fbpx
Browsing Category

Featured

ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ,୧୯ ।୧୧: ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ…

ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ

ରାଉରକେଲା,୧୯ ।୧୧(ଓଡିଶା ଭାସ୍କର): ରାଉରକେଲା ଉଦିତନଗର ହାଇସ୍କୁଲ ପଡିଆରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ପଡିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱେରେଜ କାମ ପାଇଁ ଏହି…

ଛାତ କଣା କରି ଘରେ ପଡ଼ିଲା ଏପରି ଏକ ଜିନିଷ, ଯେଉଁଥିପାଇଁ ମାଲାମାଲ୍ ହୋଇଗଲେ ଯୁବକ

ଭାଗ୍ୟ କେତେବେଳେ ଯେ କାହାର ବଦଳିଯିବ, ତାହା କେହି ଜାଣି ନଥାନ୍ତି । ଆଜି ଯିଏ ଦାଣ୍ଡର ଭିକାରୀ କାଲି ସେ ମାଲିକ ବି ହୋଇଯିବ, ତାହା କେବଳ ଭାଗ୍ୟ ଉପରେ ନିର୍ଭର କରିଥାଏ । ସେହିପରି ଜଣେ ଯୁବକଙ୍କ ସହ ଏପରି କିଛି…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୭ ଜୀବନ ନେଲା କରୋନା

ଭୁବନେଶ୍ୱର,୧୯ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି…

ରାଜ୍ୟରେ ଆଜି ୮୬୮ ସଂକ୍ରମିତ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୯।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୮୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି

ପୁରୀ,୧୯ ।୧୧(ଓଡିଶା ଭାସ୍କର): ପୁରୀ ବାସେଳୀସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ୱର ସିଂ । ସେ କହିଛନ୍ତି ଯେ, ‘ପୋଲିସ ସହ…

କଟକରେ ବ୍ୟାଙ୍କରୁ ୧୨ କୋଟିର ଡକାୟତି

କଟକ,୧୯ ।୧୧(ଓଡିଶା ଭାସ୍କର): କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲ ବ୍ୟାଙ୍କରୁ ଆଜି ସକାଳେ ଡକାୟତି…

କାଶ୍ମୀର ଘାଟିରେ ଟଳିଲେ ୪ ଜୈଶ ଆତଙ୍କବାଦୀ

କାଶ୍ମୀର,୧୯ ।୧୧: ଜମ୍ମୁ-କାଶ୍ମୀର ନାଗ୍ରୋଟାରେ ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନେ ଟ୍ର୍ରକରେ ଲୁଚି ଆସୁଥିବା ଗୁପ୍ତ ସୂଚନା…