Browsing Category
Featured
ଟଳିଲା ବଡ ଦୁର୍ଘଟଣା, ରାୟପୁରରୁ ଦିଲ୍ଲୀ ଯାଉଥିବା ବିମାନ ସହ ପକ୍ଷୀ ମାଡ, ଯାତ୍ରା କରୁଥିଲେ କେନ୍ଦ୍ର ମନ୍ତ୍ରୀ
ରାୟପୁର : ଛତିଶଗଡର ରାୟପୁର ବିମାନ ବନ୍ଦରରେ ଟଳିଲା ବହୁତ ବଡ ଦୁର୍ଘଟଣା । ବିମାନ ସହ ହେଲା ପକ୍ଷୀ ମାଡ । ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇସି ୪୬୯ ଯେମିତି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲା, ବିମାନ ସହ…
ଜମତାରା ଗ୍ୟାଙ୍ଗ ସକ୍ରିୟ: ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୮୯ହଜାର ଟଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣିଥରେ ସକ୍ରିୟ ହୋଇଗଲେଣି ଜମତାରା ଗ୍ୟାଙ୍ଗ୍ । କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଗ୍ୟାଙ୍ଗ ୮୯ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି । ଏହି ମାମଲାରେ ଓଡ଼ିଶା…
ଯେତେବେଳେ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ହିନ୍ଦୀରେ ଭାଷଣ ଦେଉଛନ୍ତି, ଆମକୁ ଲଜ୍ଜା କାହିଁକି ଆସିବ: ଅମିତ୍ ଶାହା
ନୂଆଦିଲ୍ଲୀ : ଦେଶରେ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ହିନ୍ଦୀ ଦୁନିଆରେ ସର୍ବାଧିକ ପ୍ରଚଳିତ ଭାଷା ମଧ୍ୟରୁ ଗୋଟିଏ । ହିନ୍ଦୀ ଦିବସ ଅବସରରେ ମଙ୍ଗଳବାର ଦିଲ୍ଲୀ ସ୍ଥିତ…
ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC
ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ…
ପ୍ରତିଦିନ ୭ହଜାର ପାଦ ଚାଲିଲେ ବଢ଼େ ଆୟୂଷ: ଅଧ୍ୟୟନ
ଟୋକିଓ: ଫିଟ୍ ରହିବା ପାଇଁ ଡାକ୍ତର ମାନେ ସବୁବେଳେ ୱାକିଂ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦୈନିକ ୭ହଜାର ପାଦ ଚାଲିବା ଦ୍ୱାରା ଆୟୂଷ ବଢ଼ିଥାଏ ତଥା…
ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ…
ଏବେ ହିମାଚଳ ପ୍ରଦେଶ ପାଳି, ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା…
ଗ୍ୟାସ୍ ସିଲିଣ୍ଡର ଫାଟି ମା’ ସମେତ ତିନି ପିଲା ମୃତ
ମୁଜଫରପୁର: ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମାଆ ସମେତ ତିନି ଜଣ ପିଲା ଏଥିରେ ଆଖି ବୁଜିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ଘଟିଛି ବିହାରର ମୁଜଫରପୁର ଜିଲ୍ଲାର ମୀନାପୁର ଥାନା…
ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା…
ବଡ଼ ଲୋକଙ୍କ ପାଇଁ ଲାଗୁ ହୁଏନି ଫେସବୁକ୍ ନିୟମ: ରିପୋର୍ଟ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ୱେବସାଇଟ୍ ଫେସବୁକ୍ ଅନେକ ସେଲିବ୍ରିଟି, ରାଜନେତା ଏବଂ ଅନ୍ୟାନ୍ୟ ବଡ ବ୍ୟକ୍ତିତ୍ୱଙ୍କୁ ନିଜ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ନିୟମରୁ ମୁକ୍ତ କରିଥାଏ। ଏହା ଏକ ରିପୋର୍ଟରେ ପ୍ରକାଶ ପାଇଛି ।…