Browsing Category
Featured
ସାଙ୍ଘାତିକ ସ୍ଥିତିରେ ଓଡିଶା: ଦିନକରେ ୩୧୧୪ ପଜିଟିଭ ଚିହ୍ନଟ ଓ ୪ ମୃତ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୧୭।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି…
ହାଇଦରକୁ ହେଲା କରୋନା, ରିମାଣ୍ଡ ସ୍ଥଗିତ
କଟକ,୧୭।୪(ଓଡିଶା ଭାସ୍କର) : ତେଲେଙ୍ଗାନାରୁ ଧରା ପଡିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ନେଇ ଆସିଛି ବଡ ଖବର । ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା…
ବିଶ୍ୱରେ ୩୦ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ, ୧୭।୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୧୧ ହଜାର ୪୭୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…
ରାଶିଫଳ (ଶନିବାର ,୧୭ ଅପ୍ରିଲ ,୨୦୨୧)
ମେଷ - ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢ଼େଇବ । ପରିବାରରେ ଉତ୍ତମ ଯୋଜନାବଦ୍ଧ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ…
ତାମିଲ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ତାମିଲ ସୁପରଷ୍ଟାର ପବନ କଲ୍ୟାଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା…
ରଙ୍ଗିଲା ହାଇଦର୍ : ୩ ପ୍ରେମିକା ପାଇଁ ଧରାପଡିଲା ଗ୍ୟାଙ୍ଗଷ୍ଟାର୍
ଭୁବନେଶ୍ୱର , ୧୬ା୪ (ଓଡିଶା ଭାସ୍କର): ହାଇଦର୍ ଫେରାର୍ ଘଟଣାରେ ଆଉ ଏକ ବଡ ଖୁଲାସା ହୋଇଛି । ଗତ ୧୦ ତାରିଖରେ ହାଇଦର୍ କଟକ ଏସସିବିରୁ ଫେରାର୍ ହୋଇଯାଇଥିଲା । ହେଲେ ତେଲେଙ୍ଗାନାରୁ ତାକୁ ପୋଲିସ୍ ଧରିବାରେ ସଫଳ…
ନୀରବ ମୋଦୀଙ୍କର ଭାରତ ଫେରିବା ନେଇ ହେଲା ପଥ ପରିସ୍କାର
ନୁଆଦିଲ୍ଳୀ, ୧୬ା୪ (ଓଡିଶା ଭାସ୍କର) : ପଳାନ୍ତକ ନୀରବ ମୋଦୀ ଖୁବ୍ ଶୀଘ୍ର ଭାରତ ଫେରିବ । ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ନୀରବ ମୋଦୀ ଫେରିବା ନେଇ ମଞ୍ଜୁରୀ ଦେଇଛନ୍ତି । ଶୁକ୍ରବାର ଦିନ ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି…
କୋଭିଡ୍ ପାଇଁ ସ୍ଥଗିତ ହେବ ନାହିଁ ଅଲିମ୍ପିକ୍ସ
ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଚଳିତ ବର୍ଷ ଅନୁଷ୍ଠିତ ହେବ ଟୋକିଓ ଅଲିମ୍ପିକ୍ସ । ଜାପାନରେ ସଂକ୍ରମଣ ବଢ଼ୁଥିବାରୁ ଗତବର୍ଷ ଭଳି ଏବର୍ଷ ବି ଅଲିମ୍ପିକ୍ସକୁ ସ୍ଥଗିତ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।…
କର୍ଫ୍ୟୁ ବେଳେ କଣ ବନ୍ଦ ରହିବ ଓ କଣ ଖୋଲା ରହିବ ?
ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦେଖି ସରକାର ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୧୭ ତାରିଖରୁ ରାଜ୍ୟର ଛତିଶଗଡ ସୀମାନ୍ତ ୧୦…
ରାଜ୍ୟରେ ଏପ୍ରିଲ୍ ୧୯ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ; ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର ୧୬ ।୪ (ଓଡିଶା ଭାସ୍କର) : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ…