Browsing Category

Featured

ଏପ୍ରିଲ ମାସରେ ସବୁଦିନ କରୋନା ଟିକାଦାନ

ନୂଆଦିଲ୍ଲୀ,୧ ।୪: କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଦେଶରେ କରୋନା ପରିସ୍ଥିତିକୁ ଦେଖି ଟିକାକରଣକୁ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ଏଣିକି ଏପ୍ରିଲ ମାସରେ ସବୁଦିନ କୋଭିଡ ଟିକା ଦିଆଯିବ । ସବୁ ସରକାରୀ…

କରୋନାର ତୃତୀୟ ଲହରୀ ! ଏହି ଦେଶକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମହାମାରୀ ପୁଣି ମାଡିଚାଲିଛି । ଏହାରି ମଧ୍ୟରେ ଫ୍ରାନ୍ସରେ କରୋନାର ତୃତୀୟ ଲହରି ଦେଖିବାକୁ ମିଳିଛି । ବେକାବୁ କରୋନାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ସାରା ଦେଶରେ…

୪ ଟା ଯାଏଁ ସାବଧାନ୍ ! ୨୧ ଜିଲ୍ଲାକୁ ହିଟୱେଭ ସତର୍କତା

ଭୁବନେଶ୍ୱର, ୧।୪ (ଓଡିଶା ଭାସ୍କର): ଧିରେ ଧିରେ ବଢୁଛି ତାତି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ୪ଟା ଯାଏଁ ୨୧ଟି ଜିଲ୍ଲାକୁ ହିଟୱେଭ ସତର୍କତା ଜାରି ପାଣିପାଗ ବିଭାଗ । ଖରାକୁ ନବାହାରିବା ପାଇଁ…

ରାଜ୍ୟର ସରକାରୀ ସ୍କୁଲରୁ ୩ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠି?

କରଞ୍ଜିଆ,୧ ।୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜି ୩୦୦ ଟପିଛି ପଜିଟିଭ୍ ସଂଖ୍ୟା । ଏହାରି ମଧ୍ୟରେ କରଞ୍ଜିଆର ପାଟ ବାଳିକା ଉଚ୍ଚବିଦ୍ୟାଳୟରେ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଉତ୍କଳ ଦିବସ ଆହ୍ୱାନ

ଭୁବନେଶ୍ୱର, ୧ ।୪ (ଓଡିଶା ଭାସ୍କର): ଆଜି ହେଉଛି ଉତ୍କଳ ଦିବସ । ଓଡିଶାର ବରପୁତ୍ର ଶ୍ରଦ୍ଧାଞ୍ଚଳି ଜଣାଉଛି ସାରାରାଜ୍ୟ । ୧୯୩୬ ମସିହା ଏପ୍ରିଲ ୧ ତାରିଖ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ପ୍ରାୟ ପାଞ୍ଚ…

ରାଜ୍ୟରେ ଆଜି ୩୦୦ ଟପିଲା ସଂକ୍ରମଣ: ପୁଣି ୩୯୪ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧।୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଜି ପୁଣି ୩୯୪ ଜଣ ପଜିଟିଭ ଚିହ୍ନଟ…