Browsing Category

Featured

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ସବୁକିଛି ବଦଳେଇ ଦେଇଛି । କାହାକୁ ଅଧିକ କାମ ପ୍ରେସର ଅଛି ତ ଆଉ କାହା ପାଖରେ ଚାକିରିଟିଏ ନାହିଁ । ଫଳରେ ଲୋକମାନେ ଅଧିକ ଚାପରେ ରହିବାକୁ ଲାଗିଛନ୍ତି । ଯଦି ଆପଣ ବି ଏହି ଚାପରେ ରହିଛନ୍ତି, ତେବେ ଆପଣାନ୍ତୁ…

ଏହି ରାଜ୍ୟରେ ଅକ୍ଟୋବର ୧୫ରୁ ଖୋଲିଯିବ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ, ଜାଣନ୍ତୁ କେଉଁଟି ?

ୟୁପି,୧୩ ।୧୦: ୧୫ ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର  ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାରି ମଧ୍ୟରେ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ…

ଭୁବନେଶ୍ୱରେ ପୁଣି ବାହାରିଲେ ୨୮୧ ପଜିଟିଭ୍

ଭୁବନେଶ୍ୱର,୧୩ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ…

୧୦ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ସ୍ଥଳଭାଗରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡାଠାରେ ଏହା ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ…

ବଡ ଖବର: ଭାରତରେ ତିଆରି ହେବ ମୋବାଇଲ ଓ କାରର ବ୍ୟାଟେରୀ

ନୂଆଦିଲ୍ଲୀ,୧୨ ।୧୦: ଇଲେକ୍ଟ୍ରିକ୍ ଗାଡି ଓ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ବ୍ୟାଟେରୀ ନୀତି ପ୍ରସ୍ତୁତ କରୁଛନ୍ତି । ସିଏନବିସି ଆୱାଜ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହାକୁ…

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ନିଆଯିବ ବୁଦ୍ଧିଜୀବୀଙ୍କ ମତ

ପୁରୀ,୧୩ ।୧୦(ଓଡିଶା ଭାସ୍କର): ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ପୁରୀ ସହରର ବିଭିନ୍ନ ଅନୁଷ୍ଠାନ, ହୋଟେଲ ସଂଘର ମତ ସଂଗ୍ରହ କରାଯିବ । ଏହା ସହ ମୋଟର କର୍ମଚାରୀ ସଂଘ, ବୁଦ୍ଧିଜୀବୀଙ୍କ ଠାରୁ…

୬ ଜିଲ୍ଲାରେ ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍

ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ସୁନାମୀର ମୁକାବିଲା କରିବା ପାଇଁ ରାଜ୍ୟର ୬ ଜିଲ୍ଲାରେ ମକଡ୍ରିଲ ହୋଇଛି । ଭାରତର ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ମକଡ୍ରିଲ ହୋଇଛି । ସେହି ୬ଟି ଜିଲ୍ଲା ହେଉଛି- ବାଲେଶ୍ୱର,…