Browsing Category
Featured
ସରକାର ଗଠନ ପରେ ସଞ୍ଜୟ କହିଲେ ଧୋକା ଦେଲେ ଅଜିତ
ମହାରାଷ୍ଟ୍ର,୨୩ା୧୧: ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାଉତ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଗତକାଲି ବୈଠକରେ ଅଜିତ ପାୱାର ଉପସ୍ଥିତ ରହିଥିଲେ । ବିଜେପି ସହ ମିଶି ସରକାର ଗଠନ କରି ଶରଦ ପାୱାରଙ୍କୁ ଧୋକା…
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନଭିସ
ମହାରାଷ୍ଟ୍ର,୨୩ା୧୧: ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡ଼ନଭିସ । ସେ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ।ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ…
ନିଲମ୍ବିତ ହେଲେ ବରଗଡ ସିଏସଓ
ବରଗଡ,୨୨ ।୧୧(ଓଡିଶା ଭାସ୍କର): ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ ବା ସିଏସଓଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସିଏସଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଅଧିକାରୀ ଜଣକ ହେଉଛନ୍ତି…
ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି ନହେଉ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ମତରେ, ‘ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ମହିଳାଙ୍କ ଉପରେ…
ମହାରାଷ୍ଟ୍ରରେ ଉଦ୍ଧବ ହେବେ ସରକାର, ଚାଲିବ ୧୬-୧୫-୧୨ ଫର୍ମୂଲା !
ମୁମ୍ବାଇ,୨୨ ।୧୧: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରିଛନ୍ତି । ସରକାର ଗଠନ ପାଇଁ ୪୫ ମିନିଟ୍ ଧରି ୩ ଦଳ ମଧ୍ୟରେ ଆଲାଚନା ଚାଲିଥିଲା । ଶିବସେନାର ଉଦ୍ଧବ ଠାକରେଙ୍କୁ…
କମ୍ ମୂଲ୍ୟରେ ଦିଆଯାଉଛି ପିଆଜ: ରଣେନ୍ଦ୍ର
ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ପିଆଜ ଦର ବୃଦ୍ଧି ନେଇ ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର…
ହ୍ୱାଟ୍ସଆପରେ ସେଟିଂ ବଦଳାଇବାକୁ ଯବାନଙ୍କୁ ଆଲର୍ଟ କଲା ସେନା, ଏଥିରେ ନଜର ରଖିଛି ପାକିସ୍ତାନ !
ନୂଆଦିଲ୍ଲୀ,୨୨ ।୧୧: ହ୍ୱାଟ୍ସଆପ ବ୍ୟବହାରୀଙ୍କ ତଥ୍ୟ ଚୋରୀ ହେଉଥିବା ଖବର ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି । ହ୍ୟାକରମାନେ ଏହି ୱେବସାଇଟକୁ ହ୍ୟାକ୍ କରିବାରେ ବସିଛନ୍ତି । ଖବର ମିଳିଛି କି, ପାକିସ୍ତାନର ଗୁଇନ୍ଦା…
୧୦୬ ରନରେ ଅଲଆଉଟ ହେଲା ବାଙ୍ଗଲାଦେଶ
କୋଲକାତା, ୨୨ା୧୧: ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ କୋଲକାତାରେ ଆଜି ଇଡ଼େନ ଗାର୍ଡ଼େନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯାଇଛି । ୧୦୬ ରନ୍ କରି ଅଲଆଉଟ ହୋଇଛି ବାଙ୍ଗଲାଦେଶ । ଇଶାନ୍ତ ଶର୍ମାଙ୍କୁ ସର୍ବାଧିକ ୫ଟି ୱିକେଟ…
ପୁଅ ଲୋଭରେ ୧୨ଟି ପିଲା ଜନ୍ମ କଲେ ୪୧ ବର୍ଷିୟା ମହିଳା, ପତି ବିକୁଛି ଚା’
ରାଜସ୍ଥାନ,୨୨ ।୧୧: ରାଜସ୍ଥାନର ଚୁରୂ ଜିଲ୍ଲାର ତାରାନଗର ତହସିଲରେ ୪୧ ବର୍ଷିୟା ଜଣେ ମହିଳା ପୁଅ ପାଇବା ଆଶାରେ ୧୨ ଥର ପ୍ରସବ କରାଇଛନ୍ତି । ଗତ ୨୦ ନଭେମ୍ବରରେ ଗୁଡୀ ନାମକ ଏହି ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ…
ବିଦ୍ୟୁତ ଚୋରିରେ ଗତ ୫ବର୍ଷରେ ଗିରଫ ହୋଇଛନ୍ତି ୬୨୦ଜଣ
ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାର ଶୀତକାଳିନ ଅଧିବେଶନର ଆଜି ନବମ ଦିନ । ବିଦ୍ୟୁତ ଚେରି ପାଇଁ ଗତ ୫ବର୍ଷରେ ୬୨୦ଜଣ ଗିରଫ ହୋଇଛନ୍ତି ।ଏନେଇ ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର…