Browsing Category

Featured

ଏହି ରାଶିର ଲୋକଙ୍କୁ କରନ୍ତୁନି ଭରସା, ଭୁଲରେ ବି କୁହନ୍ତୁ ନାହିଁ ନିଜ ସିକ୍ରେଟ୍

ପ୍ରତ୍ୟେକ ବ୍ୟକ୍ତିର ଏକ ରାଶି ଚିହ୍ନ ଥାଏ, ଯାହା ଫଳରେ ବ୍ୟକ୍ତିର ସ୍ୱଭାବ, ବ୍ୟକ୍ତିତ୍ୱ ଓ ଭବିଷ୍ୟ ବିଷୟରେ ଆକଳନ କରାଯାଏ । ପ୍ରତ୍ୟେକ ରାଶି ନିଜର ସ୍ୱାମୀ ଗ୍ରହ ଯୋଗୁଁ ଅଲଗା ଅଲଗା ସ୍ୱଭାବର ହୋଇଥାଏ ।…

ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ, ଆଜି ୩୨୭ ନୂଆ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୩୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୭ ଜଣ ଚିହ୍ନଟ…

ୟୁଟ୍ୟୁବ୍ ପାଠପଢା ବନ୍ଦ କର; କ୍ଲାସ୍ ରୁମ୍ ଖୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ନିମ୍ନ ମଧ୍ୟବିତ ଅଥବା ଗରିବ ପରିବାରରୁ ଆସିଥାନ୍ତି । ଏପରି ଅନେକ ସ୍ଥାନ ରହିଛି ଯେଉଁଠି ବିଦ୍ୟୁତ ସେବା ମଧ୍ୟ ଅପହଞ୍ଚ ରହିଛି । ଏପରି ସ୍ଥଳେ…

ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସେବାରେ ଜିଓକୁ ମିଳିଲା ବଡ଼ ସଫଳତା, ଓଡ଼ିଶାରେ ଜିଓଫାଇବର୍‌ ଗ୍ରାହକ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୧ ଏପ୍ରିଲ୍‌ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି…

ପୁରୀର ଗଙ୍ଗା ଲଜ୍ ସିଲ୍

ପୁରୀ (ଓଡ଼ିଶା ଭାସ୍କର): କରୋନା ପ୍ରଭାବ ଜାରି ରହିଥିବାରୁ କଟକଣା ମଧ୍ୟରେ ହୋଇଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । କଟକଣା ସତ୍ୱେ କିଛି ଅମାନିଆ ନିୟମ ମାନିନଥିବାରୁ ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ । ପୁରୀ ବଡ଼ଦାଣ୍ଡର…

ତାଲିବାନୀଙ୍କ କବ୍ଜାକୁ ପୁଣି ଯିବ ଆଫଗାନିସ୍ତାନ! ମିଳିଲାଣି ଚେତାବନୀ…

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରାୟ ୨ ଦଶନ୍ଧି ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିବାର ଆଶଙ୍କା ସୃଷ୍ଟି ହେଲାଣି। ପ୍ରମୁଖ ରାଷ୍ଟ୍ର ଆମେରିକା ସମେତ ବିଦେଶୀ ସୈନ୍ୟ ପ୍ରତ୍ୟାହୃତ ପରେ ପୁଣିଥରେ…

୧୬ ଜିଲ୍ଲା ସାବଧାନ୍! ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୬ ଜିଲ୍ଲାରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

କେତେ ଆଉ ଦଳ ବଦଳେଇବ ସିଦ୍ଧୁ; ନିଜ ଦଳ ଗଢିନିଅ

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁଙ୍କୁ କଟାକ୍ଷ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ । ଅନ୍ୟ ରାଜନୈତିକ ଦଳମାନଙ୍କୁ ନଷ୍ଟ କରିବା ପରିବର୍ତ୍ତେ ନିଜର…

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ୱାସିମ୍ ଜାଫର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ଭାରତୀୟ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ…

କଙ୍ଗନାଙ୍କ ନୂଆ ଟେଷ୍ଟ୍‌, ହୋଷ୍ଟ୍‌ କରି ଦେଖିବେ ରିଲେସନ୍‌ ଓ କନେକ୍ସନ୍‌

ଓଡ଼ିଶା ଭାସ୍କର ବ୍ୟୁରୋ: ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଲେଣି। ୩ଥର ଶୀର୍ଷ ପୁରସ୍କାର ଲାଭ କରିଥିବା କଙ୍ଗନାଙ୍କ ଭଳି ଅଭିନେତ୍ରୀ ନିଶ୍ଚିତ ଭାବେ…