Browsing Category

Featured

ଜାତକରେ କେଉଁ ଗ୍ରହ ପ୍ରଭାବରେ କେଶ ଝଡ଼ିବା ସହ ରୂପି ସମସ୍ୟା ଦେଖାଦିଏ, ଜାଣନ୍ତୁ କିପରି କରିବେ ପ୍ରତିକାର?

ଓଡ଼ିଶା ଭାସ୍କର: ଯଦି ଜନ୍ମ ଜାତକର ଦ୍ବିତୀୟ ଗୃହରେ କେତୁ ଅବସ୍ଥାନ କରିଥାନ୍ତି ତେବେ ବ୍ୟକ୍ତି ଆକର୍ଷଣୀୟ, ସୁନ୍ଦର ଓ ପୁଣ୍ୟମୟ ହୋଇଥାଏ। ଏମାନେ ସୁଖୀ ଓ ସମୃଦ୍ଧ ହୋଇଥାନ୍ତି। ଏମାନେ ଜୀବନରେ ବହୁତ ଖୁସିରେ ଭଲ ଟଙ୍କା…

ଖାରଜ ହେଲା ଜାମିନ, ୧୪ ଦିନ ପାଇଁ ଜେଲ ଗଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ମ ସିନେମା ହଲରେ ରିଲିଜ ହେବା ପରେ ଦମଦାର ରୋଜଗାର କରିବାରେ ଲାଗିଛି। ଏହାରି ମଧ୍ୟରେ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ପୋଲିସ ଗିରଫ…

ସୁନା ମୂଲ୍ୟ ୨୦୨୪ରେ ବଢିଛି ୩୦%, ଜାଣନ୍ତୁ ୨୦୨୫କୁ ନେଇ କଣ ରହିଛି ଆଉଟ୍‌ଲୁକ୍‌

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ୨୦୨୪ରେ ୩୦ ପ୍ରତିଶତର ରେକର୍ଡ ବୃଦ୍ଧି ପାଇଛି। ଏଥିସହ ସୁନା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ଏହି ସୂଚନା ଡବ୍ଲୁଜିସିର ତାଜା ରିପୋର୍ଟରୁ ମିଳିଛି। ରିପୋର୍ଟ ମୁତାବକ, ଚଳିତ ବର୍ଷ…

ନିଯୁକ୍ତି ପାଇବେ ୨୩ ଜଣ ଅନୁବାଦକ: ଓଡ଼ିଆ ଭାଷାରେ ଅନୁବାଦ ହେବ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ଅନୁବାଦ କରାଯିବ । ଏଥିପାଇଁ ୨୩ ଜଣ ଅନୁବାଦକଙ୍କୁ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ କୋର୍ଟ କାର୍ଯ୍ୟ ଓଡ଼ିଆ ଭାଷାରେ କରାଯିବ ।…

(Video) Super Woman Ellis: ଜିଭରେ ରୋକି ଦେଉଛନ୍ତି ହାଇସ୍ପିଡ ଫ୍ୟାନ୍… ଏଲିସଙ୍କୁ ମିଳିଛି ସୁପର ପାୱାର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯାଏ ଆପଣ ଜୋରରେ ଘୁରୁଥିବା ଏକ ଫ୍ୟାନକୁ ରୋକ ତେବେ ଆପଣ ଶହେ ଥର ଚିନ୍ତା କରିବେ । ଯଦି ଆପଣଙ୍କୁ ଜିଭରେ ଫ୍ୟାନ ରୋକିବାକୁ କୁହାଯିବ ତାହେଲେ ଆପଣ ଏହାକୁ ପାଗଳାମୀ ବୋଲି କହିବେ ନିଶ୍ଚୟ…

୨୦୨୪ରେ T-20ର ରାଜା କିଏ? ସୂର୍ଯ୍ୟକୁମାର ଯାଦବ ନୁହେଁ No.1 ଖେଳାଳି… ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ୨୦୨୪ ମସିହାରେ ଭାରତ ଟି-୨୦ କ୍ରିକେଟରେ ଅନେକ ସଫଳତା ହାସଲ କରିଛି । ୧୭ ବର୍ଷ ଅପେକ୍ଷା ପରେ ୨୦୨୪ରେ ପୁଣିଥରେ ଟି-୨୦ ବିଶ୍ୱବିଜେତା ସାଜିଛି ଟିମ ଇଣ୍ଡିଆ । ତେବେ ଏହାପରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ରେ ସ୍ଥାପନ ହେବ ହେବ ଏକ ପ୍ଲାନେଟାରିୟମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼କୁ ନେଇ ଆସିଛି ଏକ ବଡ଼ ଖବର । ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ରେ ସ୍ଥାପନ ହେବ ଏକ ପ୍ଲାନେଟାରିୟମ୍ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର…

ଭାରତରେ ପ୍ରତି ଘଣ୍ଟାରେ ସାପ କାମୁଡା ପାଇଁ ଯାଉଛି ୬ ଜୀବନ, ଜାଣନ୍ତୁ କାହିଁକି ଏହି ରିପୋର୍ଟ ଦେବାକୁ ବାଧ୍ୟ ସରକାର

ନୂଆଦିଲ୍ଲୀ: ପ୍ରତି ବର୍ଷ ଭାରତରେ ସାପ କାମୁଡା ପାଇଁ ହାରାହାରି ୫୮,୦୦୦ ଲୋକଙ୍କ ପ୍ରାଣହାନି ଘଟୁଛି। ଏହି ସଂଖ୍ୟା ଚିନ୍ତାଜନକ ଅଟେ। ସାରା ଦୁନିଆରେ ସାପ କାମୁଡା ପାଇଁ ମୃତ୍ୟୁର ସଂଖ୍ୟା ଉପରେ ନଜର ପକାଇବାକୁ ଗଲେ…

ଗୁକେଶଙ୍କୁ ବଡ଼ Gift ଦେଲା Google: ବିଶ୍ୱ ଚମ୍ପିଆନଙ୍କ ପାଇଁ ବଦଳିଗଲା Doodle

ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚମ୍ପିଆନସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ଡି. ଗୁକେଶ । ମାତ୍ର ୧୮ ବର୍ଷ ବୟସରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ଗୁକେଶ ବିଶ୍ୱ ଚେସ୍ ଚମ୍ପିଆନର ମୁକୁଟ…

ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଆଗକୁ ଦେଢ ଲକ୍ଷ ଖାଲି ପଦବୀରେ ମିଳିବ ନିଯୁକ୍ତି

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ନିଯୁକ୍ତି ପତ୍ର । ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହି…