fbpx
Browsing Category

Featured

ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୮ ।୧୨(ଓଡିଶା ଭାସ୍କର): ଖୁବଶୀଘ୍ର ପୁରୀ ଭଳି ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ । ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ…

ଗଜଭିୟେଙ୍କୁ ପଦୋନ୍ନତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୮ ।୧୨(ଓଡିଶା ଭାସ୍କର): ହାଇକୋର୍ଟରେ ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ମିଳିଛି ଆଶ୍ୱସ୍ତି । ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖାରଜ ହୋଇଛି । ମାଲକାନଗିରି ଏସପି ଥିବା ବେଳେ…

ଆସନ୍ତାକାଲି ରାଷ୍ଟ୍ରପତି ଓ ବିରୋଧୀ ଭେଟ

ନୂଆଦିଲ୍ଲୀ,୮ ।୧୨: ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଆଜି ଭାରତ ବନ୍ଦ ଆନ୍ଦୋଳନ ପାଳନ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ଯାଉଛନ୍ତି ବିରୋଧୀ ଦଳଗୁଡିକର…

ବିବାହର ଗୋଟିଏ ଦିନ ପୂର୍ବରୁ ଜମାରୁ କରନ୍ତୁନି ଏପରି କାର୍ଯ୍ୟ

ପ୍ରତ୍ୟେକ ଯୁବତୀ ଚାହାଁନ୍ତି ଯେ, ନିଜ ବିବାହ ଦିନ ସେ ସବୁଠାରୁ ସୁନ୍ଦର ଓ ପରଫେକ୍ଟ ଦେଖାଯାନ୍ତୁ । ଏଥିପାଇଁ ଯୁବତୀମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ସେହିପରି କିଛି ଯୁବତୀ…

ରାଜ୍ୟରେ ଆଉ ୫୨୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୮।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁବନେଶ୍ବରରେ ଦିନକରେ ୨୭ କୋରୋନା ପଜିଟିଭ୍‌, ୪୫ ସୁସ୍ଥ

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର):ରାଜଧାନୀ ରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ଭୁବନେଶ୍ବରରେ ଆଜି  ଦିନକରେ ୨୭ କୋରୋନା ପଜିଟିଭ୍‌, ୪୫ ସୁସ୍ଥ । କ୍ବାରେଣ୍ଟାଇନ୍‌ରୁ ୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮…

ଆସିଲା ଏଭରେଷ୍ଟର ନୂଆ ଉଚ୍ଚତା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୮ ।୧୨: ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା ଆସିଛି । ଏଭେରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ହୋଇଥିବା ଘୋଷଣା ହୋଇଛି । ନେପାଳର ବୈଦେଶିକ ମନ୍ତ୍ରୀ ଏହାକୁ ଘୋଷଣା କରିଛନ୍ତି ।…

କିଛି ସପ୍ତାହରେ ଭାରତରେ ଦିଆଯିବ କୋରୋନା ଟିକା :କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧୨: ଆଉ କିଛି ସପ୍ତାହ ମଧ୍ୟ ରେ ଭାରତରେ ଦିଆଯିବ କରୋନା ଟୀକା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି  ସୂଚନା  ଦିଆଯାଇଛି ।ଦେଶରେ ୬ଟି କୋରୋନା ଟିକା…

ସେୟାର ବଜାରରେ ନୂଆ ରେକର୍ଡ

ନୂଆଦିଲ୍ଲୀ, ୮ା୧୨: ମଙ୍ଗଳବାର ସେୟାର ବଜାରର ଏକ ନୂଆ ରେକର୍ଡ ସ୍ଥାପିତ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ସେନସେକ୍ସ ସକାଳେ ୧୪୨ ଅଙ୍କ ସହ ୪୫,୫୬୮ରେ ଖୋଲିଥିଲା । ତେବେ ବାଣିଜ୍ୟ କରିବା ସମୟରେ ଏହା…