Browsing Category
Featured
କରୋନା: ଇଂଲଣ୍ଡରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ
ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ସେ ଇଂଲଣ୍ଡରେ ଜଣେ କାର୍ଯ୍ୟରତ ଡାକ୍ତର ଭାବେ ନିଯୁକ୍ତ…
ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୧ା୪: ଆଜି କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ସମ୍ପର୍କରେ ମଧ୍ୟ ସେ ଆଲୋଚନା…
କରୋନା ସହ ଲଢିବାକୁ ଖଣ୍ଡା ନେଇ ରାସ୍ତାକୁ ଓହ୍ଲାଇଲେ ‘ଯମରାଜା’
ଅଯୋଧ୍ୟା,୧୧ ।୪: କରୋନା ଭାଇରସର ମୁକାବିଲା ପାଇଁ ଅଯୋଧ୍ୟାରେ ଏକ ଅଭିନବ ଉପାୟ ଆପଣାଯାଇଛି । ଏନେଇ ରାସ୍ତାରେ କରୋନା ଆକାରରେ ଯମରାଜା ନିଜ ହାତରେ ଖଣ୍ଡା ଧରି ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ଯମରାଜା ଲୋକଙ୍କୁ…
ଭାରତରେ ୬୦ କୋଟି ଲୋକଙ୍କୁ ହୋଇପାରେ କରୋନା: ମୁଖ୍ୟମନ୍ତ୍ରୀ ଅମରିନ୍ଦର
ଚଣ୍ଡିଗଡ,୧୧ ।୪: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍-ଡାଉନ୍ ବଢିବା ନେଇ ଆଲୋଚନା ଚାଲିଛି । ଓଡିଶା ପରେ ବର୍ତ୍ତମାନ ପଞ୍ଜାବରେ ଲକ୍-ଡାଉନ୍ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପେଟନ୍…
କରୋନା ଭାଇରସ୍: ଗୋଷ୍ଠୀ ସଂକ୍ରମଣ ନେଇ ଆଇସିଏମଆର ରିପୋର୍ଟରେ ସଙ୍କେତ
ନୂଆଦିଲ୍ଲୀ, ୧୧ା୪: କରୋନାରେ ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ ଆଇସିଏମଆର ରିପୋର୍ଟରେ ସଙ୍କେତ ମିଳିଛି । ଫେବୃଆରୀ ୧୫ରୁ ଏପ୍ରିଲ ୨ ମଧ୍ୟରେ ୫ସପ୍ତାହ ଧରି ଯାଞ୍ଚ କରୁଥିଲା ଆଇସିଏମଆର । ଜଟିଳ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ…
ଆଇସିଏମଆରର ବଡ ନିଷ୍ପତ୍ତି: ଟିବି ଟେଷ୍ଟ ମେସିନରେ ହେବ କରୋନା ପରୀକ୍ଷା
ନୂଆଦିଲ୍ଲୀ,୧୧ ।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରିବାରେ ପ୍ରସ୍ତୁତି ଚାଲିଛି । କରୋନା ସଂକ୍ରମଣର ଯାଞ୍ଚ ପାଇଁ ଟିବି ସ୍କିନିଂରେ ବ୍ୟବହୃତ ମେସନରେ କରୋନା…
୫ଟି ସ୍କୁଲରେ ହେବ ନମୁନା ସଂଗ୍ରହ
ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ଏଣିକି ସ୍କୁଲରେ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ମେଡ଼ିକାଲ ଟିମ୍ ୫ଟି ସ୍କୁଲରେ ନମୁନା ସଂଗ୍ରହ କରିବେ । ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ,…
ଲକ୍ ଡାଉନ କଟକଣାରୁ ବାଦ ପଡ଼ିଲେ ମତ୍ସ୍ୟଚାଷୀ
ନୂଆଦିଲ୍ଲୀ, ୧୧ା୪: ଲକ୍ ଡାଉନ କଟକଣାରୁ ବାଦ୍ ପଡ଼ିିଛନ୍ତି ମତ୍ସ୍ୟ ଚାଷୀ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସଂଶୋଧିତ ଗାଇଡ଼ ଲାଇନ ଜାରି ହୋଇଛି । ମାଛ ଧରିବାକୁ ମତ୍ସ୍ୟଜୀବୀମାନେ ଯାଇପାରିବେ । ବଜାରରେ ମାଛ ବିକ୍ରି ଉପରେ…
1,61,330 tests conducted for coronavirus:ICMR
New Delhi, 11/3: Indian Council for Medical Research(ICMR) confirmed that 1, 61,330 tests are conducted for the test of Coronavirus out of which 6872 found COVID-19 positive.…
ସାନିଟାଇଜ ହେଲା ବଡ଼ଦାଣ୍ଡ
ପୁରୀ, ୧୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ପୁରୀ ବଡ଼ଦାଣ୍ଡ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ ହୋଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ…