Browsing Category

Featured

ଫେସବୁକ ଲାଇଭରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବେ ଭକ୍ତ

ସମ୍ବଲପୁର, ୨୨ା୮(ଓଡ଼ିଶା ଭାସ୍କର): ସମ୍ବଲପୁରରେ ନୂଆଁଖାଇ ବଡ଼ ପର୍ବ ଭାବେ ପାଳନ କରାଯାଇଥାଏ । କିନ୍ତୁ ଚଳିବର୍ଷ କରୋନା ପାଇଁ କଟକଣା ଭିତରେ ନୂଆଁଖାଇ ପାଳନ କରାଯିବ । ଭକ୍ତମାନେ ମା ସମେଲଶ୍ୱରୀଙ୍କ ମନ୍ଦିରଙ୍କୁ ନଯିବା…

ଜୟରାମ ପାଙ୍ଗିଙ୍କୁ କରୋନା

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ ଷ୍ଟାର ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନା କବଳରୁ ବାଦ…

ପବିତ୍ର ଗଣେଷ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ପବିତ୍ର ଗଣେଶ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜ୍ଞାନର ଦେବତା, ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଓ ଆଶୀର୍ବାଦରୁ…

୨୪ଘଣ୍ଟାରେ ୬୯,୮୭୮ ଆକ୍ରାନ୍ତ ଚିହ୍ନଟ ଓ ୯୪୫ ଜଣ ମୃତ

ନୂଆଦିଲ୍ଲୀ, ୨୨ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୯,୮୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି

ଭୁବନେଶ୍ୱର, ୨୨/୮(ଓଡିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷ ଲାଗି ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାସହ  ବୈତରଣୀର ଶାଖା ନଦୀ କାଣୀ ଫୁଲିବାରେ ଲାଗିଛି।ଅନ୍ୟପଟେ…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର,୨୨/୮(ଓଡିଶା ଭାସ୍କର) : ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଅଆଜି ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରର ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୦୬ ଫୁଟ୍ ରହିଛି ।…

ଧୂପକାଠିର ଧୂଆଁ ଶରୀର ପାଇଁ ଘାତକ, ହୋଇପାରେ ଏହି ଭୟାନକ ରୋଗ

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା ସମୟରେ ଦୀପ ସହ ଧୂପକାଠି ଜଳାଯାଏ । ମୁସଲମାନ୍‌ମାନେ ମଧ୍ୟ ନିଜ ଘରେ ଏପରିକି ମସଜିଦ୍‌ରେ ଏବଂ ଦୋକାନରେ ଧୂପକାଠି ଜଳାଇ ପୂଜା କରିବାର ଦେଖିବାକୁ ମିଳିଥାଏ । ଖାଲି ସେତିକି ନୁହେଁ,…

ଅଦରକାରି ଭାବି ଫୋପାଡ଼ି ଦେଉଥିବା ପେଜରୁ ମିଳେ ଏହିସବୁ ଫାଇଦା, ଜାଣନ୍ତୁ

ଭାତ ହେବା ପରେ ଆମେ ସମସ୍ତେ ପେଜକୁ ଫୋପାଡି ଦେଇଥାଉ।କିନ୍ତୁ ପେଜରେ ବହୁ ଭିଟାମିନ ରହିଛି ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପେଜ ପିଇବାକୁ ଭଲ ନଲାଗିଲେ ବି ବେଳେ ବେଳେ ଅବଶ୍ୟ ପିଅନ୍ତୁ। କାରଣ ଏଥିରେ…

ଜାଣନ୍ତୁ, ଆଜି କଣ ରହିଛି ଆପଣଙ୍କ ରାଶିରେ (୨୨ା୮ା୨୦୨୦, ଶନିବାର)

ମେଷ -ଆଜି ଦିନଟି ସନ୍ତୋଷଜନକ ରହିବ । ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…