CHARIDHAM
Browsing Category

Featured

ଘସିପୁରା ବିଧାୟକ ବଦ୍ରି ପାତ୍ର ଗୁରୁତର: ଏୟାରଲିଫ୍ଟ ଜରିଆରେ ହାଇଦ୍ରାବାଦ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଛି । ଛାତିରେ ଯନ୍ତ୍ରଣା କାରଣରୁ ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ…

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ରାଣାପ୍ରତାପ: ଅନୁଗୁଳରେ ଶୋକାକୁଳ ପରିବେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଶହୀଦ ରାଣାପ୍ରତାପ ଦାସଙ୍କ ପାଇଁ ଲୁହ ଝରାଉଛି ରାଜ୍ୟ । ଅନୁଗୁଳର ଏହି ବୀରପୁତ୍ର ଜଣଙ୍କ ଆଜି ନିଜ ଜନ୍ମ ମାଟିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଗାଁ ମାଟି କୃଷ୍ଣଚନ୍ଦ୍ରପୁରରେ…

ଟପ ପୋଷ୍ଟରେ ଆଉ ଜଣେ ଓଡ଼ିଆ: ପରବର୍ତ୍ତୀ ସେନାମୁଖ୍ୟ ହୋଇପାରନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଉ ଏକ ଟପ ପୋଷ୍ଟରେ ସ୍ଥାନ ପାଇ ପାରନ୍ତି ଜଣେ ଓଡ଼ିଆ ପୁଅ । ଭାଇସ ଆର୍ମି ଚିଫ୍ ରହିଥିବା ଓଡ଼ିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି…

ଆମେରିକାରେ ବାତ୍ୟା ରଚିଲା ତାଣ୍ଡବ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି…

୧.୮୪ ଲକ୍ଷ ଫନି ପ୍ରଭାବିତଙ୍କୁ ଦିଅ ଆବାସ ଯୋଜନା, ମୋଦୀଙ୍କୁ ଚିଠି ଲେଖି ଏହି ସବୁ ଦାବି ରଖିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫନିରେ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…

ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ରକୁ ନେଇ ସାମନ୍ଥା କହିଲେ- ‘ମୁଁ କଥା ହୋଇଥିଲି, କିନ୍ତୁ ଲାଗୁନି କି..’

ମୁମ୍ବାଇ: ସାଉଥ ସିନେମାର ଚର୍ଚ୍ଚିତ ଯୋଡ଼ି ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଚଳିତ ବର୍ଷ ସେ ଦୁହେଁ ଅଲଗା ହେବା ସହିତ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ । ସାମନ୍ଥା ଓ…

ମଦ ପିଇଲେ ବି ମୁଁ କଣ୍ଟ୍ରୋଲରେ ରୁହେ: ଥାନା ପରିସରରେ ଉତ୍ପାତ କଲେ ଯୁବତୀ, ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଦ୍ୟପାନ ପରେ ସାଧାରଣତଃ ଲୋକ ମାନେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି । ଏମିତି ଏକ ଘଟଣା ଥାନା ପରିସରରେ ଘଟିଥିବା ବେଳେ ଏହାର ଭିଡିଓ ବେଶ ଭାଇରାଲ ହୋଇଛି । ମଦ୍ୟପାନ କରିଥିବା ମହିଳା…

କି କାରନାମା! କ୍ରାଇମବ୍ରାଞ୍ଚ ADGଙ୍କ ଠାରୁ ବି ଠକେଇ ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଠକେଇର ସବୁ ସୀମା ଟପିବାରେ ଲାଗିଛନ୍ତି ସାଇବର ଲୁଟେରା । ଏହାରି ମଧ୍ୟରେ ଓକାକ ସାଇବର ଫ୍ରଡର ଧରାପଡିନଥିବା ୩ୟ ବ୍ୟକ୍ତିର କାରନାମା ପୁଣି ସାମ୍ନାକୁ ଆସିଛି । ୩ୟ ଅଭିଯୁକ୍ତ…

ସ୍କୁଲ ବନ୍ଦ କରିବାକୁ ନେଇ ଶିକ୍ଷା ବିଭାଗ ଦେଲା ଏହି ସୂଚନା, ତୃତୀୟ ଲହର ଆଶଙ୍କା

ପାଟନା: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଅନେକ ମାମଲା ସାମ୍ନାକୁ ଆସିବାରେ ବିହାରରେ ସବୁ ସ୍କୁଲ ବନ୍ଦ ହୋଇଯିବାର ଆଶଙ୍କା କରାଯାଉଥିଲା । କିନ୍ତୁ ଏହା ଉପରେ ଶିକ୍ଷା ବିଭାଗ ଏକ ବୟାନ ଜାରି କରିଛି । ଶିକ୍ଷା ବିଭାଗ…

ମଣିଙ୍କ ଭିତରେ ମଣି ଥିଲେ ଉତ୍କଳମଣି ଗୋପବନ୍ଧୁ : ଗୋପାଳ କୃଷ୍ଣ ଗାନ୍ଧୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି…