Browsing Category
Featured
ଦେଶବାସୀଙ୍କୁ ବିଜୟା ଦଶମୀ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ହେଉଛି ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ଅସତ୍ୟ ଉପରେ ଧର୍ମର ବିଜୟ ପ୍ରତିଷ୍ଠା କରିଥିଲେ । ତେବେ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ…
ରାଶିଫଳ(ଶୁକ୍ରବାର,୧୫ ଅକ୍ଟୋବର,୨୦୨୧)
ମେଷ - ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚିବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ…
ଦଶହରାରେ କରନ୍ତୁ ଏହି ଉପାୟ, ଦୂର ହେବ ନକରାତ୍ମକ ଶକ୍ତି
ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ ଏହି ଦିନ ମା’ ଦୁର୍ଗା…
ଜମ୍ମୁ-କଶ୍ମୀରରେ ବଢ଼ୁଛି ଆତଙ୍କୀବାଦୀଙ୍କ ଦୁଃସାହସ, ପୁଞ୍ଚରେ ଦୁଇ ସେନା କର୍ମଚାରୀ ଆହତ; ଜାତୀୟ ରାଜପଥ ବନ୍ଦ
ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଦୁଇ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସେନା ଦ୍ୱାରା କରାଯାଇଥିବା ଅପରେସନ ଯୋଗୁଁ ଜମ୍ମୁ-…
ନବରାତ୍ରିରେ ଜନ୍ମନେଲା ୨ ମୁଣ୍ଡ ୩ ଆଖିଥିବା ବାଛୁରୀ; ଦୁର୍ଗାଙ୍କ ଅବତାର ଭାବି ପୂଜା କଲେ ଲୋକେ
ଭୁବନେଶ୍ୱର: ଆମ ଆଖପାଖରେ ଘଟୁଥିବା କିଛି ଘଟଣା ବିଚିତ୍ର ଏବଂ ଅବିଶ୍ୱସନୀୟ ମନେହୁଏ । ନବରାତ୍ରି ଅବସରରେ ସମୟରେ ଜନ୍ମ ହୋଇଥିବା ଏହି ଛୋଟ ବାଛୁରୀଟି ଏପରି ଏକ ଅଦ୍ଭୁତ ଉଦାହରଣ । ବାଛୁରୀଟିର ଦୁଇଟି ମୁଣ୍ଡ ଏବଂ ତିନିଟି…
ଶାରଦୀୟ ଦୁର୍ଗାଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ନାଗା ଉପାସନା
ପୁରୀ: ଶ୍ରୀକ୍ଷେତ୍ରରେ ନାଗା ଉପାସନା ବହୁ ପ୍ରାଚୀନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପରମ ପାବନ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାଉତ୍ସବ ଅବସରେ ଚାଲିଛି ନାଗାଉପାସନା । ଆବାହନମାନ କାଳରୁ ଶ୍ରୀକ୍ଷେତ୍ରର ଥିବା ଅନେକ…
ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା; ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝୀ
ଭୁବନେଶ୍ୱର: ମୋହନ ମାଝୀଙ୍କ ଗାଡ଼ି ଉପରେ ବୋମାମାଡ଼ ଘଟଣାରେ ପୋଲିସ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାର ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା…
ଖୋଲିବ ୮ମ ଓ ଏକାଦଶ ଶ୍ରେଣୀ
ଭୁବନେଶ୍ୱର: ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଅଫଲାଇନରେ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା । ପୂର୍ବରୁ ୯ମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ…
ଅଫଲାଇନରେ ହେବ ସିବିଏସଏଇ ଟର୍ମ-୧ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ: ଅଫଲାଇନରେ ହେବ ଦଶମ ଓ ଦ୍ୱାଦଶ ଟର୍ମ-୧ ବୋର୍ଡ ପରୀକ୍ଷା । ଅଫଲାଇନରେ ପରୀକ୍ଷା ହେବା ନେଇ ସିବିଏସଇ ପକ୍ଷରୁ ଜାରି ହୋଇଛି ସୂଚନା । କେବେ ପରୀକ୍ଷା ହେବ ଅକ୍ଟୋବର ୧୮ରେ ଘୋଷଣା କରାଯିବ । ଟର୍ମ-୧ ପରୀକ୍ଷା…
ଲଖୀମପୁର ହିଂସା କାଣ୍ଡ: ସିନ୍ ରିକ୍ରିଏସନ୍ କଲା ଏସଆଇଟି
ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସା କାଣ୍ଡ ମାମଲାର ରିକ୍ରିଏସନ କରିଛି ଏସଆଇଟି । ଗୁରୁବାର ଏସଆଇଟି ଟିମ୍ ହିଂସା କାଣ୍ଡ ଘଟିଥିବା ସ୍ଥାନରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ଆଶିଷ ମିଶ୍ର, ଅଙ୍କିତ ଦାସ ଏବଂ ଡ୍ରାଇଭରକୁ…