fbpx
Browsing Category

Featured

ଗଡ଼ିଲାଣି ତାଳଧ୍ୱଜ, ମଝିରେ ସୁନାନାକିଙ୍କ ଦର୍ପଦଳନ…

ପୁରୀ(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡ଼ିଲାଣି ରଥ । ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷଯାତ୍ରାର ପାବନ ଅବସରରେ ଗଡ଼ିଲାଣି ରଥ । ରଥ ଉପରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସରିଛି । ତିନି ରଥ ଉପରେ…

ଆଧାର କାର୍ଡ ସମ୍ପର୍କିତ ଏହି ଦୁଇ ସେବା ବନ୍ଦ କଲା UIDAI, ଆପଣଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ଦସ୍ତାବିଜ୍ ନୁହେଁ ବରଂ ଏହା ହେଉଛି ପ୍ରତିଟି ନାଗରିକଙ୍କ ପରିଚୟ ପତ୍ର । ଯେକୌଣସି ଅର୍ଥ…

ୠଣ ପରିଶୋଧ ପାଇଁ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ, ମନା କରିବାରୁ….

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ମହିଳା ନିର୍ଯ୍ୟାତନାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାରୀକୁ ସମାଜରେ ପ୍ରଥମ ସ୍ଥାନରେ ରଖାଯାଉଥିବା ବେଳେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବିକ୍ରି କରିବାର ଯୋଜନା କରିଥିଲା ।…

‘ନନ୍ଦିଘୋଷ’ ଓ ‘ଘୋଷଯାତ୍ରା’ ନାମର ମହତ୍ତ୍ୱ: ଏକ ଅବଲୋକନ

ପୁରୀ(ଓଡ଼ିଶା ଭାସ୍କର): ମହାବାହୁ ଶ୍ରୀଜଗନ୍ନାଥଙ୍କ ରହିଛି ଅସରନ୍ତି ଗାଥା । ଅମାପ ମହିମାର ଅନନ୍ୟ ଅବର୍ଣ୍ଣନୀୟ କଳାଠାକୁର । ଭାଷାରେ ତାକୁ କିଏ ବା ବଖାଣି ପାରିବ! କେବଳ ଭାବରେ ହିଁ ତାକୁ ଅନୁଭବ କରିହୁଏ । ସେ ଭାବର…

କେତେ ଟଙ୍କା ଅଛି ଆପଣଙ୍କର ପିଏଫ୍ ଆକାଉଣ୍ଟରେ? ଗୋଟିଏ ମିସ୍ କଲ୍ କିମ୍ବା ମେସେଜ କରି ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କାଳରେ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି । ପରିସ୍ଥିତି ଏମିତି ହେଲା ଯେ, କିଛି ଲୋକ ନିଜର ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ୍)ରୁ ଟଙ୍କା ବାହାର କରିବାକୁ ପଡ଼ିଲା । ହେଲେ ଇତି ମଧ୍ୟରେ କିଛି ଲୋକଙ୍କୁ…

ବିଜେଡିର ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅତ୍ୟାଧୁନିକ…

‘ଯୋଗୀଙ୍କୁ କିଛି ଦିନ ପାଇଁ ଦେଶକୁ ଅଣାଯାଉ’- କରୋନା ନିୟନ୍ତ୍ରଣ କରିବା ପାଇଁ ଅଷ୍ଟ୍ରେଲିଆ ସାଂସଦ ଦେଲେ ଏପରି ବୟାନ

ଲକ୍ଷ୍ନୌ: କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସରକାର ସଫଳ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏବେ ଦେଶ ବିଦେଶରୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । ଇତି ମଧ୍ୟରେ ଅଷ୍ଟ୍ରେଲିଆ…

ଗଜପତି ମହାରାଜ କରୁଛନ୍ତି ଛେରା ପହଁରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । । ତେଣୁ ମହାପ୍ରଭୁଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଧାମ ।…

ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ…

ଇଟାଲି ୟୁରୋ କପ୍-୨୦୨୦ ଚାମ୍ପିୟନ୍

ନୂଆଦିଲ୍ଲୀ: ଇଟାଲି ହୋଇଛି ଉଫା ୟୁରୋ କପ୍-୨୦୨୦ ଚାମ୍ପିଅନ । ଘରୋଇ ଟିମ୍ ଇଂଲଣ୍ଡକୁ ହରାଇ ଇଟାଲି ଏହି ବିଜୟ ହାସଲ କରିଛି । ଫଳରେ ଘରୋଇ ମାଟିରେ ଇଂଲଣ୍ଡର ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପେନାଲ୍ଟି ସୁଟଆଉଟରେ…