Browsing Category

Featured

ଚାଷୀଙ୍କ ପାଇଁ ଗର୍ଜିଲା ବିଜେଡି, କେନ୍ଦ୍ର ବିରୋଧରେ ବିକ୍ଷୋଭ, ଜାଣନ୍ତୁ କଣ କହିଲେ ସୁର ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଏଫସିଆଇ ଗୋଦାମ ସାମ୍ନାରେ ଧାରଣା ଦେଇଛି ବିଜେଡି । ଧାନ କିଣାରେ କେନ୍ଦ୍ର ସରକାର ରାଜ୍ୟକୁ ବାରମ୍ବାର ଅବହେଳା କରିଆସୁଛନ୍ତି । ଖାଦ୍ୟ ସବସିଡି ବାବଦରେ ୬୫୭୦ କୋଟି ଟଙ୍କା କେନ୍ଦ୍ର…

ଆରମ୍ଭ ହେଲା ଦୁନିଆର ସବୁଠାରୁ ହାଇସ୍ପିଡ୍ ରେ ଗଡ଼ିପାରୁଥିବା ଟ୍ରେନ୍, ଘଣ୍ଟାପ୍ରତି ବେଗ ୬୦୦ କିମି; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଅଧିକ ବେଗରେ ଗଡ଼ିପାରୁଥିବା ଟ୍ରେନ୍ ଆଜି ଆରମ୍ଭ ହୋଇଛି । ଏହା ଘଣ୍ଟା ପ୍ରତି ୬୦୦ କିମି ବେଗରେ ଚାଲିବ । ତେବେ ଏହାକୁ ଚୀନରେ ପ୍ରଥମେ ଆରମ୍ଭ କରାଯାଇଛି । ଏହି ହାଇସ୍ପିଡ୍ ଟ୍ରେନ୍…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲା । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚଛି ।…

ପେଗାସସ୍ ବଢ଼ାଇଲା ଚିନ୍ତା, ମାଲୱେର୍ ଆଟାକ୍ କେମିତି ନହେବ…

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ଷକୁ ବର୍ଷ ବଢ଼ି ଚାଲିଛି ସାଇବର୍ କ୍ରାଇମ୍ । ନୂଆ ନୂଆ କୌଶଳରେ ହାକର୍ ଆଟାକ୍ କରୁଛନ୍ତି । ଆଉ ସହଜରେ ଫସିଯାଉଛନ୍ତି ସାଧାରଣ ଜନତା । ପରିସ୍ଥିତି ଏଭଳି ହୋଇଛି ଯେ ଏକ୍ସପର୍ଟମାନେ ମଧ୍ୟ…

ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରହିବେ ରାଜ୍ କୁନ୍ଦ୍ରା

ମୁମ୍ବାଇ: ମୁମ୍ବାଇ ପୁଲିସ୍ ଗତକାଲି ରାତିରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ଶୁଟିଂ ଏବଂ ଆପ୍ ରେ ଉପଲବ୍ଧ କରାଇବା ମାମଲାରେ ମୁମ୍ବାଇ…

ଘରୋଇ କର୍ମଚାରୀଙ୍କ ପାଇଁ ଖୁସିଖବର! ଅକ୍ଟୋବର୍ ୧ରୁ ୧୫ହଜାରରୁ ବଢ଼ି ୨୦ହଜାର ପର୍ଯ୍ୟନ୍ତ ହୋଇପାରେ ମୌଳିକ ବେତନ, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶରେ ଥିବା କୋଟି କୋଟି କର୍ମଚାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଏବେ ନୂତନ ଯୋଜନା ସବୁ ଆଣୁଛନ୍ତି । ଏବେ ସରକାର ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି । ଖବର ଅନୁସାରେ, ଅକ୍ଟୋବର୍ ୧ ତାରିଖରୁ ଲେବର୍ କାର୍ଡ…

ଗୋଟିଏ ମିନିଟରେ କୋଟିପତି ହୋଇଗଲେ ଉବର ମହିଳା ଡ୍ରାଇଭର, କହିଲେ – ‘ଆଉ ଚାକିରି ଦରକାର ନାହିଁ’

ଉବର ଇଟସରେ ଚାକିରି କରୁଥିଲେ ଜଣେ ମହିଳା ଡ୍ରାଇଭରଙ୍କ ବଦଳିଯାଇଛି ଭାଗ୍ୟ । ମାତ୍ର ଗୋଟିଏ ମିନିଟରେ ସେ ଗରୀବରୁ ପାଲଟିଯାଇଛନ୍ତି କୋଟିପତି । ଯେବେ ମହିଳା ଜଣକ ଲଟେରି ଲାଗିଥିବା କଥା ଜାଣିଲେ, ତାଙ୍କ ଖୁସିର ଠିକଣା…

ଏତେ ଟଙ୍କା କୁଆଡ଼ୁ ଆଣୁଛନ୍ତି ରାଜ୍ କୁନ୍ଦ୍ରା? ଏମିତି ଜବାବ୍ ଦେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଏବେ କ୍ରାଇମବ୍ରାଞ୍ଚ ହାତରେ ରହିଛନ୍ତି । ଅଶ୍ଳୀଳ ଭିଡିଓ ଶୁଟିଂ ଏବଂ ଆପ୍ ରେ ଉପଲବ୍ଧ କରାଇବା ମାମଲାରେ ମୁମ୍ବାଇ ପୁଲିସ୍ ସୋମବାର ତାଙ୍କୁ…

୨ JE ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲାର ଦୁଇଜଣ ଜେଇଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ସିନାପାଲି ବ୍ଲକ ଜେଇ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ । ପିସି କାରବାରକୁ ନେଇ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…