fbpx
Browsing Category

Featured

ଖୁସି ଖବର : ଓଡ଼ିଶାରେ ଆଜି ୫୦୧୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୩୦।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୦୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ୍‌

ଯାଜପୁର,୩୦ ।୪(ଓଡିଶା ଭାସ୍କର): କରୋନା ମହାମାରୀ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସମଗ୍ର ଯାଜପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି । ଜିଲ୍ଲାର ସବୁ ସରପଞ୍ଚଙ୍କ ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି…

ଯୁବତୀଙ୍କ ମୋବାଇଲକୁ ଆସିଲା ମେସେଜ୍ ଭାଙ୍ଗିଗଲା ବାହାଘର

ଉତ୍ତରପ୍ରଦେଶ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି।…

ଆସନ୍ତାକାଲି ଭାରତରେ ପହଞ୍ଚିବ ସ୍ଫୁଟନିକ୍ ଭି ଟିକା

ନୂଆଦିଲ୍ଲୀ, ୩୦ା୪ (ଓଡିଶା ଭାସ୍କର) : ଭାରତ ସରକାର ଋଷିୟାନ୍ ଟିକା ସ୍ଫୁଟନିକ୍ ଭି ଟିକାକୁ ଚଳିତ ବର୍ଷ ଅନୁମୋଦନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସ୍ଫୁଟନିକ୍ ଭି ଟିକା ଆସି ଦେଶରେ ପହଞ୍ଚିବ । ଟିକା…

ନାବାଳିକାକୁ ୧ ମାସଧରି ଗଣଦୁଷ୍କର୍ମ କରୁଥିଲେ ୫ ରାକ୍ଷସ!

ମାହାଙ୍ଗା, ୩୦ା୪ (ଓଡିଶା ଭାସ୍କର)  : ସାଲେପୁରରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି । ସେଠାରେ ଜଣେ ନାବାଳିକାକୁ ୧ ମାସ ଧରି ନିର୍ଦ୍ଦୟ ଭାବେ ଗଣଦୁଷ୍କର୍ମ କରାଯାଇଛି । ନାବାଳିକାର ଘରକୁ ୫ ଜଣ ଲୋକ ଆସି ତାକୁ ଗଣଦୁଷ୍କର୍ମ…

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡ଼ରେ କରୋନା ମୃତ୍ୟୁ ୫୦ ପ୍ରତିଶତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆ ଦିଲ୍ଲୀ, ୩୦/୦୪: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିବା ସହ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି କରୋନାରେ ୫୦ ପ୍ରତିଶତ ମୃତ୍ୟୁ ତିନି ରାଜ୍ୟରେ ହୋଇଛି, ସେଗୁଡିକ ହେଲା…

ଦିନ ୨ରୁ ସବୁ ଦୋକାନ ବନ୍ଦ

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର) : ମେ ୩ରୁ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଦିନ ୨ଟାରୁ ହେବ ଦୋକାନ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତି ନେଇଛନ୍ତି । ମହାସଂଘ ତରଫରୁ…

ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ

ନୂଆ ଦିଲ୍ଲୀ, ୩୦/୦୪: କରୋନା ଭାଇରସର ବଢୁଥିବା ମାମଲାକୁ ଦେଖି ଡିଜିସିଏ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ନିର୍ଦ୍ଧେଶକୁ ବଢାଇଛି । ଏହି ଆଦେଶ କାର୍ଗୋ ବିମାନ ଉଡାଣ ଉପରେ ଲାଗୁ ହେବ ନାହିଁ । ହେଲେ…