Browsing Category
Featured
ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ଆଜି କ’ଣ କହିଲେ ଏସଆରସି, ଜାଣନ୍ତୁ
ଭୁବନେଶ୍ୱର,(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…
ଖାଦ୍ୟ ପାଇବାକୁ ଟିଭି, ଫ୍ରିଜ୍, ସୋଫା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫଗାନିସ୍ତାନ ନାଗରିକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ଆଫଗାନୀ ମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମନମାନୀ ଶାସନ ଚଳାଇଛନ୍ତି । ଦୀର୍ଘ ଦିନ ଧରି ଯୁଦ୍ଧ ପରିସ୍ଥିତି ଲାଗି…
ମୂର୍ତ୍ତି ବିବାଦ: ପୂଜା କମିଟିକୁ ବଡ ଝଟକା, ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ
କଟକ : ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କମିଟିଗୁଡିକୁ ଲାଗିଛି ବଡ ଝଟକା । ମୂର୍ତ୍ତି ଉଚ୍ଚତା ବୃ୍ଦ୍ଧି କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଶୁଣାଣିରେ କହିଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ…
ଆତଙ୍କୀ ବେଶରେ ନଜର ଆସିଲେ ବାଇଡେନ୍, ପୋଷ୍ଟରରେ ଲେଖା ହୋଇଛି- ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁବ୍ ସମାଲୋଚନା କରାଯାଉଛି । ଖୋଦ୍ ଆମେରିକାବାସୀ ମଧ୍ୟ ଆଫଗାନରୁ କାହିଁକି ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର…
କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ? ଜିଏସଟି ପରିଷଦ ବୈଠକରେ ଆଜି ହୋଇପାରେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…
୬ ମାସ ପୂର୍ବରୁ ହିଁ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ଲଢେଇ ଜାରି ରହିଥିଲା ! ଏବେ ସାମ୍ନାକୁ ଆସିଲା ରେଜଲ୍ଟ
ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ଏହାର ପ୍ରସ୍ତୁତି ଅନେକ ମାସ ପୂର୍ବରୁ ଚାଲିଥିଲା । କୋହଲି ଅତ୍ୟଧିକ କାର୍ଯ୍ୟଭାରର ଚାପ କଥା କହି ଟି-୨୦ ବିଶ୍ୱ…
ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି, ଏହି ଖେଳାଳିଙ୍କୁ ଦେବାକୁ ଚାହୁଁଥିଲେ ଦାୟିତ୍ୱ
ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ବିଶ୍ୱ କପ୍ ପରେ ଟି-୨୦ ଅଧିନାୟକ ପଦରୁ ହଟିଯିବେ । ତାଙ୍କ ଇସ୍ତଫା ପରେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବିରାଟ କୋହଲି ରୋହିତ ଶର୍ମାଙ୍କୁ ଉପ…
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ମିଳିବ ୫ ହଜାର ପୁରସ୍କାର, ଜାଣନ୍ତୁ କେଉଁଠି ଲାଗୁହେଲା
ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଜନସାଧାରଣଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଏଥିସହିତ ଉକ୍ତ…
ଗୁଜୁରାଟ ମଡେଲ୍ ଦେଖିବେ, ଓଡ଼ିଶାରେ ସକ୍ସେସ ପାଇଁ ଚେଷ୍ଟା କରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନର ଏକ ବିଶେଷ ଦଳ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ଅବସରରେ ଗୁଜୁରାଟରେ ଆଗାମୀ ୩…
ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଆଜି ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ବଡ଼ କ୍ଷତି
ଦେବଶିଳ୍ପୀ ବିଶ୍ୱକର୍ମା ସମସସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ । ଆଜିର ବିଶ୍ୱକର୍ମା ଦିବସ ଅବସରରେ ସମଗ୍ର ଦେଶରେ ବିଶ୍ୱକର୍ମାଙ୍କ…