Browsing Category

Featured

ଆଜି ପୁଣି କନିଆ ହେବେ IAS ଟିନା ଡାବି: ଏପରି ହୋଇଥିଲା ପ୍ରଦୀପ ଗୱାଣ୍ଡେଙ୍କ ସହ ଭେଟ

ନୂଆଦିଲ୍ଲୀ: ୟୁପିଏସସି ଟପ୍ପର ଟିନା ଡାବି ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଆଇଏଏସ୍ ଟିନା ଆଇଏଏସ ପ୍ରଦୀପ ଗୱାଣ୍ଡେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଟିନା ଡାବି ହେଉଛନ୍ତି ୨୦୧୬ ର ୟୁପିଏସସି…

କୁଡ଼ିଆ ଘରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ: ମୃତକଙ୍କ ମଧ୍ୟରେ ରହିଛନ୍ତି ୫ ଶିଶୁ

ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଲୁଧିଆନାରେ । ଯେଉଁଠାରେ ନିଆଁ ଲାଗି ୫ ଶିଶୁଙ୍କ ସହ ବାପା ମା’ଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି…

ପିଏମ୍ କିଷାନର ୧୧ତମ କିସ୍ତିକୁ ନେଇ ଆସିଲା ବଡ଼ ଖବର: ଷ୍ଟାଟସରେ ଏହି ମେସେଜ୍ ଦେଖିଲ ଟଙ୍କା ମିଳିବା ସୁନିଶ୍ଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏହି ଯୋଜନାରେ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏକାଦଶ କିସ୍ତିର ଟଙ୍କା ଏପ୍ରିଲରୁ…

ବିନା ଡ୍ରାଇଭରରେ ପାର୍କିଂରୁ ବାହାରି ନଦୀରେ ଖସିପଡ଼ିଲା କାର୍, ସାମ୍ନାକୁ ଆସିଲା Video

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରୋମାଞ୍ଚକର ଓ ମନୋରଞ୍ଜନ ଭିଡିଓ ସାମ୍ନାକୁ ଆସୁଛି । ଏଥିରୁ କିଛି ଭିଡିଓ ଭାଇରାଲ ହେଉଛି ତ ଆଉ କିଛି ଭିଡିଓ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ନିକଟରେ ଏପରି ଏକ ଭିଡିଓ…

ଜାହାଙ୍ଗୀରପୁରୀ ହିଂସା ମାମଲାରେ ବୁଲଡୋଜରର ଏଣ୍ଟ୍ରି: ଭାଙ୍ଗିବ ଶହ ଶହ ଅବୈଧ ନିର୍ମାଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ରେ ହନୁମାନ ଜୟନ୍ତୀ ଦିନରେ ହୋଇଥିବା ହିଂସା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ଜାହାଙ୍ଗୀରପୁରୀରେ ଏମସିଡି ଦ୍ୱାରା ନିର୍ମାଣ ହୋଇଥିବା ଅବୈଧ…

ଟିକାକରଣ ପରେ ବି ରହିଛି ଓମିକ୍ରନର ବିପଦ: ନୂଆ ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ : କରୋନାର ଡେଲଟା ଭାରିଆଣ୍ଟର ଶିକାର ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତିଠାରେ ବି ରହିଛି ଓମିକ୍ରନ ବିପଦ । କାରଣ ସଂକ୍ରମଣ ଓ ଟିକାକରଣ ପରେ ବି ଓମିକ୍ରନ ଶରୀରର ପ୍ରତିରୋଧ ଶକ୍ତି ଉପରେ ଭାରି ପଡ଼ିପାରେ ।…

ଏସିଆନ ରେସଲିଂ ଚାମ୍ପିଅନସି: ଭାରତକୁ ମିଳିଲା ୩ ବ୍ରୋଞ୍ଜ ପଦକ

ଉଲାନବାତାର(ମଙ୍ଗୋଲିଆ): ଭାରତୀୟ ଗ୍ରୀସୋ ରୋମାନ ରେସଲର ମାନେ ଏଠାରେ ଚାଲିଥିବା ଏସିଆନ ରେସଲିଂ ଚାମ୍ପିଅନଶି ରେ ହାସଲ କରିଛନ୍ତି ୩ ବ୍ରୋଞ୍ଜ ପଦକ । ଭାରତର ୫ ଜଣ ରେସଲର ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା…

ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି, ରାଜସ୍ଥାନ ବିଜେପିରେ ଦେଖାଦେଲା ଫାଟ : ନଡ୍ଡାଙ୍କ ବୈଠକରେ ଯୋଗ ଦେଲେନାହିଁ ବସୁନ୍ଧରା

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ମାତ୍ର ଏକ ବର୍ଷ ବାକି ଥିବାବେଳେ ଏହା ପୂର୍ବରୁ ବିଜେପିରେ ଦେଖାଦେଇଛି ଫାଟ । ଦଳରେ ଥିବା ମତଭେଦକୁ ଦୂର କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି…

ଆଇଏମଏଫର ଆକଳନ, ୨୦୨୨-୨୩ ଆର୍ଥିକ ବର୍ଷରେ କମିବ ଭାରତର ଜିଡିପି : ପଡ଼ିବ ଋଷ ୟୁକ୍ରେନ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ) ମଧ୍ୟ ଭାରତର ଜିଡିପି ବୃଦ୍ଧି ଅନୁମାନ କମ୍ ରହିବା ନେଇ କହିଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଏମଏଫ…

ପ୍ରତି ମାସରେ ଆପଣଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଟ୍ରାନ୍ସଫର କରିବେ ସରକାର: ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଖାସ୍ ଯୋଜନା ଚାଲିଛି । ସରକାରଙ୍କ ଏପରି ଏକ ଖାସ୍ ଯୋଜନା ରହିଛି, ଯେଉଁଥିରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ମିଳିବ । କିନ୍ତ…