Browsing Category
Featured
ଦେଶରେ ୨୪ ଘଣ୍ଟାରେ ୯୦ ମୃତ, ୧୪ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୧ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୩୦୨କୁ ବୃଦ୍ଧି…
OPTCL ସବଷ୍ଟେସନରେ ଅଗ୍ନିକାଣ୍ଡ
ଢେଙ୍କାନାଳ, ୨୧ା୨ (ଓଡିଶା ଭାସ୍କର): ଢେଙ୍କାନାଳ କଣ୍ଟାବଣିଆର ଓପିଟିସିଏଲ ସବଷ୍ଟେସନରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୧୦ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯଦିଓ…
ସେକ୍ସ ରାକେଟ୍ ଠାବ: ଭଡ଼ାଘରୁ ରାଣୀ ମହୁମାଛି ସହ ୪ ଉଦ୍ଧାର
ଭଦ୍ରକ, ୨୧ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ କରାଯାଇଛି । ଭଦ୍ରକ ଜିଲ୍ଲାର ଡଗମୁଣ୍ଡ ଅଞ୍ଚଳର ଏକ ଭଡ଼ାଘରେ ଏହି ରାକେଟ୍ ଚାଲୁଥିବା ଜଣାପଡ଼ିଛି । ପୋଲିସକୁ ଖବର ମିଳିବା ପରେ…
ଆଜିଠାରୁ ପୁଣି କଡ଼ାକଡ଼ି ହେବ କୋଭିଡ୍ କଟକଣା: ମାସ୍କ ନ ପିନ୍ଧିଲେ ଫାଇନ୍
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଦେଶର କିଛି ରାଜ୍ୟରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଲାରି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି…
ଦୁଇ ପୁଅ ଓ ପତ୍ନୀଙ୍କୁ ଦେଲେ ଡେଥ୍ ଇଞ୍ଜେକସନ୍: ପରେ ନିଜର ପ୍ରାଣ ହାରିଲେ ଡାକ୍ତର
ନୂଆଦିଲ୍ଲୀ, ୨୧ା୨: ମହାରାଷ୍ଟ୍ରରେ ଏକ ପ୍ରତିଷ୍ଠିତ ଡାକ୍ତର ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି । ଡାକ୍ତରଜଣକ ନିଜର ଦୁଇ ପୁଅ ଓ ପତ୍ନୀଙ୍କୁ ଡେଥ୍ ଇଞ୍ଜେକସନ୍ ଦେବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପୋଲିସ…
ଅଶ୍ଳିଳ ଭିଡିଓ ବନାଇ ପ୍ରଫେସରଙ୍କୁ ବ୍ଲାକମେଲ୍: ମହିଳା ମାଗିଲେ ୧୦ ଲକ୍ଷ, ହେଲେ ଗିରଫ
ନୂଆଦିଲ୍ଲୀ, ୨୧ା୨: ଉତ୍ତରପ୍ରଦେଶରେ ଜଣେ ମହିଳା ସାମ୍ବାଦିକାଙ୍କ କଳାକାରନାମା ପଦାକୁ ଆସିଛି । ମହିଳାଜଣକ ଜଣେ ପ୍ରଫେସରଙ୍କ ଅଶ୍ଳିଳ ଭିଡିଓ ବନାଇବା ପରେ ୧୦ ଟଙ୍କା ଦାବି କରିଛନ୍ତି । ମହିଳାଜଣକ ଦୁଇଜଣ ସହଯୋଗୀଙ୍କ ସହ…
ଆସନ୍ତାକାଲିଠାରୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ରାଜ୍ୟରେ ଖରାପ ପ୍ରକୋପ ବୃଦ୍ଧି ପାଇବ ଓ ଶୀତ ଫେରିବାର ସମ୍ଭାବନା କମ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୭୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୨୧ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୭୧ ହଜାର ୪୩୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୬୮ ଲକ୍ଷ ୭ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି । ମୋଟ…
First case of human infected with Bird flu registered in Russia
Moscow, 21/2: Russia has registered the first case of bird flu virus also known as A(H5N8) in humans. It has reported the matter to the World Health Organization (WHO).…
Know about “The Dumbbell Nebula”
The Dumbbell Nebula, also known as Messier 27, is a planetary nebula in the constellation Vulpecula the Fox. It lies 1,230 light-years away and carries the distinction of being the…