CHARIDHAM
Browsing Category

Featured

ଭିଜିଲାନ୍ସ ଜାଲରେ ପୋଲିସ ASI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ପୋଲିସ ଏଏସଆଇ । ଜାମିନ ପାଇଁ ସହଯୋଗ କରିବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।…

ବିସିସିଆଇ ପାଇଁ ଘରୋଇ କ୍ରିକେଟ୍‌ ବିରାଟ ଚାଲେଞ୍ଜ: ୧୩ ଟୁର୍ଣ୍ଣାମେଣ୍ଟ୍‌ର ୧୦୫୪ ମ୍ୟାଚ୍‌ ଆୟୋଜନ କରିବ

ନୂଆଦିଲ୍ଲୀ: ଗତ ବର୍ଷ କରୋନା ପ୍ରଭାବ ଯୋଗୁ ବିସିସିଆଇ ଘରୋଇ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରିବା ଦିଗରେ ସଫଳ ହୋଇ ପାରି ନ ଥିଲା । ମାତ୍ର ଚଳିତ ବର୍ଷ ଦେଶରୁ କରୋନା ଆତଙ୍କ ସମ୍ପୂର୍ଣ୍ଣ ହଟି ନ ଥିଲେ ହେଁ ଏହାକୁ…

ମୋବାଇଲ୍ ଇୟରଫୋନ୍ ୟୁଜ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ: ଏତିକି ଘଣ୍ଟା ପାଇଁ ଗୀତ ଶୁଣିଲେ ଡେଡ୍ ହୋଇଯିବ କାନ

ନୂଆଦିଲ୍ଲୀ: ଆପଣ ଇୟରଫୋନ ୟୁଜ୍ କରୁଛନ୍ତି କି? ଆଜିକାଲି ଅଧିକାଂଶ ଯୁବପୀଢ଼ି ଲଗାତର କାନରେ ଇୟରଫୋନ ଲଗାଇ ଗୀତ ଶୁଣିବା ସହ ମୁଭି ଦେଖିଥାନ୍ତି । ଯଦିଓ ଇୟରଫୋନ ୟୁଜ୍ କରିବା ଖରାପ ନୁହେଁ, ତେବେ ଅଧିକ ମାତ୍ରାରେ ଏହାକୁ…

ନବ ବିବାହିତା କନ୍ୟା ରାତିରେ ବର ସହ କଲା କିଛି ଏପରି, ପରିବାର ଲୋକେ ଆଶ୍ଚର୍ଯ୍ୟ

ବାହାଘର ହେଉଛି ଏକ ପବିତ୍ର ବନ୍ଧନ । ହିନ୍ଦୁ ଧର୍ମରେ ଏହାକୁ ୭ ଜନ୍ମର ସର୍ମ୍ପକ ଭାବେ କୁହାଯାଏ । କିନ୍ତୁ ଆଜିକାଲିର ବାହାଘର ଖେଳ ପାଲଟିଯାଇଛି । କିଛି ଲୋକ ଯୌତୁକ ପାଇଁ ବାହା ହେଉଛନ୍ତି ତ ଆଉ କେତେକ ଝିଅ ବାହାଘର…

୨୫୦୦ ଲୋକଙ୍କୁ ରୋଜଗାର ଦେବ ଏଚଡିଏଫସି, ୨ ଲକ୍ଷ ଗ୍ରାମରେ ଖୋଲିବ ନୂଆ ବ୍ରାଞ୍ଚ

ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇ ଦୁର୍ଦ୍ଦିନରେ ଗତି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦେଶର ବୃହତ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ୨୫୦୦ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ଘୋଷଣା କରିଛି । ଏଥିପାଇଁ ୨…

୩ ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ କରମବୀର ସିଂ, ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ୩ ଦିନିଆ ଓମାନ ଗସ୍ତରେ ଯାଇଛନ୍ତି ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶର ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ଆଲୋଚନା ହେବ । ଓମାନ ନୌସେନା…

ଚନ୍ନିଙ୍କ ନୂଆ ଟିମ୍‌: ଶପଥ ନେଲେ ୧୫ ମନ୍ତ୍ରୀ, ୭ ନୂଆ ଚେହେରାଙ୍କୁ ସୁଯୋଗ

ଚଣ୍ଡିଗଡ : ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ସଂପ୍ରସାରଣ ହୋଇଛି । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍‌ ଚଣ୍ଡିଗଡ଼ ରାଜଭବନରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର…

ଖୁବଶୀଘ୍ର ବାୟୁସେନା ପାଇଁ ବିମାନ ତିଆରି କରିବ ଟାଟା, ୪୦ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଏୟାରବସ ସହ ଚୁକ୍ତି

ନୂଆଦିଲ୍ଲୀ: ଟାଟା ଗ୍ରୁପରTata advance system କମ୍ପାନୀ ଖୁବଶୀଘ୍ର ବାୟୁସେନା ପାଇଁ ତିଆରି କରିବ ବିମାନ । ଏଥିପାଇଁ କମ୍ପାନୀ ଏୟାରବସ ସହ ଏକ ଚୁକ୍ତି କରିଛି । ଏନେଇ ରତନ ଟାଟା ସୂଚନା ଦେଇଛନ୍ତି । ଭାରତୀୟ…

ଗଭୀର ଅବପାତରେ ପରିଣତ ହେଲା ‘ଗୁଲାବ’, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶଶ ଭାସ୍କର): ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ‘ଗୁଲାବ’ । ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ‘ଗୁଲାବ’ ଗତି କରୁଛି । ଗୋପାଳପୁରରୁ ୨୨୦ କିମି ଦୂରରେ ରହିଛି ‘ଗୁଲାବ’ । ଏହାର…

ରାଶିଫଳ(ସୋମବାର,୨୭ ସେପ୍ଟେମ୍ବର,୨୦୨୧)

ମେଷ - - ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟୀ ମାନଙ୍କର କାରବାର ବୃଦ୍ଧି ହେବା ଫଳରେ ଆର୍ଥିକସ୍ଥିତି ସୁଧୁରି ଯାଇ ମନରେ ଥିବା କାମନା…