Browsing Category

Featured

44 MP ସେଲଫି କ୍ୟାମେରା ସହିତ ଭାରତରେ ଲଞ୍ଚ ହେଲା Vivo V21 5G

ନୂଆଦିଲ୍ଲୀ, ୨୯/୦୪: ସ୍ମାର୍ଟଫୋନ ନିର୍ମାତା କଂପାନୀ Vivo ଆଜି ଭାରତରେ ଏହାର Vivo V21 5G କୁ ଲଞ୍ଚ କରିଛି । କଂପାନୀ ଅନୁଯାୟୀ ଏହା ଭାରତର ସବୁଠାରୁ ପତଳା ଫୋନ ହେବାକୁ ଯାଉଛି । ଏହା ସହ ଭିଭୋର ଏହି ଫୋନ ଦୁନିଆର…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ ସିଂହ

ନୂଆଦିଲ୍ଲୀ ୨୯ ।୪ (ଓଡ଼ିଶା ଭାସ୍କର) : କରୋନା ସଂକ୍ରମିତରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଆଜି ତାଙ୍କୁ ଏମ୍ସ ଟ୍ରାମା କେୟାରୁ ଡିସର୍ଚାଜ କରାଯାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।…

କମିଲା କୋଭାକ୍ସିନ୍ ଟିକା ଦର

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଆଜି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକା କୋଭକ୍ସିନ୍ ର ଦର କମିଛି । କମ୍ପାନୀ ପକ୍ଷରୁ ଟିକାର ଦର କମାଇ ଦିଆଯାଇଛି । ପରିବର୍ତ୍ତିତ ଦର ଅନୁସାରେ ଏବେ ପ୍ରତି…

‘ମୋ ମାଆ ମରିଯିବେ’ ଅକ୍ସିଜେନ୍ ସିଲିଣ୍ଡର ପାଇଁ ପୋଲିସକୁ ଅନୁରୋଧ କରୁଥିବା ଭିଡିଓ ଭାଇରଲ

ଉତ୍ତରପ୍ରଦେଶ ୨୯ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ…

ସ୍ୱାମୀ ଅଫିସ୍ ଯିବା ପରେ ବୟଫ୍ରେଣ୍ଡକୁ ଘରକୁ ଡାକି ସ୍ତ୍ରୀ କରୁଥିଲା ରାସଲୀଳା, ଧରିଲା ହିଡେନ୍ କ୍ୟାମେରା

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଅନେକ ସମୟରେ ଦେଖିବାକୁ ମିଳେ ଯେ ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଆଉ ଜଣଙ୍କ ସହ ସମ୍ପର୍କରେ ଥାଏ । ଯାହା ସେମାନଙ୍କ ବୈବାହିକ ଜୀବନକୁ ନଷ୍ଟ କରିଦିଏ । ଯେତେବେଳେ ସ୍ୱାମୀ ର ସ୍ତ୍ରୀ…

ତାମିଲ ଅଭିନେତା ସିଦ୍ଧାର୍ଥଙ୍କ ଫୋନ୍ ନମ୍ବର ଲିକ୍, ମିଳୁଛି ଦୁଷ୍କର୍ମ ଓ ହତ୍ୟା ଧମକ

ମୁମ୍ବାଇ, ୨୮/୪(ଓଡ଼ିଶା ଭାସ୍କର) : ତାମିଲ ଅଭିନେତା ସିଦ୍ଧାର୍ଥଙ୍କୁ କିଛି ଦିନ ହେବ ଲଗାତର ଭାବରେ ହତ୍ୟା ଧମକ ମିଳୁଛି । ଖାଲି ସେତିକି ନୁହେଁ ତାଙ୍କ ପରିବାର ଲୋକଙ୍କୁ ଦୁଷ୍କର୍ମ କରିବା ନେଇ ମଧ୍ୟ ଧମକ ମିଳିଛି ।…

ସବୁଠାରୁ ଉଦାର ବ୍ୟକ୍ତି: ଦିନକୁ ଦାନ କରିଥିଲେ ୨୨ କୋଟି

କିଛି ଲୋକ କୌଣସି ପ୍ରଚାର ନକରି ସମାଜର ଉନ୍ନତି ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରନ୍ତି, ଏବଂ ଏହିପରି ଜଣେ ବ୍ୟକ୍ତି ଯିଏକି ‘ସବୁଠାରୁ ଉଦାର ବ୍ୟକ୍ତି' ଭାବରେ ସମ୍ମାନିତ ହୋଇଛନ୍ତି, ସେ ହେଉଛନ୍ତି ୱିପ୍ରୋ…

ମାସ୍କ ପାଇଁ ଫାଇନ ୫.୨୪ କୋଟି

ଭୁବନେଶ୍ୱର, ୨୯/୦୪: ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କୋଭିଡ କଟକଣା । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟ ଡାଉନ ଭଳି କଟକଣାକୁ କଡା କଡି ଭାବରେ ପାଳନର ନିର୍ଦ୍ଧେଶ ରହିଛି । ତେବେ ଆଜି…

କରୋନାରେ କାମ ଅଭାବ ଯୋଗୁ ଅଭିନେତାଙ୍କ ସହ ସମ୍ପର୍କ କାଟିଦେଲା ପରିବାର !

ମୁମ୍ବାଇ ୨୯ ।୪ (ଓଡ଼ିଶା ଭାସ୍କର) : ‘ଭୀଷ୍ମପିତା’ ଭାବେ ଅଭିନୟ କରିଥିବା ସୁନୀଲ ନାଗର ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି । ଯିଏ ଦିନେ ରାମନନ୍ଦ ସାଗରଙ୍କ ନର୍ଦ୍ଦେଶନାରେ ‘ଶ୍ରୀ କ୍ରିଷ୍ଣା’ ସିରିୟଲରେ…

ହୋମ୍ ଆଇସୋଲେସନରେ ଥିଲେ ପିନ୍ଧନ୍ତୁ ଟ୍ରିପଲ୍ ମାସ୍କ

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଦେଶରେ ସଂକ୍ରମଣ ହାର ବଢ଼ୁଥିବା ବେଳେ ପୁଣି ଆଜି ହୋମ୍ ଆଇସୋଲେସନ୍ ନିୟମାବଳୀ ଦୋହରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ନିୟମାନୁସାରେ ପୁର୍ବରୁ କୁହାଯାଇଥିଲା ଯେ ଯେଉଁ…