Browsing Category

Featured

ଟି-୨୦ ବିଶ୍ୱ କପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇ ପାରନ୍ତି ଅନିଲ କୁମ୍ବଲେ, ବଢିପାରେ କୋହଲିଙ୍କ ମୁସ୍କିଲ !

ନୂଆଦିଲ୍ଲୀ : ୟୁଏଇ ଓ ଓମାନରେ ଖେଳା ଯିବାକୁ ଥିବା ଆଇସିସି ଟି-୨୦ ବିଶ୍ୱ କପ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ନୂତନ କୋଚ୍ ସନ୍ଧାନରେ…

୧୫ ବର୍ଷୀୟ ବାଳକର ଯୌନାଙ୍ଗରେ ଫସିଗଲା USB କେବୁଲ, ଆଉ ତା’ପରେ…

ଅନେକ ଥର ଅନାବଶ୍ୟକ ପରୀକ୍ଷଣ ନିଜ ଉପରେ ହିଁ ଭାରି ପଡେ । ସେହିପରି ଲଣ୍ଡନରେ ୧୫ ବର୍ଷୀୟ ଜଣେ ବାଳକ ଏକ ଅଜବ ପରୀକ୍ଷଣ କରୁଥିବା ବେଳେ USB କେବୁଲ ତାର ଯୌନାଙ୍ଗରେ ଫସିଯାଇଥିଲା । ଡାକ୍ତରମାନେ ସେହି ୟୁଏସବି କେବଲକୁ…

କଂଗ୍ରେସରୁ ଇସ୍ତଫା ଦେବେ କ୍ୟାପଟେନ୍ ଅମରିନ୍ଦର ସିଂହ ? ସୋନିଆଙ୍କୁ କହିଲେ- ବହୁତ ହୋଇଗଲା ଅପମାନ

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ନବୋଜତ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ବଡ ଖବର…

ବେଦି ନାହିଁ କି ପଣ୍ଡିତ ନାହାନ୍ତି, କିନ୍ତୁ ସଜେଇ ହୋଇଛନ୍ତି ବର କନ୍ୟା; ଦିବ୍ୟାଙ୍ଗ ଦମ୍ପତିଙ୍କ ନିଆରା ବିବାହ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଭଗବାନଙ୍କ ସୃଷ୍ଟିରେ କାହା ଭାଗ୍ୟ କେଉଁ ମୋଡ଼ ନେବ ତାହା ହୁଏନି । ତେବେ ଏହି ଆଧାରରେ ଜନ୍ମରୁ କେହି ଅନାଥ କି ଦିବ୍ୟାଙ୍ଗ ହୋଇ ନଥାନ୍ତି। କିନ୍ତୁ ଅନାଥ ହୋଇଗଲା ପରେ ସମାଜରେ ସେମାନଙ୍କ…

ଏଣିକି ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା, ସରକାର ପ୍ରସ୍ତୁତ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଏଣିକି ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଠ୍ୟକ୍ରମରେ ଦକ୍ଷତା କାର୍ଯ୍ୟକଳାପ ଏବଂ ଉଚ୍ଚ ଶିକ୍ଷାରେ ଆଧୁନିକ…

୧୫ ଦିନ ପାଇଁ ପୁଣି ବନ୍ଦ ହେବ ସ୍କୁଲ

ନୂଆଦିଲ୍ଲୀ: ସ୍କୁଲ ଖୋଲିବାରୁ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥାତ୍ ୧୮ ସେପ୍ଟେମ୍ବରରୁ ଆସନ୍ତା ୧୫ ଦିନ ପାଇଁ ସମସ୍ତ ସ୍କୁଲ ଓ ହଷ୍ଟେଲଗୁଡିକ ବନ୍ଦ କରିବାକୁ…

ଘରୁ ଜବତ ହେଲା ୫ଜଣଙ୍କ ମୃତଦେହ, ୯ ବର୍ଷର ପିଲା ବି ସାମିଲ

ବେଙ୍ଗାଲୁରୁ: ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତୂ ଠାବ ହୋଇଛନ୍ତି । ଏଥିରେ ଚାରି ଜଣ ବୟସ୍କ ରହିଥିବା ବେଳେ ଗୋଟିଏ ୯ ମାସର ପିଲା ବି ସାମିଲ ରହିଛି । ଶୁକ୍ରବାର ଦିନ ସେମାନଙ୍କ ମୃତ ଦେହ ତାଙ୍କ ଘରୁ ଠାବ ହୋଇଛି ।…

ହାତରେ ବ୍ୟାଗ୍ ଧରି ପାଦରେ ଚାଲି ଚାଲି କୁଆଡ଼େ ଯାଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ଏହି ଫଟୋ ପଛର ରହସ୍ୟ

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତରେ ବ୍ରିଫକେସ୍ ଧରି ଯାଉଥିବାର କିଛି ଲୋକ ଦେଖିଥିଲେ । ଦେଶର ଜଣେ ସର୍ବୋଚ୍ଚ ଆସନରେ କ୍ଷମତାସୀନ ବ୍ୟକ୍ତିଙ୍କୁ ଏକ ରେଳ ଷ୍ଟେସନରେ ଏପରି ଅବସ୍ଥାରେ ଦେଖି…

ଅବୈଧ ସମ୍ପର୍କ ଥିବା ସନ୍ଦେହ କରି ବିଚ୍ ରାସ୍ତାରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ, ୭ ମାସ ତଳେ ହୋଇଥିଲା ପ୍ରେମ ବିବାହ

ନୋଏଡ଼ା: ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ସନ୍ଦେହ କରୁଥିଲା ସ୍ୱାମୀ । ଆଉ ରାଗରେ ଆସି ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଦେଲା । ଶବକୁ ନେଇ ଗୋଟିଏ ସ୍ଥାନରେ ଫୋପାଡ଼ି ଦେଲା । ଏହିଭଳି ଏକ ଅଭାବନୀୟ ଘଟଣା…

୨ ଛାତ୍ରଙ୍କ ଆକାଉଣ୍ଟକୁ ୯୦୦ କୋଟି ଆସିବା ଘଟଣାରେ ନୂଆ ମୋଡ଼! ଡିଏମଙ୍କୁ ଏପରି ରିପୋର୍ଟ ଦେଲା ବ୍ୟାଙ୍କ

ନୂଆଦିଲ୍ଲୀ: ରାତାରାତି କାଗଜରେ କୋଟିପତି ହୋଇଥିବା ୨ ଛାତ୍ର ଗୁରୁଚରଣ ଓ ଅସିତ କୁମାରଙ୍କ ମାମଲାରେ ଆସିଛି ନୂଆ ମୋଡ଼ । ୨ ଛାତ୍ରଙ୍କ ଆକାଉଣ୍ଟକୁ ପ୍ରାୟ ୯୦୦ କୋଟି ଟଙ୍କା ଆସିବା ପରେ ବିହାର କୋଟିହାର, ପସ୍ତିଆ ଗାଁ ଖୁବ…