fbpx
Browsing Category

Featured

ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୁର୍ଣ୍ଣ ସୁଚନା

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସ୍ଥିତି ନେଇ ଆଜି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଶୁଣାଇପାରନ୍ତି ଏସଆରସି । ଆଜି ସନ୍ଧ୍ୟା ୭ଟାରେ ଏସଆରସି ଓଡିଶାବାସୀଙ୍କୁ ସୁଚନା ଦେବେ ବୋଲି ଜଣାପଡିଛି । ରାଜ୍ୟରେ…

କରୋନାକୁ ଡରିକି ନୁହେଁ ବରଂ ହାରିଯିବା ଡରରେ ରାଲି ବନ୍ଦ କରିଦେଲେ ରାହୁଲ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ମହାମାରୀ ରେକର୍ଡ ଭାଙ୍ଗୁଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି ନେତା ମନ୍ତ୍ରୀ ମାନେ । ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି…

କରୋନାକୁ ଜିତିଲା ଏହି ଦେଶ ! ମାସ୍କ ପିନ୍ଧିବା ହେବ ନାହିଁ ବାଧ୍ୟତାମୂଳକ

ବିଶ୍ୱରେ କରୋନା ଭାଇରସର ଭୟାବହତା ଜାରି ରହିଥିବାବେଳେ, ଇସ୍ରାଏଲରୁ ଆସିଛି ଏକ ଖୁସି ଖବର । ଇସ୍ରାଏଲ ସରକାର ପ୍ରାୟ ବର୍ଷେ ପରେ ଘରୁ ବାହାରିବାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କୋହଳ କରିଛନ୍ତି  । …

କରୋନା ପାଇଁ ରେଳ ବିଭାଗ ପକ୍ଷରୁ ଟ୍ରେନ୍ ବାତିଲ୍ !

ମଧ୍ୟପ୍ରଦେଶ ୧୯ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିିଦିନ ଲକ୍ଷେରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦେଖି ଲୋକମାନେ ନିଜ ନିଜ ଘରକୁ…

ପିପିଲି ଉପନିର୍ବାଚନ: ରାଲି ବନ୍ଦ କଲା ବିଜେଡି

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ପିପିଲି ରେ ପ୍ରଚାର ବନ୍ଦ କଲା ବିଜେଡି । ଆଜି ଏନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଚନା…

ମଦ କିଣିବାକୁ ଆସିଥିବା ମହିଳା କହିଲେ ଔଷଧ କାମ କରିବନି, ମଦ କାମ କରିବ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଏହାକୁ ଦେଖି ସୋମବାର ଦିଲ୍ଲୀ ସରକାର ରାଜ୍ୟରେ ୬ ଦିନ ଲକଡାଉନ୍ ଘୋଷଣା କରିଛନ୍ତି । ଲକଡାଉନ୍ ଲାଗିବା…

ଔଷଧ କଳାବଜାରୀ ରୋକିବା ପାଇଁ ଗଠନ ହେଲା ୨୩ଟି ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ବଢିବାରେ ଲାଗିଛି । ଏହି ସମୟରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ…

ସଂକ୍ରମିତଙ୍କ ପାଇଁ ଏହି ରାଜ୍ୟ ମାନଙ୍କରେ ନାହିଁ ବେଡ୍ କି ଅକ୍ସିଜେନ୍

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଚାଲିଛି ଯେ, ସେମାନଙ୍କ ପାଇଁ ବେଡ୍ ନାହିଁ କି ଅକ୍ସିଜେନ୍ ମଧ୍ୟ ନାହିଁ ।…

ଡାକ୍ତର ମାନଙ୍କ ସହ କରୋନା ସ୍ଥିତି ନେଇ କଥା ହେବେ ମୋଦି

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ସ୍ଥିତି ନେଇ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏନେଇ ଦେଶର କିଛି ଅଗ୍ରଣୀ ଡାକ୍ତର ମାନଙ୍କ ଆଲୋଚନା କରିବେ ।…

ଘୁଞ୍ଚିଲା ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଶୁଣାଣି

ଭୁବନେଶ୍ୱର ୧୯ ।୪ (ଓଡିଶା ଭାସ୍କର) : ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଘୁଞ୍ଚିଲା ଶୁଣାଣି । କଟକ ପରିବାର ଅଦାଲତରେ ହୋଇ ପାରିଲା ନାହିଁ ମାମଲାର ଶୁଣାଣି । ଅବେଦନକାରୀ ବର୍ଷାଙ୍କୁ ମାମଲାର କପି ଦିଆଯାଇ ନଥିବାରୁ…