ କହିଲେ ଏମିତି କଥା

ଦେଶରେ ବଢୁଥିବା ଦରଦାମ ସାଧାରଣ ଲୋକଙ୍କୁ ଅସହାୟ କରିଦେଲାଣି । ପେଟ୍ରୋଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସ୍ ର ବଢୁଥିବା ଦର ମଧ୍ୟରେ ଦେଶର ମଧ୍ୟମ ବର୍ଗର ଜନତା ପେଶି ହୋଇଗଲେଣି । ଏଭଳି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା…

ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଝଟକା: ଦଳରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣି ଲାଗିଛି କରୋନାର କଳା ନଜର । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ଦାଉ ସାଧିଛି । ଜଣକ ପରେ ଜଣେ ଏହି ମହାମାରୀର କବଳରେ ଫସି ଚାଲିଛନ୍ତି । ଏବେ ଦଳର ଆଉ ଜଣେ…

ଓପିଏସସି ଆଣିଛି ନିଯୁକ୍ତି ସୁଯୋଗ: ସହକାରୀ ନିର୍ଦ୍ଦେଶକ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମିଳିବ ୧,୪୨,୪୦୦ ପର୍ଯ୍ୟନ୍ତ ଦରମା

ସରକାରୀ ଚାକରି ସନ୍ଧାନରେ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସସି) । କମିଶନ ପକ୍ଷରୁ ଜାରି ହୋଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ ଟେକ୍ସଟାଇଲ ସହକାରୀ…

ରାଜଧାନୀରେ କୋକେନ ସହ ବ୍ୟବସାୟୀ ଗିରଫ ଘଟଣା: କ୍ରାଇମବ୍ରାଞ୍ଚକୁ ମିଳିଲା ନୂଆ ସୁରାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨୦୨ ଗ୍ରାମର ବ୍ରାଉନସୁଗାର ସହିତ ୨ ମାଫିଆଙ୍କୁ ଗିରଫ ଘଟଣାରେ ଆସିଛି ନୂଆ ମୋଡ । ଏହି ଦୁଇ ମାଫିଆଙ୍କ ବିଦେଶୀ ଲିଙ୍କ ଥିବା ନେଇ ସୂଚନା ମିଳିଛି । ବ୍ରାଉନ ସୁଗାର ସହ ମାଫିଆ ରବି…

ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ହିଂସାର ପ୍ରଭାବ: ଲାଉଡସ୍ପିକର ବଜାଇବା ଉପରେ ଲାଗିଲା ରୋକ

ମଥୁରା: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀରେ ପଡିଛି ଲୋକଙ୍କ ମଧ୍ୟରେ ଚାଲିଥିବା ହିଂସାର ପ୍ରଭାବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପିଲ ପରେ ଶ୍ରକୃଷ୍ଣଙ୍କ ଜନ୍ମସ୍ଥାନରେ ଲାଉଡ ସ୍ପିକର ବଜାଇବା ଉପରେ ରୋକ…