Browsing Category
Astrology
ରକ୍ଷାବନ୍ଧନ ଦିନ ସୃଷ୍ଟି ହେଉଛି ଅଦ୍ଭୁତ ଯୋଗ; ଅକାଶରେ ଦେଖାଯିବ ବ୍ଲୁ ମୁନ୍, ୬ଟି ରାଶି ଉପରେ ହେବ ଧନ ବର୍ଷା!
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ରକ୍ଷାବନ୍ଧନରେ ପଡ଼ୁଛି ଅଦ୍ଭୁତ ଯୋଗ। ଦିନ ଆକାଶରେ ଦେଖାଯିବ ବ୍ଲୁ ମୁନ୍। ରକ୍ଷାବନ୍ଧନ ଦିନ ଗହ୍ମା/ଶ୍ରାବଣ ପୂର୍ଣ୍ଣିମା ପାଳନ କରାଯାଏ। ଏଥର ଅଗଷ୍ଟ ୧୯ରେ…
ପୂଜା ଘରେ କାହିଁକି ରଖାଯାଏ ଜଳର ପାତ୍ର ? ଜାଣନ୍ତୁ କେଉଁ ଦିଗରେ ଜଳର ପାତ୍ର ରଖିବା ଶୁଭ ଅଟେ
ଓଡ଼ିଶା ଭାସ୍କର: ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଭଗବାନଙ୍କୁ ସକାରାତ୍ମକତାର ସ୍ରୋତ ଭାବେ ବିବେଚିତ କରାଯାଇଛି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା ଘର ପାଇଁ ଉତ୍ତର ପୂର୍ବ ଦିଗ ଉପଯୁକ୍ତ ଅଟେ…
ଆଜି ନାଗ ପଞ୍ଚମୀ, ଜାଣନ୍ତୁ ଏହି ପୂଜା କଲେ କେଉଁ ଲାଭ ମିଳେ ଏବଂ ପୂଜାର ନିୟମ
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ନାଗ ଦେବତାଙ୍କର ବିଶେଷ ମହତ୍ତ୍ୱ ରହିଛି। ନାଗଙ୍କୁ ପୂଜା ନାଗ ପଞ୍ଚମୀ ଦିନ କରାଯାଇଥାଏ। ଏହା ପ୍ରତି ଶ୍ରାବଣ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ନାଗ ପଞ୍ଚମୀ ଦିନ…
ଦିନ ନା ରାତି… କେଉଁ ସମୟରେ ବିବାହ କରିବା ଉଚିତ? ଏହାକୁ ମାନିଲେ ତିଷ୍ଠି ରହିବ ବୈବାହିକ ଜୀବନ
ଓଡ଼ିଶା ଭାସ୍କର: ବିବାହକୁ ନେଇ ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି । ସନାତନ ଧର୍ମରେ ବ୍ୟକ୍ତିଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ସଂସ୍କାରର ବର୍ଣ୍ଣନା କରାଯାଇଛି । ଏଥିମଧ୍ୟରୁ ଏକ ବିଶେଷ ସଂସ୍କାର ହେଉଛି ବିବାହ…
କପାଳରେ ଲେଖା ରହିଛି ଆପଣଙ୍କ ଭାଗ୍ୟ: କ’ଣ କହୁଛି ଭାଗ୍ୟରେଖା? ଜାଣି ରଖନ୍ତୁ ଭବିଷ୍ୟତ
ଓଡ଼ିଶା ଭାସ୍କର: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି ଶରୀରର…
Vastu Tips: ଜୀବନରେ ଦେଖାଦିଏ ଆର୍ଥିକ ସଂକଟ, ବୃଦ୍ଧି ହୁଏ ଟେନସନ୍, Bedroomରେ ଥିଲେ ଏହି ଜିନିଷ ତୁରନ୍ତ କରନ୍ତୁ ବାହାର
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ କୋଣ ଏବଂ ଜିନିଷ ପାଇଁ କିଛି ବାସ୍ତୁ ନିୟମ ରହିଛି । ଘରର ପ୍ରତ୍ୟେକ କୋଣ ନକାରାତ୍ମକ ଏବଂ ସକାରାତ୍ମକ ଉର୍ଜ୍ଜା ସହ ଜଡ଼ିତ । ଘରେ ବାସ୍ତୁ ଦୋଷ ଥିଲେ ଜୀବନରେ…
ସୁନ୍ଦରୀମାନଙ୍କ ହୃଦୟରେ ରାଜ୍ କରନ୍ତି ଏହିସବୁ ପୁଅ: କେଉଁ ରାଶି ପ୍ରତି ଥାଏ ଝିଅଙ୍କ ଦୁର୍ବଳତା?
ଓଡ଼ିଶା ଭାସ୍କର: ଜ୍ୟୋତିଷଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରାଶି ଥିବା ଜାତକଧାରୀଙ୍କ ବ୍ୟକ୍ତିତ୍ୱ, ପସନ୍ଦ, କ୍ୟାରିୟର ଏବଂ ପ୍ରେମଜୀବନ ଭିନ୍ନ ଭିନ୍ନ ହୋଇଥାଏ। କାରଣ ସବୁ ରାଶିର…
କେମିତି ଆସିବ ଆପଣଙ୍କ ମୃତ୍ୟୁ? ରାଶି ଅନୁସାରେ ଜାଣନ୍ତୁ ମୃତ୍ୟୁର କାହାଣୀ: କ’ଣ କହୁଛି ଜ୍ୟୋତିଶ ଶାସ୍ତ୍ର?
ଓଡ଼ିଶା ଭାସ୍କର: ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ...’ ଅର୍ଥାତ୍, ଯିଏ ଏହି ପୃଥିବୀରେ ଜନ୍ମ ନେଇଛି, ତା’ର ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁ ଜୀବନର ଏକ ନିରାଟ ସତ୍ୟ । କେବେ, କେଉଁଠି ଏବଂ କିପରି…
ଜୀବନରେ ସାଥ୍ ଦେଉନାହାନ୍ତି ଗ୍ରହ ନକ୍ଷତ୍ର? ଶ୍ରାବଣରେ ଶିବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ଦୂର ହେବ ସମସ୍ୟା
ଓଡ଼ିଶା ଭାସ୍କର: ଭଗବାନ ଶିବ ହେଉଛନ୍ତି ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ପୂଜା କରି ସବୁକିଛି ନିୟନ୍ତ୍ରଣ କରାଯାଇପାରିବ ଏବଂ ଏହା ଦ୍ୱାରା ଗ୍ରହ ଓ ନକ୍ଷତ୍ର ସହଜରେ ଶାନ୍ତ ହୋଇପାରିବେ । ଶ୍ରାବଣ ମାସରେ ଅଳ୍ପ ପ୍ରୟାସ…
ଏହି ତେଲରେ ଦୀପ ଜାଳିଲେ ଜୀବନରୁ ଦୂରେଇଥାଏ ବାଧାବିଘ୍ନ, ଶନି ଦେବଙ୍କ କୁଦୃଷ୍ଟିରୁ ମିଳିଥାଏ ମୁକ୍ତି
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଇଶ୍ୱରଙ୍କ କୃପା ଲାଭ କରିବା ପାଇଁ ବ୍ୟକ୍ତି ବିଭିନ୍ନ ନିୟମ, ପ୍ରାର୍ଥନା, ଭଜନ, କୀର୍ତ୍ତନ, ମନ୍ତ୍ରୋଚ୍ଚାରଣ ଇତ୍ୟାଦି ଦ୍ୱାରା ଇଶ୍ୱରଙ୍କ ଆରାଧନା…