fbpx
Browsing Category

Featured

କଟକ ସଦର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୭ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ।

କଟକ , 23/12 : କଟକ ସଦର ବ୍ଲକ୍‌ ଜିଲ୍ଲା ପରିଷଦ ଜୋନ୍‌-୭ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୯ ହଜାର ୨୨୧ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ…

ବଡ ଖବର: ବ୍ରିଟେନ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ।

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଥିଲା । ସେ ୧୮ ଡିସେମ୍ବରରେ…

କାଲି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ଦ ରହିବ ସରକାରୀ ଅଫିସ୍‌ ।

କଟକ , ୨୩ ।୧୨(ଓଡିଶା ଭାସ୍କର): ସରକାରୀ ଚାକିରିଆ ପାଇଁ ଖୁସି ଖବର।ଆସନ୍ତାକାଲି ବନ୍ଦ ରହିବ କଟକ ଓ କେନ୍ଦ୍ରାପଡା ର ସମସ୍ତ ସରକାରୀ ଅଫିସ ।  ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିସନର । ମାଣବସା ପାଇଁ ସ୍ଥାନୀୟ ଛୁଟି…

କରୋନା କାଳରେ ଆତଙ୍କୀ ଅଧିକ ସକ୍ରିୟ: ଇଣ୍ଟରପୋଲ

ନୂଆଦିଲ୍ଲୀ, ୨୩ା୧୨: କରୋନା ସମୟରେ ଯେତେବେଳେ ସାଧାରଣ ଜନତା ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ, ସେତେବେଳେ ଆତଙ୍କବାଦୀମାନେ ନିଜର ସଙ୍ଗଠନକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ । ଏହା ଖୁଲାସା କରିଛି…

ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୧୮ରେ…

କରୋନାର ନୂଆ ରୂପକୁ ନେଇ ୟୁରୋପରେ ହାହାକାର

ନୂଆଦିଲ୍ଲୀ, ୨୩ା୧୨: ଟିକା ଆସିବାକୁ ନେଇ ବିଶ୍ୱବାସୀ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ରୂପକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ୟୁକେରେ ଅନେକ ନୂଆ ମାମଲା ସାମନାକୁ ଆସିଛି । କେବଳ ୟୁକେ…

୩୧ରେ ଅବସର ନେବେ ଅସିତ ତ୍ରିପାଠୀ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଡିସେମ୍ବର ୩୧ରେ ଅବସର ନେବେ ଅସିତ ତ୍ରିପାଠୀ । ଅସିତ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର…

ଜାନୁଆରୀ ୨ ପର୍ଯ୍ୟନ୍ତ ଏଠାରେ ଲାଗିଲା ନାଇଟ୍ କର୍ଫ୍ୟୁ, ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୩ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ମଧ୍ୟ ସର୍ତକ ମୋଡକୁ ଆସିଛନ୍ତି । ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁର ଘୋଷଣା କରିଛନ୍ତି । ଏହି ରାତ୍ରି କର୍ଫ୍ୟୁ ୨ ଜାନୁଆରୀ…