Browsing Category

Featured

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଦୁଷ୍କର୍ମ; ଗିରଫ ହେଲା ନାବାଳକ ଅଭିଯୁକ୍ତ

ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଗତ ଦୁଇ ବର୍ଷ ଧରି ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳକ ତାଙ୍କୁ…

ପୁରୀରେ ପଞ୍ଚୁକ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା ସମ୍ପ୍ରସାରିତ । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ ।…

ED ଏବଂ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢିଲା; ଅଧ୍ୟାଦେଶ ଆଣିଲେ ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦୁଇଟି ନୂତନ ଅଧ୍ୟାଦେଶ କାର୍ଯ୍ୟକାରୀ କରାଯାଇଛି । ଏହି ନୂତନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି…

ଖେଳରତ୍ନ ପୁରସ୍କାର ଉତ୍ସବରେ ଯୋଗ ଦେଲେନି କ୍ରିଷ୍ଣା ନଗର: ଘଟିଗଲା ଏମିତି କିଛି ଦୁଃଖ

ନୂଆଦିଲ୍ଳୀ: ପାରା ସଟଲର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ନଗର ଖେଳରତ୍ନ ପୁରସ୍କାର ଗ୍ରହଣ ପାଇଁ ଉପସ୍ଥିତ ନଥିଲେ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣାଙ୍କୁ ମେଜର…

ବିଏସଏଫ ଗ୍ରୁପ ସି ପଦପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବର୍ଡର ସିକ୍ୟୁରିଟି ଫୋର୍ସ(ବିଏଏଫ)ର ଗ୍ରୁପ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିବାକୁ ଯାଉଛି । ବିଏସଏଫର ଏହି ଭର୍ତ୍ତିରେ କନଷ୍ଟେବଳ, ହେଡ କନଷ୍ଟେବଳ ଏବଂ ଏଏସଆଇ ପଦରେ ମୋଟ ୭୨ ପଦବୀ ପାଇଁ ଯୋଗ୍ୟ…

କେହି ବୁଝୁନାହାନ୍ତି ଦୁଃଖ: ମାଓବାଦୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସ୍ୱାମୀ, ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡ଼ିଥିବା ବେଳେ ଅନ୍ୟପଟେ ତିନି…

ଭାରତକୁ ମିଳିଲା ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ , ଶତ୍ରୁଙ୍କ ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ: ଭାରତକୁ ମିଳିଲା ଅତ୍ୟାଧୁନିକ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ । ଋଷିଆ ଏହାର ରପ୍ତାନୀ ଆରମ୍ଭ କରିଛି । ଏହି ମିଶାଇଲ ଭୂପୃଷ୍ଠରୁ ବାୟମଣ୍ଡଳରେ ଶତ୍ରୁ ଏୟାର କ୍ରାଫ୍ଟ କିମ୍ବା କ୍ରୁଜ ମିଶାଇଲକୁ ଲକ୍ଷ୍ୟ ଭେଦ…

ନିମାପଡ଼ାରେ ଚାଞ୍ଚଲ୍ୟ: ଗଣଦୁଷ୍କର୍ମର ଶିକାର ହେଲେ ମହିଳା, ୪ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ନିମାପଡ଼ାରେ ବିଭିନ୍ନ ଅପରାଧିକ କାର୍ଯ୍ୟ ବଢ଼ି ଚାଲିଛି । ଜିଲ୍ଲାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ନଦୀପଠାକୁ ଶୌଚ ହେବାକୁ ଯାଇଥିବା ସମୟରେ ଜଣେ…

ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିବାକୁ ଚାହୁଁଥିଲା କେବିଏନ୍ ଗ୍ରୁପ୍: ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଘରେ ଖୁବଶୀଘ୍ର ହେବ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ଆତଙ୍କରାଜ ଚଳାଇ ଆସିଥିବା କ୍ରେବିଏନ୍ ଗ୍ରୁପକୁ ନେଇ ନୂଆ ଖୁଲାସା ହୋଇଛି । ନିଜ ଗ୍ୟାଙ୍ଗର ପତିଆରା ବୃଦ୍ଧି କରିବା ପାଇଁ ସୋସିଆଲ ମିଡ଼ିଆରେ ଭିଡିଓ ଅପଲୋଡ୍ କରି…

ନଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଠାବ; ପାଟିରେ ପୁରାଯାଇଥିଲା କପଡ଼ା ଓ ଶରୀର ସାରା କ୍ଷତ ଚିହ୍ନ, ଗଣଦୁଷ୍କର୍ମ ସନ୍ଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାରେ ଗଣବଳାତ୍କାରର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳକୁ ଦେଖି ଖୋଦ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ୧୪ ଘଣ୍ଟା ଧରି ନିଖୋଜ ଥିବା ଛାତ୍ରୀଙ୍କ…