CHARIDHAM
Browsing Category

ଜୀବନଚର୍ଯ୍ୟା

ମୋଟାପାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଏହି ଖାଦ୍ୟଗୁଡ଼ିକୁ ଆଭଏଡ୍ କରନ୍ତୁ

ପ୍ରାୟ ଲୋକ ଅନେକ ଚେଷ୍ଟା କରିବା ପରେ ବି ସେମାନଙ୍କର ଓଜନ ହ୍ରାସ ହୁଏ ନାହିଁ । ବାସ୍ତବରେ ଏମାନେ ଦୈନନ୍ଦିନ ଖାଦ୍ୟରେ ଏପରି ଜିନିଷକୁ ସାମିଲ କରିଥାନ୍ତି, ଯାହାର ପ୍ରଭାବରେ ଓଜନ ହ୍ରାସ ହୁଏ ନାହିଁ । ଆସନ୍ତୁ ଜାଣିବା…

ରାଶିଫଳ (ସୋମବାର ,୨୨ ଫେବୃୟାରୀ ୨୦୨୧)

ମେଷ : ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ, ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ । ବୃଷ : ଭାଗ୍ୟ…

ଦାମ୍ପତ୍ତ୍ୟ ଜୀବନକୁ କରନ୍ତୁ ରୋମାଣ୍ଟିକ

ଯେଉଁଠି ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ନିଜ ପାଇଁ କିଛି ସମୟ ବାହାର କରିପାରନ୍ତି, ତାକୁ ଆମେ ସାଧାରଣତଃ ସୁଖୀ ଦାମ୍ପତ୍ତ୍ୟ ଜୀବନ ବୋଲି କହିଥାଉ । ପରସ୍ପରକୁ କିଛି ସମୟ ଦେଇପାରିଲେ ହିଁ ଦୁହେଁ ଦୁହିଁଙ୍କୁ ଗଭୀର ଭାବେ…

ସ୍ୱପ୍ନରେ ଏହି ଜିନିଷ ଦେଖିଲେ ବଦଳିବ ଭାଗ୍ୟ, ମିଳିବ ମା’ଙ୍କ କୃପା

ରାତିରେ ଶୋଇବା ସମୟରେ ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ଅଧିକାଂଶ ରାତିରେ ଦେଖିଥିବା ସ୍ୱପ୍ନକୁ ସକାଳେ ଭୁଲିଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ରାତିରେ ଓ ସକାଳେ ଆସୁଥିବା ସ୍ୱପ୍ନ ଆମ ଜୀବନକୁ ବହୁତ ପ୍ରଭାବିତ…

ରାଶିଫଳ (ରବିବାର, ୨୧ ଫେବୃୟାରୀ ୨୦୨୧)

ମେଷ : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ନିଜ ଲକ୍ଷ୍ୟରେ ପହଞ୍ôଚବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ ।ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନଟି ବିତିଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…

ଆଜିଠାରୁ କଦଳୀ ଫୁଲ ସେବନ କରନ୍ତୁ, କେବେ ହେବନି ଶରୀରରେ ରକ୍ତର ଅଭାବ

ସାଧାରଣତଃ କଦଳୀ ଖାଇବାକୁ ସ୍ୱାଦଯୁକ୍ତ ହେବା ସହ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସେହିପରି କଦଳୀ ଫୁଲରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଅନେକ ଲୋକ କଦଳୀ ଫୁଲକୁ ପରିବା ଆକାରେ ରାନ୍ଧି…

କ୍ୟାନସରଠାରୁ ଭୟଙ୍କର ହେଲାଣି ଅନଲାଇନ୍ ଠକେଇ, ଏଥିରୁ ବର୍ତ୍ତିବେ କିପରି

ଯୁଗ ବଦଳିବା ସହିତ ଅପରାଧୀଙ୍କର ଅପରାଧର ଷ୍ଟାଇଲ୍ ମଧ୍ୟ ବଦଳିବାରେ ଲାଗିଛି । ବର୍ତ୍ତମାନର ଡିଜିଟାଲ ସମୟରେ ଏକ ନୂଆ ଧରଣର ଅପରାଧୀଙ୍କର ଆବିର୍ଭାବ ହୋଇଛି । ଅପରାଧୀମାନେ ଘରେ ବସି କେଇ ସେକେଣ୍ଡ ମଧ୍ୟରେ ଜଣକର ଆକାଉଣ୍ଟ…

ପ୍ରଥମଥର ନଜର ଆସିଲା ହଳଦିଆ ପେଙ୍ଗୁଇନ୍, ଫଟୋ ଭାଇରାଲ

ପ୍ରଥମଥର ପାଇଁ ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ପେଙ୍ଗୁଇନର ଫଟୋ କ୍ଲିକ୍ କରିଛନ୍ତି । ହଳଦିଆ ପେଙ୍ଗୁଇନ୍ ଘଟଣା ଦେଖାଯିବାର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ୟେଭେସ୍ ଏଡମ୍ସ ନାମକ ଫଟୋଗ୍ରାଫର ସାଉଥ ଆଣ୍ଟଲାଣ୍ଟିକ…