fbpx
Browsing Category

Featured

ଲଦାଖରେ ପ୍ରବେଶ କଲେ ଚୀନ ସୈନ୍ୟ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ପୁଣି ଥରେ ଚୀନ ନିଜର ଅସ୍ଥିତ୍ୱ ଜାହରି କରିବାକୁ ଚେଷ୍ଟା କରିଛି । ଚୀନ ସେନା ପିପୁଲସ ଲିବରେସନ ଆର୍ମୀ ଡେମଚୋକରେ ସିନ୍ଧୁ ନଦୀ ନିକଟରେ ବ୍ୟାନର ଏବଂ ଚୀନ ପତାକା ଲଗାଇଛନ୍ତି । ଏହି…

ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ, ନଚେତ୍ ହୋଇଯିବ ଅନର୍ଥ

ସକାଳ ଭୋଜନ ଶରୀରକୁ ସୁସ୍ଥ ରଖିବାରେ ଅଧିକ ସାହାର୍ଯ୍ୟ କରିଥାଏ । କିନ୍ତୁ ସମୟର ଅଭାବ ଓ ଅନ୍ୟ କାରଣରୁ ଲୋକମାନେ ସକାଳ ଭୋଜନ କରିନଥାନ୍ତି ବା ଭୋକରୁ ରକ୍ଷା ପାଇବା ପାଇଁ କିଛି ଖାଇଥାନ୍ତି । ଯଦି ଆପଣ ବି ଏପରି…

ପାକିସ୍ତାନରେ ମୁଲ୍ଲାଙ୍କ ମୁହଁ ବନ୍ଦ କରିଦେଇଥିବା ଝିଅ ମଲାଲା; ଜାଣନ୍ତୁ ଏମିତି କଣ କରିଥିଲେ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ ୧୨ ଜୁଲାଇକୁ ମଲାଲା ଦିବସ ଭାବରେ ପାଳନ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱରେ ନାରୀଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ତଥା ବିଶ୍ୱର…

ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରଶଂସାରେ ପୋତିଲେ ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର

ନୂଆଦିଲ୍ଲୀ : ନୂତନ ରୂପେ ନିଯୁକ୍ତ ହୋଇଥିବା ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରଶଂସାରେ ପୋତିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍…

ସାଧୁବେଶରେ ଆସି ଲୁଟିନେଲେ ୨ କୋଟି; ମୁଖ୍ୟମନ୍ତ୍ରୀଙ୍କ ଲିଙ୍କ

ଋଷିକେଶ: ଋଷିକେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାଧୁବେଶରେ ଆସି ଜଣେ ଯୁବକ ୧.୭୫ କୋଟିର ଗହଣା ଲୁଟି ନେଇଛନ୍ତି । ଜଣେ ଗହଣା ବ୍ୟବସାୟୀଙ୍କ ସ୍ତ୍ରୀକୁ ଫଶାଇ ୧.୭୫ କୋଟି ଟଙ୍କାର ସୁନାଗହଣା ଲୁଟ କରିଥିବା…

ନାସା ସେୟାର୍ କଲା ହିନ୍ଦୁ ଦେବଦେବୀଙ୍କ ସହ ବସିଥିବା ଭାରତୀୟ ଝିଅଙ୍କ ଫଟୋ, ସୋସିଆଲ ମିଡିଆରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଆଜି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାରତୀୟ ମୂଳର ଇଣ୍ଟର୍ନ ପ୍ରତିମା ରାୟଙ୍କ ଫଟୋ ସେୟାର କରିଛି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ଏଥିରେ ଖାସ୍ କଥା ହେଉଛି…

ସିଲ୍ ହେଲା ଅଭିନେତା ସୁନୀଲ ଶେଟ୍ଟୀଙ୍କ ବିଲ୍ଡିଂ, ଜାଣନ୍ତୁ କାରଣ

ମୁମ୍ବାଇ: କରୋନା ଭାଇଣସର ତୃତୀୟ ଲହର ଆସିବା ପୂର୍ବରୁ ଚିନ୍ତା ବଢ଼ିବାରେ ଲାଗିଛି । ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କରୋନା କାଳରେ ସିଲ୍…

ଓଡ଼ିଶାରେ ଦିନକୁ ପ୍ରାୟ ୨ ଲକ୍ଷ ଲିଟର ମଦ ପି’ ଯାଉଛନ୍ତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଇଜରେ ରହିଛି ୧୯୨୨ଟି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ । ଆଉ ମାସକୁ ବିକ୍ରି ହେଉଛି ୫୬ ଲକ୍ଷ ଲିଟରରୁ ଅଧିକ ମଦ । ପିଇ ଯାଉଛନ୍ତି ଲୋକ ହଜାର ହଜାର ଲିଟର ମଦ । ଏପରିକି ଦିନକୁ…

AIRTELର 5-G ଟ୍ରାଏଲ ସ୍ପିଡ ୧.୨ଜିବି/ସେକେଣ୍ଡ; ଭାରତର ଦ୍ରୁତତମ ନେଟୱର୍କର ମାନ୍ୟତା

ମୁମ୍ବାଇ: ଭାରତରେ ପ୍ରବେଶ କରିବାକୁ ଯାଉଛି ୫ଜି ଟେକ୍ନୋଲୋଜି । ଏଥିପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ସୋମବାର ଏୟାରଟେଲ ମୁମ୍ବାଇରେ ଏହାର ୫ଜି ସେବାର ପରୀକ୍ଷଣ କରାଇଛି । କମ୍ପାନୀର…

କଳିଯୁଗର କୁମ୍ଭକର୍ଣ୍ଣ ! ବର୍ଷକରୁ ଶୋଉଛନ୍ତି ୩୦୦ ଦିନ, ଯିଏ ଦେଖୁଛି ସେ ତାଜୁବ

ନାଗୌର୍: ରାମାୟଣରେ ଆପଣ ମାନେ କୁମ୍ଭକର୍ଣ୍ଣର କାହାଣୀ ବିଷୟରେ ଶୁଣିଥିବେ ନିଶ୍ଚୟ । ହେଲେ ଏହି କଳିଯୁଗର କୁମ୍ଭକର୍ଣ୍ଣ ବିଷୟରେ ଶୁଣିଛନ୍ତି କି ? ପଶ୍ଚିମ ରାଜସ୍ଥାନର ନାଗୌର୍ ଜିଲ୍ଲାରେ ଏକ ଏପରି ବ୍ୟକ୍ତି ରହିଛି ଯିଏ…