Browsing Category
ଜୀବନଚର୍ଯ୍ୟା
ସାବଧାନ୍! ଚପଲ ପିନ୍ଧି ବାଇକ୍ ଚଳାଉଛନ୍ତି କି? ଚାଲାଣ କାଟିବେ ଟ୍ରାଫିକ ପୋଲିସ… କେତେ ଟଙ୍କା ପଡ଼ିବ ଫାଇନ୍?
ନୂଆଦିଲ୍ଲୀ: ଲୋକମାନେ ସାଧାରଣତଃ ଚାଲାଣ କଟିବାର ୨/୪ କାରଣ ଜାଣନ୍ତି, କିନ୍ତୁ ଏହାର ଅନେକ କାରଣ ରହିଛି । ମୋଟର-ଯାନ ଆକ୍ଟ ୨୦୧୯ ରେ ଯେତେବେଳେ ସଂଶୋଧନ କରାଯାଇଥିଲା, ସେଥିରେ କିଛି ପରିବର୍ତ୍ତନ କରାଯାଇଥିଲା ।…
କର୍କଟ ରୋଗରେ ବିଶ୍ୱର ୮୭% ପୁରୁଷଙ୍କ ହେବ ମୃତ୍ୟୁ; ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ରିପୋର୍ଟ
ନୂଆଦିଲ୍ଲୀ: ମହାମାରୀ ଭଳି କାୟା ମଲାଇଲାଣି କର୍କଟ ରୋଗ । ଦେଖିବାକୁଗଲେ ସମଗ୍ର ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି କର୍କଟ ରୋଗ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ଏହା ଏପରି ଏକ…
(viral video): ପାଟନା ଏୟାରପୋର୍ଟ ସାଜିଲା ଯୁଦ୍ଧସ୍ଥଳ, ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢେଇ, ଭିଡିଓ ଭାଇରାଲ
ଓଡିଶା ଭାସ୍କର: ବିଗତ କିଛି ବର୍ଷ ହେବ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଅଧିକ ମାତ୍ରାରେ ବଢିଛି । ଏହି କାରଣରୁ ପ୍ରତିଦିନ କିଛି ନା କିଛି ଘଟଣା କ୍ୟାମେରା ସାମ୍ନାରେ କଏଦ ହେଉଛି । ସୋସିଆଲ ମିଡିଆରେ ପ୍ଲାଟଫର୍ମରେ…
Video; କଳାଦାଗ ଥିବା ପିଆଜ ଖାଉଛନ୍ତି କି? ହେଇଯାଆନ୍ତୁ ସାବଧାନ, ନହେଲେ ହେଇପାରେ ଏମିତି କିଛି…
ନୂଆଦିଲ୍ଲୀ: ଦେଶରେ ବଢୁଥିବା ବ୍ଲାକ୍ ଫଙ୍ଗସ୍ ମାମଲାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୋସିଆଲ ମିଡିଆ ଓ ହ୍ୱାଟ୍ସଆପରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେ ଫ୍ରିଜ କବାଟରେ ଥିବା ରବର ଓ ପିଆଜରେ ଥିବା…
Independence Day 2024: ସହିଦ ହୋଇ ସାରିଛନ୍ତି, ମାତ୍ର ୪୮ ବର୍ଷ ପରେ ବି ଦେଶର ସୁରକ୍ଷା କରୁଛନ୍ତି, ଏମିତି ଜଣେ ଯବାନ, ଜାଣନ୍ତୁ…
ଓଡିଶା ଭାସ୍କର: ସୈନିକ ମରିଗଲେ ତାହାକୁ ମୃତକ ନୁହେଁ ସହିଦ କୁହାଯାଏ । ଦେଶର ସୁରକ୍ଷା ପାଇଁ ଜଣେ ସୈନିକ ପ୍ରତିଶ୍ରୁତିବଦ୍ଧ ଥାଏ । ନିଜ ଗାଁ ମାଟିକୁ ଛାଡି ଚାଲିଯାଏ, ଦେଶମାତୃକାର ସେବା ପାଇଁ । ସ୍ତ୍ରୀର ପ୍ରସବ…
