Browsing Category
Featured
ଆପଣଙ୍କର ନିକଟରେ ଅଛି କି PF ଆକାଉଣ୍ଟ? ତେବେ ଘଣ୍ଟାକ ମଧ୍ୟରେ ଆପଣଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ : ଦୁନିଆରେ ଲୋକଙ୍କୁ ଟଙ୍କା ସହ ଜଡିତ ଅନେକ ସମସ୍ୟା ରହିଛି । ଯଦି ଆପଣଙ୍କୁ ବି ଟଙ୍କା ଆବଶ୍ୟକ ରହିଛି, ତେବେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣ ଚାକିରି କରୁଛନ୍ତି ଓ ପାଖରେ ପିଏଫ୍ ଆକାଉଣ୍ଟ ଅଛି, ତେବେ…
ଏହି ୭ଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍: CII ବୈଠକରେ ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିନିଯୋଗ କାର୍ଯ୍ୟକ୍ରମ ଦେଶରେ ଆଗକୁ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଶିଳ୍ପ ପରିସଂଘ (ସିଆଇଆଇ)ର ବାର୍ଷିକ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟର ପ୍ରଥମ ମୃତ୍ୟୁ, ସମ୍ପର୍କରେ ଆସିଥିବା ୨ ଲୋକ ବି ପଜିଟିଭି
ମୁମ୍ବାଇ: ମୁମ୍ବାଇରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟ ମହିଳାଙ୍କର ଜୁଲାଇରେ ମୃତ୍ୟୁ ହୋଇଥିଲା । ଏବେ ତାଙ୍କ ରିପୋର୍ଟ ସାମ୍ନାକୁ…
Left Handers ମାନେ ଅଧିକ ବୁଦ୍ଧିମାନ୍ ଓ ପରିପକ୍ୱ, ଜାଣନ୍ତୁ ଏହାର ଖାସ୍ ରହସ୍ୟ
ଆଜି ହେଉଛି ଅନ୍ତର୍ଜାତୀୟ ଲେଫ୍ଟ ହାଣ୍ଡର୍ସ ଡେ । ବାମ ହାତରେ ଲେଖୁଥିବା ବା ଅନ୍ୟ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ଦିବସଟି ହେଉଛି ଏକ ଖାସ୍ ଦିବସ । ୧୯୯୧ ମସିହାଠାରୁ ପ୍ରତ୍ୟେକ ବର୍ଷ ୧୩ ଅଗଷ୍ଟରେ ଏହି ଦିବସ…
ରାଜ୍ୟରେ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ବର୍ଷା ଅଭାବରୁ ମରୁଡି ଆଶଙ୍କା: ଇନ୍ଦ୍ର ଦେବତାଙ୍କ କୃପା ଲାଭ ପାଇଁ ବେଙ୍ଗ-ବେଙ୍ଗୁଲୀଙ୍କ ନିଆରା ବାହାଘର କଲେ ଗ୍ରାମବାସୀ
ନବରଙ୍ଗପୁର (ଭାସ୍କର ନ୍ୟୁଜ୍): ସ୍ୱଳ୍ପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସମସ୍ତଙ୍କ ଚିନ୍ତା ବଢାଇଛି । ଚାଷୀମାନେ ଏଥିରେ ବିଶେଷ କରି କ୍ଷତି ସହୁଛନ୍ତି । ଏପଟେ ଧାନ ଜମିରେ ଚାଷୀ ରୁଆ…
ରାଜ୍ୟରେ ହଜାରେ ତଳକୁ ଖସୁନାହିଁ ଦୈନିକ ସଂକ୍ରମଣ: ଆଜି ୧୧୯୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର…
ପୂର୍ବ ବିବାଦକୁ କେନ୍ଦ୍ର କରି ଲୁହାରଡ୍ରେ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗଲେ ଜେଲ
ନିମାପଡା (ଭାସ୍କର ନ୍ୟୁଜ୍): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଲୁହାରଡରେ ଆକ୍ରମଣ ହୋଇଛି । ଆହତ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଅଭିଯୋଗ…
ଭଡ଼ାରେ ମିଳୁଛନ୍ତି ପତ୍ନୀ, ଅଧିକ ବୟସର ମହିଳାଙ୍କ ସହ କରିବାକୁ ପଡ଼େ…
ଶତାବ୍ଦୀ ଧରି ଅଲଗା ଅଲଗା ସ୍ଥାନରେ ବିଭିନ୍ନ ରୀତିନୀତି ଚାଲିଆସୁଛି । ଲୋକଙ୍କ ଖାଦ୍ୟଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା, ପୂଜା କରିବା, ଏପରିକି ଜୀବନଶୈଳୀ ବି ଅଲଗା । ବିଭିନ୍ନ ସ୍ଥାନର ଯୌନ ପ୍ରାକ୍ଟିସ୍ ବି ଅଲଗା…
ପୁଣି ମା’ ହେବାକୁ ମଲାଇକାଙ୍କ ମନ: ଏଥର ପୁଅ ନୁହେଁ.. ଝିଅ ଦରକାର !
ମୁମ୍ବାଇ (ଭାସ୍କର ନ୍ୟୁଜ୍): ମଲାଇକା ଅରୋରାଙ୍କ ଘରକୁ ଆସିବ ନୂଆ ଅତିଥି । ଏନେଇ ଆରମ୍ଭ ହୋଇଛି ସଜବାଜ । ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା । ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ,…