fbpx
Browsing Category

Featured

ଅଞ୍ଜନାଙ୍କ ହାଇକୋର୍ଟଙ୍କ ପାଖକୁ ଚିଠି, କହିଲେ,”ମୋ ଆର୍ଥିକ ସ୍ଥିତି ଭଲ ନାହିଁ, ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ”

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗଣଦୁଷ୍କର୍ମ ଷଡଯନ୍ତ୍ରର ଅଧିକ ତଦନ୍ତ…

କରୋନାରେ ଅଭିନେତା ବିକ୍ରମଜିତ କନୱାରପାଲଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୫: ପୁଣି କରୋନାରେ ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ ଘଟିଛି । ଆଜି ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱାରପାଲଙ୍କ ୫୨ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ଅନେକ ଫିଲ୍ମ, ଟିଭି ଶୋ ଓ ୱେବ୍ ସିରିଜରେ କାର୍ଯ୍ୟ…

ବିଷାକ୍ତ ଭୋଜି ଖାଇ ଜଣେ ମୃତ, ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ନୟାଗଡ଼, ୧ା୫ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାରେ ଭୋଜି ଖାଇ ଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ୨୦ ଜଣ ଗୁରୁତର ହୋଇଛନ୍ତି । ଓଡ଼ଗାଁ ଥାନା ବାଙ୍କତରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଏକ ବାହାଘରର ମଙ୍ଗନରେ…

ଲସି ପିଇ ୬୦ରୁ ଅଧିକ ଗୁରୁତର

ମାଲକାନଗିରି, ୧ା୫ (ଓଡିଶା ଭାସ୍କର): ରାଜ୍ୟବାସୀ କରୋନାକୁ ନେଇ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଆଉ ଏକ ଭୟଙ୍କର ଘଟଣା ସାମନାକୁ ଆସିଛି । ମାଲକାନଗିରି ଜିଲ୍ଲାରେ ଲସି ପିଇ ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । ଜିଲ୍ଲାର…

ରାଜ୍ୟରେ ସଂକ୍ରମଣ ରେକର୍ଡ ଭାଙ୍ଗିଲା: ବଢ଼ିଲା କର୍ଫ୍ୟୁ ଅବଧି, ଚେକିଂ କଡ଼ାକଡ଼ି

ଜୟପୁର, ୧ା୫: ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜସ୍ଥାନ ସରକାର ଆସସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ଏଥିସହିତ କୋଭିଡ୍…

ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଲା: ଆଜି ୩୫୨୩ ମୃତ, ୪.୧ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୧ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩କୁ ବୃଦ୍ଧି…

ଆରମ୍ଭ ହେଲା ବିଗ୍ ବଜାର ହୋମ୍ ଡେଲିଭରି ସେଲ୍, ଘରେ ବସି ପାଆନ୍ତୁ କ୍ୟାସବ୍ୟାକ୍

ଭୁବନେଶ୍ୱର, ୧ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାକୁ ନେଇ ଲାଗୁ ହୋଇଥିବା କଟକଣା ପାଇଁ ଜନସାଧାରଣ ଅଧିକାଂଶ ସମୟ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ସମୟରେ ବିଗ୍ ବଜାର ପକ୍ଷରୁ ଆରମ୍ଭ ହୋଇଛି ହୋମ୍…

ସାବଧାନ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧ା୫ (ଓଡିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, କୋରାପୁଟ, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଗଜପତି ଆଦି ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ହେବ । ଏହାଛଡ଼ା…