Browsing Category

Featured

ତାଲିବାନ: ଏକ ଭିନ୍ନ ଚିନ୍ତନ

ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ମୌଳବାଦ ଇସ୍ଲାମିକ୍ ମାନସିକତାର ଆତଙ୍କ ବଳୟରେ ଆଫଗାନିସ୍ତାନ । ତେବେ ଏହା କେବଳ କଣ ଆଫଗାନିସ୍ତାନରେ ସୀମିତ? ବଳକା…

ରାଶିଫଳ(ଶନିବାର,୨୧ ଅଗଷ୍ଟ ,୨୦୨୧)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ…

ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନିତ୍ୱ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର…

ପିଲାଙ୍କ ପାଇଁ ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ପରୀକ୍ଷଣ ପାଇଁ ଅନୁମତି ଲୋଡିଲା ଜନସନ୍‌ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି । ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି…

ଜିମ୍‌ ଯାଇ ୱର୍କଆଉଟ୍‌ କରିବାକୁ ପସନ୍ଦ କରୁନାହାଁନ୍ତି ‘ଦେଶୀ ଗାର୍ଲ’

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଆକ୍ଟିଂ ସହ ଫିଟ୍‌ନେସ୍‌ ଓ ଷ୍ଟାଇଲ୍‌କୁ ନେଇ ବେଶ୍‌ ପ୍ରସିଦ୍ଧ । ସେ ସର୍ବଦା ନିଜର ଷ୍ଟନିଂ ଫିଗରକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ…

ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟା ମାମଲା: ୭ବର୍ଷ ପରେ ଫେରାର ଅଭିଯୁକ୍ତକୁ ଧରିଲା ପୁଲିସ

ପିପିଲି,(ଭାସ୍କର ନ୍ୟୁଜ୍‌): ଦୀର୍ଘ ୭ବର୍ଷ ପରେ ଫେରାର ହତ୍ୟା ଅଭିଯୁକ୍ତକୁ ବଳଙ୍ଗା ପୁଲିସ ଧରିବାରେ ସକ୍ଷମ ହୋଇଛି । ୨୦୧୪ ମସିହାରେ ପିପିଲି ଥାନା ଅଂଚଳରେ ଘଟିଥିବା ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟାକାଣ୍ଡ…

ଟି-୨୦ ବିଶ୍ୱକପ୍‌ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା: ଦଳ ଗଠନ ନେଇ ଚାଲିଛି ବିଚାରବିମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ସବୁ ଫର୍ମାଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ…

ନୂଆ ଫଙ୍ଗସ୍‌ର ସନ୍ଧାନ କଲା ଭୁବନେଶ୍ୱର ଏମ୍ସ, କୋଭିଡ୍ ଓ ଅଣ କୋଭିଡ୍ ରୋଗୀଙ୍କୁ ସହଜରେ ଆକ୍ରାନ୍ତ କରେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଗବେଷକମାନେ ଏକ ନୂଆ ଫଙ୍ଗସ୍‌ର ସନ୍ଧାନ କରିଛନ୍ତି । ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି । ଏହା…

ବିଧାନସଭାର ମୌସୁମୀ ଅଧିବେଶନ ପ୍ରସ୍ତୁତି : ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ…

ଅଗଷ୍ଟ ୨୨ରେ ରକ୍ଷାବନ୍ଧନ; ଜାଣି ରଖନ୍ତୁ ରାଖୀ ବାନ୍ଧିବାର ଶୁଭ ସମୟ

ଚଳିତ ବର୍ଷ ଅଗଷ୍ଟ ୨୨ ଅର୍ଥାତ ଆସନ୍ତା ରବିବାରରେ ପଡ଼ୁଛି ରକ୍ଷାବନ୍ଧନର ପବିତ୍ର ପର୍ବ । ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାଖିବାନ୍ଧିଥାଏ ଏବଂ ଭାଇ ଭଉଣୀକୁ ଉପହାର ଦେଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଶୁଭ…