Browsing Category

Featured

କ’ଣ କରୋନା ଜୀବାଣୁର ପ୍ରକୋପରୁ ବଞ୍ଚାଇବ ମଦ୍ୟପାନ? ଜାଣନ୍ତୁ WHOର ଉତ୍ତର

ଭାରତରେ ନିଜର କାୟା ବିସ୍ତାର କରୁଥିବା କରୋନା ଜୀବାଣୁରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି, ଯାହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୟ ଯୋଗୁଁ ଲୋକମାନେ ଇଣ୍ଟରନେଟରେ ବ୍ୟାପୁଥିବା…

ମିିସନ ଶକ୍ତି ହେବ ସ୍ୱତନ୍ତ୍ର ବିଭାଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୩(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମିସନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ହେବ । ଏହା ସ୍ୱୟଂ ସହାୟକ…

ସବସିଡି ବାବଦକୁ କେନ୍ଦ୍ର ଦେଲା ୧୪୧୨ କୋଟି

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ସବସିଡି ଅର୍ଥ ବାବଦକୁ ରାଜ୍ୟକୁ ୧୪୧୨ କୋଟି ଟଙ୍କା ଦେଇଛି କେନ୍ଦ୍ର । ବାରମ୍ବାର ଏଥିପାଇଁ ଦାବି ଉଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ…

କେରଳରେ ଆଉ ୫କରୋନା ପଜିଟିଭ୍

କେରଳ, ୮ା୩: କେରଳରେ ଆଉ ୫ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ କେରଳର ୩ଜଣ ପଜିଟିଭ ରୋଗୀ ଇଟାଲୀରୁ ଫେରିଥିଲେ ।…

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱ ମହିଳା…

ମହିଳା ଦିବସରେ ମହିଳାଙ୍କୁ ଟ୍ୱିଟର ଆକାଉଣ୍ଟ ଉତ୍ସର୍ଗ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୮ା୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏନେଇ ମହିଳା ଦିବସରେ…