
Browsing Category
Featured
ଜେଲ୍ ଗଲେ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ଗଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କଲେ ଏଡିଜେ-୧ କୋର୍ଟ । ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜାମିନ…
OAS-2019 ରେଜଲ୍ଟ ପ୍ରକାଶିତ
ଭୁବନେଶ୍ୱର: ପ୍ରକାଶ ପାଇଲା OAS-2019 ରେଜଲ୍ଟ । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଟପ୍-୧୦ରେ ରହିଛନ୍ତି ୩ ମହିଳା ।୨ୟ ସ୍ଥାନରେ ଅଙ୍କୁର…
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଡିଏଫଓଙ୍କୁ କ୍ଲିନଚିଟ୍, ବିଦ୍ୟାଭାରତୀଙ୍କ ନାମରେ ଲାଗିଲା ଦଫା
ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ । ସୌମ୍ୟଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ଏଡିଜି । ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଛି…
ମିଳିଲାନି ଜାମିନ, ଜେଲ ଯିବେ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଶୁକ୍ରବାର ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଖୋର୍ଦ୍ଧା ଏଡିଜେ-୧ କୋର୍ଟ…
ପୋଷ୍ଟ ଅଫିସର ଏହି ସ୍କିମ୍ ରେ ୧୫୦୦ ଟଙ୍କା ଜମା କଲେ ମିଳିବ ୩୫ ଲକ୍ଷ, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ବଜାରରେ ଅନେକ ନିବେଶ ବିକଳ୍ପ ରହିଛି । ଅନେକ ସ୍କିମରେ ଦିଆଯାଉଥିବା ରିଟର୍ଣ୍ଣ ଆକର୍ଷଣୀୟ ରହିଥାଏ । ଅବଶ୍ୟ କିଛି ନିବେଶରେ ରିସ୍କ ମଧ୍ୟ ରହିଥାଏ । ତେବେ ଯଦି ଆପଣ କମ ରିସ୍କ ଥିବା ରିଟର୍ଣ୍ଣ ବା ନିବେଶ…
ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ଯ୍ୟନ, ବେଲ୍ ଖାରଜ
ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇ କୋର୍ଟ । ଏବେ ୧୪…
ଚିଲିକା ବିଧାୟକଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଲାଗିଲା ସଙ୍ଗୀନ ଦଫା । ଏସସି/ଏସଟି ଆଇନ ସହିତ ବିଭିନ୍ନ ଅପରାଧିକ ଦଫା ଲାଗିଥିବା ଜଣାପଡିଛି । ତେବେ ଦୀର୍ଘ ୧ ମାସ ଧରି ଫେରାର ଥିବା…
ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ
୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା…
‘ଟାଟା’ର ହେଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆକୁ ଫେରିପାଇଲା ଟାଟା । ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ । କମ୍ପାନୀ ଏହି ସରକାରୀ ଏୟାରଲାଇନ୍ସ ପାଇଁ ସବୁଠୁ ଅଧିକ ୧୮ ହଜାର କୋଟି ବିଡିଂ ଡାକି ଏହାକୁ ନିଜ…
ପାର୍ବଣରେ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ହ୍ରାସ ପାଉଥିଲେ ବି ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ପାର୍ବଣରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ପାର୍ବଣ ସମୟରେ କରୋନା ଗାଇଡଲାଇନ୍…