International Youth Day: ଯୁବାବସ୍ଥାରେ ଏହି ଭୁଲ କରି ଜୀବନକୁ କରନ୍ତୁ ନାହିଁ ବର୍ବାଦ, ଯୁବକଙ୍କୁ କ’ଣ କହେ ଚାଣକ୍ୟ ନୀତି
ଓଡିଶା ଭାସ୍କର: ଦେଶର ଭବିଷ୍ୟତ ଯୁବକଙ୍କ ଉପରେ ନିର୍ଭର କରେ । କାରଣ ସେମାନେ ହିଁ ତ ଦେଶର ମେରୁଦଣ୍ଡ । ଯଦି ମେରୁଦଣ୍ଡ ଭୁଶୁଡିବ, ଦେଶ ମଧ୍ୟ ଭୁଶୁଡିଯିବ । ଯୁବକମାନଙ୍କୁ ଉତ୍ସାହିତ କରିବା ତଥା ସେମାନଙ୍କୁ ସଶକ୍ତ…
ଷ୍ଟିକ୍ ଚପିଂ ବୋର୍ଡରେ ପରିବା କାଟୁଥିଲେ ସାବଧାନ ! ହୋଇପାରେ ଏହିସବୁ ସମସ୍ୟା
ଷ୍ଟିକ୍ ଚପିଂ ବୋର୍ଡରେ ପରିବା କାଟିବା ଫଳରେ ସେଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍ ଆମ ଶରୀର ଭିତରକୁ ଯାଇଥାଏ, ଯାହା ଅତ୍ୟନ୍ତ ଖରାପ । ବାରମ୍ବାର ଛୁରିରେ କାଟିବା ଫଳରେ ଏଥିରେ ହୋଇଥିବା ଦାଗ ସ୍ଥାନରେ ବ୍ୟାକ୍ଟେରିଆ…
ଲିପଷ୍ଟିକ୍ ପ୍ରତ୍ୟେକ ଦିନ ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସଜାଗ ନହଲେ ମାରାତ୍ମକ ରୋଗର ଶିକାର…
ଓଡିଶା ଭାସ୍କର: ମେକଅପ ହୋଇଥିବା ମୁହଁର ସୌନ୍ଦର୍ୟ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ । ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର…
୯୦ ବର୍ଷ ପରେ ଦୁର୍ଲ୍ଲଭ ଯୋଗ, ଶ୍ରାବଣର ଅନ୍ତିମ ସୋମବାର ହେବ ସ୍ୱତନ୍ତ୍ର, ବହୁରାଶିରେ ବର୍ଷିବ ଭୋଲେନାଥଙ୍କ କୃପା
ଓଡିଶା ଭାସ୍କର: ହିନ୍ଦୁଧର୍ମର ପବିତ୍ର ମାସ ଶ୍ରାବଣ ୨୨ ଜୁଲାଇରୁ ଆରମ୍ଭ ହୋଇ ୧୯ ଅଗଷ୍ଟରେ ଶେଷ ହେବାକୁ ଯାଉଛି । ଏହାପରେ ଭାଦ୍ରପଦ ମାସର ଆରମ୍ଭ ହେବ । ଶ୍ରାବଣ ହେଉଛି ଭୋଲେନାଥଙ୍କ ପ୍ରିୟ ମାସ । ଏହି ମାସରେ…
BSNL ଲଞ୍ଚ୍ କରିବ 5G ମୋବାଇଲ! କ୍ୟାମେରା 200MP : ସ୍ପଷ୍ଟ ସୂଚନା ଦେଲା ସରକାରୀ କମ୍ପାନୀ
ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ ଇତ୍ୟାଦି ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପରେ ୟୁଜରଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାପରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଉପରେ…